Odisha Link
Bridging the Missing Links in Odisha
Browsing Tag

Jharsuguda

ଏନ୍.ଏଚ୍‌ ଉପରେ ଛିଡିଲା ୧୩୨ କେ.ଭି ତାର

ଝାରସୁଗୁଡା: ପୁଣି ଛିଡିଲା ବିଦ୍ୟୁତ ତାର। ଏନ୍.ଏଚ୍‌ ଉପରେ ଛିଡିଲା ୧୩୨ କେ.ଭି ବିଦ୍ୟୁତ ତାର। ଏନ୍.ଏଚ୍‌ ୪୯ ବିଟିଏମ୍‌ ଛକ ନିକଟରେ ଛିଡି ପଡିଛି ୧୩୨ କେ.ଭି ବିଦ୍ୟୁତ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହାତ ହୋଇ ନାହାନ୍ତି। ରାସ୍ତା ଉପରେ ବିଦ୍ୟୁତ ତାର ପଡିଥିବାରୁ ଗାଡି ଚଳାଚଳ ଠପ୍‌ ହୋଇଯାଇଛି।…

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ବିମାନ…

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହେବ। ଆଜି ଏଲାଏନ୍ସ ଏୟାର୍ ବିମାନ କଂପାନି ପକ୍ଷରୁ ଏକ ବିମାନ ଯାତ୍ରା ଆରମ୍ଭ କରୁଛି। ଏହି ବିମାନଟି କୋଲକାତାରୁ ଦିନ ୧୧.୪୫ରୁ ବାହାରି ଝାରସୁଗୁଡ଼ରେ ୧.୧୫ରେ ପହଞ୍ଚିଛି। ପୁଣି ଏହି ବିମାନ…

ଝାରସୁଗୁଡ଼ାଠାରେ ପ୍ରସ୍ତାବିତ କାର୍ଡିଆକ୍‌…

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଶ୍ରୀରାମଚନ୍ଦ୍ର ମେଡିକାଲ୍‌ କଲେଜ୍‌ ଓ ହସ୍‌ ପିଟାଲ୍‌ଠାରେ ରେନାଲ୍‌ ଟ୍ରାନ୍ସ ପ୍ଳାଣ୍ଟ, ଝାରସୁଗୁଡ଼ାଠାରେ ପ୍ରସ୍ତାବିତ କାର୍ଡିଆକ୍‌ କେୟାର ହସ୍‌ ପିଟାଲ୍‌ ଓ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ବିଭିନ୍ନ ବ୍ୟବସ୍ଥାର…

ଝାରସୁଗୁଡ଼ାକୁ ନୂତନ ସହରାଞ୍ଚଳ ରୂପ…

ଭୁବନେଶ୍ୱର: ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ…

ମହିଳାଙ୍କୁ ଗୁଳିକରି ହତ୍ୟା

ଝାରସୁଗୁଡା : ଝାରସୁଗୁଡାର ରେ ଆଜି ଗୋଟେ ଅଘଟଣ ଘଟି ଯାଇଛି । ଜଣେ ବିବାହିତ ମହିଳାଙ୍କୁ ତାଙ୍କ ଘର ସାମ୍ନାରେ ଗୁଳିକରି ହତ୍ୟା କରାଯାଇଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ ଘଟଣାସ୍ଥଳରେ ତନାଘନା ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ମୃତ ମହିଳାଙ୍କର ସ୍ବାମୀ ଓ ୨ଟି ପିଲା ଅଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାରେ ଡାଇରିଆ ଆତଙ୍କ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ କନକତୋରା ପଞ୍ଚାୟତର କୁହାକୁଣ୍ଡା ଗାମରେ ଡାଇରିଆ ବ୍ୟାପି ୧୬ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁସାରେ ପ୍ରାୟ ୧୦ ଦିନତଳେ ଏହି ଗ୍ରାମରେ କେତେକ ଲୋକ ଡାଇରିଆରେ ଆକ୍ରାନ୍ତ…

ମହଙ୍ଗା ପଡ଼ିଲା ଦାଦାଗିରି, ଗିରଫ ହେଲେ…

ଝାରସୁଗୁଡ଼ା: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କର୍ମୀଙ୍କୁ ପଢାଉଛନ୍ତି ଶାଳିନତାର ପାଠ। ହେଲେ କର୍ମୀ ଭୁଲି ଯାଉଛନ୍ତି ପାଠ। ଜଣେ ବିଜେଡି ନେତା ଏବେ ଦାଦାଗିରି କରି ଚର୍ଚ୍ଚାରେ। ହେଲେ ମହଙ୍ଗା ପଡିଲା ପୁଲିସ୍‌ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ…

ଆସନ୍ତା ୨୫ରୁ ଝାରସୁଗୁଡା ବିମାନ ବନ୍ଦରରୁ…

ଝାରସୁଗୁଡା : ଆସନ୍ତା ୨୫ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ ଜେଟ୍ ପକ୍ଷରୁ ଉଡାଣ ଯୋଜନାରେ ଚାଲୁଥିବା ନୂଆଦିଲ୍ଲୀକୁ ବିମାନ ଉଡାଣ ବନ୍ଦ ହେବ । ଏ ନେଇ ସ୍ପାଇସ୍ ଜେଟ୍ କମ୍ପାନୀ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଝାରସୁଗୁଡା ବିମାନବନ୍ଦରରେ ପାଗ ଖରାପ ସମୟରେ ଦିଗ ନିର୍ଣ୍ଣାୟକ…

ବନ୍ଦ ହେବ ଝାରସୁଗୁଡା ଜିଲ୍ଲାର ୧୦୦…

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର ୧୦୦ ବର୍ଷର ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବନ୍ଦ ହେବାକୁ ଯାଉଛି । ଆଜି ଠାରୁ ଏହି ଡାକ୍ତରଖାନାରେ ନିୟୋଜିତ ସମସ୍ତ ଡାକ୍ତରଙ୍କୁ ପ୍ରତ୍ୟାହାର କରି ନିଆଯିବାକୁ ନୋଟିସ ଲାଗିଛି । ଗତବର୍ଷ ଜାନୁଆରୀ ୪ ତାରିଖରେ ବାଲିଜୋରି ଠାରେ ନିର୍ମିତ ବହୁତମ ପ୍ରାସାଦ ବିଶିଷ୍ଟ…