Odisha Link
Bridging the Missing Links in Odisha
Browsing Tag

Kendujhar

କରୋନା: ୩ ନୂଆ ଜିଲ୍ଲାରେ କୋଲକାତା…

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେନ୍ଦୁଝର, ଦେଓଗଡ଼ ଓ…

କେନ୍ଦୁଝରରେ କରୋନା ଗୁଜବ

କେନ୍ଦୁଝର: କିଛି ଦିନ ତଳେ ବଡ଼ ଗୁଜବ ଉଠିଥିଲା ଯେ, ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବ ନାହିଁ, ପୁରୀ ବଡପଣ୍ଡାଙ୍କ ନାଁରେ ଏମିତି ଗୁଜବ ସୃଷ୍ଟି ହୋଇଥିଲା। ଆଉ ସେଇ ଗୁଜବ ପଛରେ ମାତିଥିଲା ସାରା ଓଡିଶା। ଠିକ୍ ସେମିତି ଏକ ଗୁଜବ ପଛରେ ମାତିଛି କେନ୍ଦୁଝର। କେନ୍ଦୁଝର ଶନି ମନ୍ଦିର ସାମ୍ନାରେ ମହିଳାଙ୍କ…

ଧାନ କଳରେ ଚୁଟି ପଶି ମହିଳା ଗୁରୁତର

ଆନନ୍ଦପୁର: ଧାନ କଳରେ ଚୁଟି ପଶି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଦରଡ଼ିପାଳ ଗାଁରେ ଏଭଳି ଘଟଣା ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଏବଂ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାଁ ସତ୍ୟଭାମା…

ହଷ୍ଟେଲ୍‌ ଖାଇବା ଖାଇ ୯ ଛାତ୍ରୀ ଅସୁସ୍ଥ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା କୁସୁମିତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ ଜଣ ଅନ୍ତେବାସିନୀ ରାତିରେ ହଷ୍ଟେଲ୍‌ ଖାଇବା ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୯ ଜଣ ଛାତ୍ରୀଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା…

ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିଶ ପାଳ ନିକଟ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଟ୍ରକକୁ ଧକ୍କା ଦେଇଛି ଟ୍ରକ। ଏହି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏନ୍‌ଏଚ୍‌ ୨୦  ବାଇପାସ୍‌ର ଡାହାଣ ପାର୍ଶ୍ୱରେ ଏକ ଟ୍ରକ୍‌ ଖରାପ ହୋଇ ଠିଆ ହୋଇଥିଲା। ଏହି…

ପାଠ ପାଇଁ ପିଠିରେ ଗଧ ଲେଖି ଘରୁ ତଡିଦେଲେ…

କେନ୍ଦୁଝର: ପାଠ ପାଇଁ ଅକଥନୀୟ ଅତ୍ୟାଚାର। ୮ ବର୍ଷର ଶିଶୁକୁ ଅମାନୁଷିକଭାବେ ବାଡେଇ, ପିଠିରେ ଗଧ ଲେଖି ଉଲଗ୍ନ କରି ଘରୁ ବାହାର କରିଦେଇଛନ୍ତି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ। ସୂଚନାଯୋଗ୍ୟ ଯେ, ସ୍ବାମୀ ଅଶ୍ବିନୀ ବିହାରରେ ୟୁନିଅନ ବ୍ୟାଙ୍କ୍ ଅଫ୍…

ବିଦ୍ୟୁତ ଆଘାତରେ ମହିଳା ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ମହିଳା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେମଶଢା ଗାଁରେ। ମୃତକ ଜଣକ ହେଲେ ସୁମିତ୍ରା ମହାନ୍ତ। ସୂଚନା ମୁତାବକ, କୌଣସି କାମ ପାଇଁ ସୁମିତ୍ରା ୱାଟର ହିଟରରେ ପାଣି ଗରମ କରୁଥିଲେ ଏବଂ ସେ ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା।…

ହାତୀପଲଙ୍କ ଉପଦ୍ରବରେ ଏକର ଏକର ଫସଲ ନଷ୍ଟ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ ଅଧିନସ୍ଥ ବନବିହାରୀପୂର ଗାଁରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଉପଦ୍ରବ କରିଛନ୍ତି। ଚାଷୀ ମାନଙ୍କ ଏକର ଏକର ଆଳୁ ଫସଲକୁ ଖାଇଯିବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି। ଗାଁ ପାଖ ଜଙ୍ଗଲରେ ହାତୀପଲ…

ଆଜି ଆନନ୍ଦପୁର ଗସ୍ତରେ ଯିବେ…

ଆନନ୍ଦପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତ ଯିବେ। ମୁଖ୍ୟମନ୍ତ୍ରୀ ଏହି ଗସ୍ତ କାର୍ଯ୍ୟକ୍ରମରେ ବୈତରଣୀ ନଦୀର ଆନନ୍ଦପୁର ଠାରେ ନିର୍ମିତ ବହୁ ପ୍ରତିକ୍ଷିତ ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରିବେ। ଏହାସହ ୧୧ ଟି ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରିବେ। ପରେ…

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା…

ତେଲକୋଇ: ସାତ ଜନମକୁ ସାଥୀ କରି ହାତ ଧରିଥିବା ସ୍ବାମୀ ଶେଷରେ ସାଜିଲା ହତ୍ୟାକାରୀ। କେନ୍ଦୁଝର ଥାନା ଖୁଣ୍ଟାପଡ଼ା ପଞ୍ଚାୟତ ମଧୁସୂଦନପୁର ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା। ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସ୍ବାମୀ। ମୃତକଙ୍କ ନାମ ଶାନ୍ତ ଜୁଆଙ୍ଗ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ…