Odisha Link
Bridging the Missing Links in Odisha
Browsing Tag

JAMMU-KASHMIR

ଜମ୍ମୁ କଶ୍ମୀର: ସୋପିଆନରେ ଏନକାଉଣ୍ଟର,…

ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ସେନାକୁ ସଫଳତା। ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ। ପ୍ରଥମେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତୀୟ ସେନା। ଶେଷ ଖବର ସୁଦ୍ଧା ବର୍ତ୍ତମାନ ୩ଜଣ ଆତଙ୍କି ମୃତ। ସୂଚନାଥାଉକି, ଆଜି ସକାଳୁ ସକାଳୁ…

୩ ବିମାନରେ ଓଡ଼ିଶା ଫେରିଲେ ପ୍ରବାସୀ…

ଭୁବନେଶ୍ବର: ଲକ୍‌ଡାଉନ୍‌ କାରଣରୁ ହିମାଚଳ ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ସରକାର ଫେରାଇ ଆଣିଛନ୍ତି। ୩ଟି ଏୟାର ଏସିଆ ବିମାନ ଯୋଗେ ୩୫୦ ଜଣ ଶ୍ରମିକଙ୍କୁ ଭୁବନେଶ୍ବର ଅଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଜମ୍ମୁକଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ଶମ୍ବା…

ବଡ଼ ଧରଣର ଆତଙ୍କୀ ଷଡଯନ୍ତ୍ରକୁ ବିଫଳ କଲା…

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ। ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର ରାଜପୋରା…

ପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ୨…

ଶ୍ରୀନଗର: ଆଜି ସକାଳେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ ସେମାନଙ୍କର ଜଣେ ସହଯୋଗୀର ମୃତ୍ୟୁ ଘଟିିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଜଣେ ପୁଲିସ ଅଧିକାରୀଙ୍କ…

କରୋନା: ବାତିଲ ହେଲା ଚଳିତବର୍ଷ ଅମରନାଥ…

ଶ୍ରୀନଗର: ଚଳିତ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା। ମହାମାରୀ କରୋନା ଭାଇରସର ବିସ୍ତାରକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ-କଶ୍ମୀର ପ୍ରଶାସନ। ଆଜି ରାଜଭବନରେ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ୩୮ତମ ଅମରନାଥ ଯାତ୍ରାର ବାର୍ଷିକ ବୈଠକ ବସିଥିଲା। ଏହି ସମୟରେ…

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯…

ଜମ୍ମୁ କଶ୍ମୀର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି।…

ହଜ୍‌ ପାଇଁ ସଂଚିତ ୫ ଲକ୍ଷ ଟଙ୍କା କରୋନା…

ଜମ୍ମୁ: ମାନବିକତା ଆଗରେ ଫିକା ପଡ଼ିଯାଇଛି ଧର୍ମବିଶ୍ବାସ। ମଣିଷର ସେବା ହିଁ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଲାଗି ସବୁଠୁ ବଡ଼ ପୂଣ୍ୟ କାମ ବୋଲି ବୁଝିଛନ୍ତି ଖାଲିଦା ବେଗମ୍। ଜମ୍ମୁ କଶ୍ମୀରର ଏହି ୮୭ ବର୍ଷ ବୟସ୍କା ବୃଦ୍ଧା ଜଣକ କରୋନା ରିଲିଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୂଚନା…

୭ ମାସ ପରେ ମୁକ୍ତି ପାଇଲେ ଓମାର…

ଶ୍ରୀନଗର: ଦୀର୍ଘ ୭ ମାସ ପରେ ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଆଜି ମୁକ୍ତି ମିଳିଛି। ଓମାରଙ୍କୁ ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀରେ ରଖା ଯାଇଥିଲା। ଓମାର ମୋଟ ୨୩୨ ଦିନ ଗୃହବନ୍ଦୀ ଭାବେ କାଟିଛନ୍ତି। ତାଙ୍କୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ବା ପିଏସ୍‌ଏ…

ଗୃହବନ୍ଦୀରୁ ମୁକ୍ତ ହେଲେ ଫାରୁକ, କହିଲେ…

ଶ୍ରୀନଗର: ଦୀର୍ଘ ୭ ମାସ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା। ୭ ମାସ ହେବ ସେ ଗୃହବନ୍ଦୀ ହୋଇ ରହିଥିଲେ। ମାର୍ଚ୍ଚ ୧୩ ତାରିଖରେ ଜମ୍ମୁ କଶ୍ମୀର ପ୍ରଶାସନ ତାଙ୍କ ଉପରୁ ଗୃହବନ୍ଦୀ ଆଦେଶ ପ୍ରତ୍ୟାହାର କରିଥିଲା। ଫଳରେ ସେ ଆଜି ଗଣମାଧ୍ୟମକୁ…

ଜମ୍ମୁ-କାଶ୍ମୀର: ‘ଆପନି…

ଶ୍ରୀନଗର: ଧାରା ୩୮୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଗଠିତ ହେଲା ନୂଆ ରାଜନୈତିକ ଦଳ। ପ୍ରଥମ ରାଜନୈତିକ ପଦକ୍ଷେପ ସ୍ବରୁପ ଏକ ନୂଆ ଜମ୍ମୁ କଶ୍ମୀରରେ ଦଳ ମୁଣ୍ଡ ଟେକିଛି। ପୂର୍ବତନ ପିଡିପି ନେତା ତଥା ମନ୍ତ୍ରୀ ଅଲତାଫ ବୁଖାରୀଙ୍କ ଏକ ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି। ‘ଆପନି ପାର୍ଟି’ ଗଠନ କରିଛନ୍ତି…