Odisha Link
Bridging the Missing Links in Odisha
Browsing Tag

Kartik Aaryan

ନୂଆ ଲୁକରେ ନଜର ଆସିଲେ କାର୍ତ୍ତିକ

ମୁମ୍ବାଇ : ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ତାଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ କାର୍ତ୍ତିକଙ୍କୁ ଲମ୍ବା କେଶ ସାଙ୍ଗକୁ ଚଷମା ଆଉ ବ୍ଲୁ ଫର୍ମାଲ ସୁଟରେ ଦେଖିବାକୁ ମିଳିଛି। ତେବେ ତାଙ୍କର ଏହି ଲୁକଟି ଅପକମିଂସିନେମା…

କାଟ୍ରିନାଙ୍କ ପାଦ ଛୁଇଁଲେ କାର୍ତିକ

 ନୂଆଦିଲ୍ଲୀ : ବଲିଉଡ କଳାକାର କାର୍ତିକ ଆର୍ୟ୍ୟନ ସବୁ ସମୟ ବିନଦାଜ ଅନ୍ଦାଜ ରହିଥାନ୍ତି । ତାଙ୍କ ଅଭିନୀତ ସିନେମା ଲଭ ଆଜ କାଲ ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା । ସେ ଜଣେ ସବୁଠାରୁ ଖୋଲା ହୃଦୟ ଅଭିନେତା ଅଟନ୍ତି । କାର୍ତ୍ତିକ ଏବଂ ସାରା ଅଲିଖାନ ଙ୍କ ଆକ୍ଟିଂକୁ ଦର୍ଶକ ବେଶ ପସନ୍ଦ କରିଥିଲେ। କାର୍ତିକ…

ପତି ପତ୍ନୀ ଔର ୱୋ’ର ଟ୍ରେଲ୍‌ର ରିଲିଜ୍‌

ମୁମ୍ବଇ : ବଲିଉଡ଼ ର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ସିନେମା ‘ପତି ପତ୍ନୀ ଔର ୱୋ’ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ସିନେମାରେ ପତ୍ନୀ ଚରିତ୍ରରେ ଭୂମି ଓ ୱୋ ଚରିତ୍ରରେ ଅନନ୍ୟାଙ୍କୁ ଦେଖିବାକୁ ମିଳିବ। କାର୍ତ୍ତିକଙ୍କୁ ସିନେମାରେ ଜଣେ ସାଧାରଣ ଲୋକ ବେଶରେ ଦେଖିବାକୁ ମିଳିଛି । ସିନେମାଟି ୧୯୭୮…

‘ପତି ପତ୍ନୀ ଔର ୱୋ’ର ତିନି…

ମୁମ୍ବଇ : ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଆଗାମୀ ସିନେମା ‘ପତି ପତ୍ନୀ ଔର ୱୋ’ର ମୁଖ୍ୟ କଳାକାରମାନଙ୍କ ପ୍ରଥମ ଲୁକ୍‍ ମଙ୍ଗଳବାର ସାମ୍ନାକୁ ଆସିଛି । ନିଜେ କାର୍ତ୍ତିକ ଟ୍ୱିଟ୍‍ କରି ନିଜର , ଭୂମି ପେଡନେକରଙ୍କର ଓ ଅନନ୍ୟା ପାଣ୍ଡେଙ୍କ ଲୁକ୍‍ ଆନୁଷ୍ଠାନିକ ଭାବେ ରିଲିଜ୍‍ କରିଛନ୍ତି।…

ଭଂଶାଲୀଙ୍କ ସିନେମାରେ ନୂଆ ଯୋଡି

ଭୁବନେଶ୍ବର : ସିନେମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଏକ ନୂଆ ସିନେମା ନିର୍ମାଣ କରିବାରେ ଲାଗିଛନ୍ତି । ସେ ଏଥିରେ ଦୁଇ ନୂଆ ଯୋଡିଙ୍କୁ ପରଦାରେ ଆଣିବାକୁ ମନସ୍ଥ କରିଛନ୍ତି । ସିନେମାଟି ନାଁ 'ଗଙ୍ଗୁବାଈ' ରଖାଯାଇଛି । ଏଥି ପାଇଁ ସେ ଷ୍ଟାର କାଷ୍ଟ ବାଛିବା ସହ ସୁଟିଂ ପାଇଁ ପ୍ରସ୍ତୁତ ହୋଇସାରିଲେଣି ।…

ଭୁଲ୍-ଭୁଲୈୟା-୨ରେ କାର୍ତ୍ତିକ ଓ କିଆରା

ଭୁବନେଶ୍ବର: ବଲିଉଡ ନିର୍ଦ୍ଦେଶକ ଅନେଶ ବାଜମେଙ୍କ ସିନେମା ‘ଭୁଲ୍-ଭୁଲୈୟା-୨’ସିନେମା ପ୍ରସ୍ତୁତ ହେବାକୁ ଯାଉଛି । ୨୦୦୭ ମସିହାରେ ‘ଭୁଲ୍-ଭୁଲୈୟା’ ସିନେମାଟି ରିଲିଜ ହୋଇଥିଲା ’ ,ଏଥିରେ ଅକ୍ଷୟ କୁମାର ଓ ବିଦ୍ୟାୱାଲନ ଲିଡ୍ ଚରିତ୍ରରେ ଅଭିନୟ କରିଥିଲା । ସିନେମାଟି ଦର୍ଶକଙ୍କ ମନକୁ ବେଶ୍ ପସନ୍ଦ ଆସିଥିଲା…