Odisha Link
Bridging the Missing Links in Odisha
Browsing Tag

Iran

ଭାରତର ଚବାହାର ଚୁକ୍ତିରେ ଆମେରିକା…

ଓଏଲ୍‌ ବ୍ୟୁରୋ: ଆପଣ ଯଦି ଇରାନର ଚବାହାର ବନ୍ଦରକୁ ଗୁଗୁଲ ମ୍ୟାପରେ ଦେଖିବେ ତ ସମୁଦ୍ରକୁ ଲାଗିଥିବା ଏକ ଛୋଟ ଜାଗା ଭଳି ଦେଖା ଯିବ। ଏହି ଛୋଟ ଜାଗାକୁ ନେଇ ଭାରତ-ଇରାନ ମଧ୍ୟରେ ହୋଇଥିବା ଚୁକ୍ତି ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁନିଆର ବହୁତ ଗୁଡ଼ିଏ ରାଷ୍ଟ୍ରର ନିଦ ଉଡ଼ିଗଲାଣି ମଧ୍ୟ…

ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶ;…

ଓଏଲ୍‌ ବ୍ୟୁରୋ: ଏପ୍ରିଲ୍‌ ୧୯ ତାରିଖରୁ ବିଶ୍ବର ବୃହତମ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେବାକୁ ଯାଉଚି ମହାପର୍ବ। ଏହାପୂୂର୍ବରୁ ଭାରତୀୟଙ୍କ ପାଇଁ ଆସିଲା ବଡ଼ ଖବର। ଭାରତୀୟ ନାଗରିକଙ୍କୁ ଇରାନ ଓ ଇସ୍ରାଏଲ ଯାତ୍ରା ନକରିବାକୁ ନୋଟିସ ଜାରି କରିଛନ୍ତି ଭାରତ ସରକାର। ଇରାନ ଓ ଇସ୍ରାଏଲ ଯାତ୍ରାରୁ ଦୂରେଇ…

କରୋନା: ହ୍ବାଟ୍‌ସଆପ୍‌ରେ ମିଛ ଖବର ପାଇଁ…

ସାମାନ୍ୟ ଗୋଟିଏ ହ୍ବାଟ୍‌ସଆପ୍‌ ଗୁଜବ ୭୨୮ ପ୍ରାଣ ନେଇଛି। ଘଟଣା ଘଟିଛି ଇରାନରେ। କରୋନାକୁ ନେଇ ସାଧାରଣ ଜନତା ଭୟଭୀତ ଥିବା ବେଳେ ଗୁଜବ ଉପରେ ଭରସା କରି ଏଥିରୁ ରକ୍ଷା ପାଇବା ପାଇଁ ବିଷାକ୍ତ ମିଥାନଲ୍‌ ବା ମିଥାଇଲ ଆଲକହଲ ଇଞ୍ଜେକ୍ସନ୍‌ ନେଇ ସମଗ୍ର ଦେଶରେ ଏଯାବତ୍‌ ୭୨୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।…

କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା…

କରୋନା ପାଇଁ ଇରାନ ଖୋଳିଛି ବିଶାଳ କବର

ତେହେରାନ: ସମଗ୍ର ବିଶ୍ୱରେ କରୋନା ମହାମାରୀ ରୂପ ଧାରଣ କରିଥିବାବେଳେ ଇରାନରେ ୧୦ ହଜାରରୁ ଅଧିକ ଲୋକ ଏହି ଭୁତାଣୁ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଇରାନର ସ୍ଥିତି ଜଟିଳ ରହିଛି। ବିଶ୍ୱର ପ୍ରମୁଖ ଗଣମାଧ୍ୟମମାନଙ୍କ ରିପୋର୍ଟରୁ ଜଣାପଡିଛି ଯେ,…

ଇରାନରେ ଫସି ରହିଛନ୍ତି ୮୫୦ ଭାରତୀୟ

ଇରାନ: କରୋନା ପାଇଁ ସମଗ୍ର ବିଶ୍ୱ ଏବେ ଆତଙ୍କିତ। ଚୀନ ପରେ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଇଟାଲି ଓ ଇରାନ। ଇରାନରେ ଏବେ ପ୍ରାୟ ୧୦ ହଜାର ଲୋକ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି। ଏଥିସହ ଇରାନକୁ ତୀର୍ଥଯାତ୍ରାରେ ଯାଇଥିବା ପ୍ରାୟ ୮୫୦ ଭାରତୀୟ ସେଠାରେ…

ଇରାନ ସୀମାରେ ଭୂମିକମ୍ପ; ୯ ମୃତ

ଇସ୍ତାନବୁଲ : ତୁର୍କୀର ସୀମାନ୍ତ ଇରାନର ଉତ୍ତର-ପଶ୍ଚିମାଞ୍ଚଳରେ ଗତକାଲି ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ରହିଥିଲା। ଏହି ଭୂମିକମ୍ପ ପ୍ରଭାବରେ ତୁର୍କୀରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ରବିବାର ରାତି ୯ଟା ୩୦ରେ ଏହି…

ଇରାନରେ ବଢୁଛି ଜନଅସନ୍ତୋଷ

ନୂଆଦିଲ୍ଲୀ: ଇରାନର ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। କାରଣ ୟୁକ୍ରେନର ବିମାନକୁ ତେହେରାନରେ ଖସାଇଥିବା ଘଟଣାକୁ ଇରାନ ଖସାଇବା ସ୍ୱୀକାର କରିବା ପରେ ସେଠାରେ ଉତେଜନା ବଢିବାରେ ଲାଗିଛି। ବିକ୍ଷୋଭକାରୀ ସର୍ବୋଚ୍ଚ ନେତାଙ୍କୁ ହତ୍ୟାକାରୀ ଦର୍ଶାଇ ସେମାନଙ୍କ ଇସ୍ତଫା ଦାବି କରିଛନ୍ତି। ତେହେରାନ…

ଇରାନକୁ ଇସ୍ରାଏଲ୍‌ର ଧମକ୍‌

ଜେରୁଜେଲମ: ଇରାକ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ବେସ୍‌ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲରେ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ…

ଭାରତକୁ ପ୍ରଶଂସା କଲା ଇରାନ, କହିଲା…

ନୂଆଦିଲ୍ଲୀ: ଦିନକୁ ଦିନ ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଛି ତିକ୍ତତା। ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ପ୍ରାଣ ହରାଇବା ଓ ଏହାର ବଦଲା ନେବା ପାଇଁ ଇରାନ ଆଜି ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ମିସାଇଲ ମାଡ଼ କରିଛି। ଯାହାରି ଫଳରେ ମଧ୍ୟପ୍ରାଚ୍ୟରେ…