Odisha Link
Bridging the Missing Links in Odisha
Browsing Tag

Jharsuguda

ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା…

ଭୁବନେଶ୍ୱର: ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ ସ୍ୱତବ ଭାବେ ପ୍ରସ୍ତୁତ ବୋଲି ସୋମବାର ରାଉରକେଲା, ସମ୍ବଲପୁର ଏବଂ ଝାରସୁଗୁଡା ଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ଭିଏସଏମ ସିରିଜର “ସିଏ: ଦି କାଟାଲିଷ୍ଟ - ଲର୍ଣ୍ଣିଂ, ଅନଲର୍ଣ୍ଣିଂ ଏବଂ ରିଲର୍ଣ୍ଣି” ୱେବିନାରରେ…

ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ ହୋଇ ସମସ୍ତ ସାମଗ୍ରୀ ଜଳିପୋଡି ପାଉଁଶ ହୋଇ ଯାଇଛି। ଫଳରେ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଖବର ମିଳିଛି। ଏହି ଘଟଣାଟି ଝାରସୁଗୁଡ଼ାର ବକ୍ସି ଛକଠାରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବକ୍ସି ଛକ ନିକଟରେ…

ଘରୋଇ କଂପାନୀ ଏବଂ ଶାସକ ଦଳର…

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ହେଉଛି ରାଜ୍ୟର ବିକାଶ ପାଇଁ, ସ୍ଥାନୀୟ ଅଂଚଳବାସିଙ୍କ ବିକାଶ ପାଇଁ । ମାତ୍ର ଲାଭାନ୍ୱିତ ହେଉଛନ୍ତି କିଛି ନ୍ୟାସ୍ତସ୍ୱାର୍ଥ ଶାସକ ଦଳର ନେତା, ମାଫିଆ ଏବଂ ନିର୍ଦ୍ଧିଷ୍ଟ ଘରୋଇ କଂପାନୀମାନେ । ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ…

ଝାରସୁଗୁଡାରେ ସପ୍ତାହେ ସଟ୍ଡ଼ାଉନ୍, ସକାଳ…

ଝାରସୁଗୁଡ଼ା: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଏକ ସପ୍ତାହ ପର୍ଯ୍ୟନ୍ତ ବଜାରକୁ ସଟ୍ଡ଼ାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଟ୍ଡ଼ାଉନ୍ ସମୟରେ ସକାଳ ୭ଟାରୁ ମଧ୍ୟାନ୍ନ ୧୨ଟା ଯାଏଁ…

ବ୍ରିଜ୍ ତଳକୁ ଖସିଲା ହାଇଓ୍ୱା, ୨ ନିଖୋଜ

ଝାରସୁଗୁଡ଼ା: ଇବ୍‌ ନଦୀର ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ୨ଜଣ ନିଖୋଜ ହୋଇଯାଇଛନ୍ତି। ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା ଚାଳକଙ୍କ ନାମ ଆଦିତ୍ୟ ସାହୁ। ସୂଚନା…

ଆରମ୍ଭ ହେବ ଝାରସୁଗୁଡ଼ାରୁ ମୁମ୍ବାଇ ଓ…

ଝାରସୁଗୁଡ଼ା: ଖୁବ ଶୀଘ୍ର ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବାକୁ ଯାଉଛି। ବିମାନସେବା ଆସନ୍ତା ଅକ୍ଟୋବର ୨୫ ରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଝାରସୁଗୁଡା ବିମାନ ବନ୍ଦରର ନିର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି। ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବା…

୭ଦିନ ଯାଏ ଝାରସୁଗୁଡ଼ା ଟାଉନ ସଟ୍‌ଡାଉନ୍‌

ଝାରସୁଗୁଡ଼ା : ୭ଦିନ ଯାଏ ଝାରସୁଗୁଡ଼ା ଟାଉନ ସଟ୍‌ଡାଉନ୍‌। ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ାରେ ଅଗଷ୍ଟ ୩୦ ତାରିଖରୁ…

ଖୋଲିଲା ଝାରସୁଗୁଡ଼ା ବିମାନବନ୍ଦର: ପ୍ରଥମ…

ଝାରସୁଗୁଡ଼ା: ଲକ୍‌ଡାଉନ୍‌ କାରଣରୁ ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସୋମବାର ଦିନ ଝାରସୁଗୁଡ଼ା ବିମାନବନ୍ଦର ପୁଣି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଦିନରେ ୫ଟି ବିମାନ ଯିବା-ଆସିବା କରିବାର ଥିବା ବେଳେ ୩ଟି ବାତିଲ ହୋଇଯାଇଛି। ଦୁଇଟି ସ୍ପାଇସ୍‌ଜେଟ୍‌ ବିମାନ ଆସିଥିବା ବେଳେ ସମାନ ବିମାନ ଦ୍ବୟ ପୁଣି ଏଠାରୁ…

ବର୍ଷକର ଶିଶୁ କନ୍ୟା କରୋନା ପଜିଟିଭ୍

ଝାରସୁଗୁଡା : ଆଜି ସକାଳୁ ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଥିବାବେଳେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ରହିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ। ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା…

କରୋନା: ୩ ନୂଆ ଜିଲ୍ଲାରେ କୋଲକାତା…

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେନ୍ଦୁଝର, ଦେଓଗଡ଼ ଓ…