Odisha Link
Bridging the Missing Links in Odisha
Browsing Tag

Kendujhar

କାର୍ତ୍ତିକ ବୁଡ଼ ବେଳେ ଭାଲୁ ଆକ୍ରମଣ

କେନ୍ଦୁଝର: କାର୍ତ୍ତିକ ବୁଡ଼ ପକାଇ ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ ଝାଲିଆପଡ଼ା ଗାଁରେ। ଭାଲୁ ଆକ୍ରମଣରେ ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଗୁରୁତର…

କେନାଲରୁ ୨ ହାତୀ ଛୁଆ ଉଦ୍ଧାର

କେନ୍ଦୁଝର: ରାତିରେ କେନାଲରେ ଫସିଥିବା ୨ ହାତୀଛୁଆ ଉଦ୍ଧାର କରାଯାଇଛି। ଚମ୍ଫୁଆ ରେଞ୍ଜ ଜାମୁଦଲକ ଗାଁ ନିକଟ କାନପୁର ଡ୍ୟାମ କେନାଲରୁ ଉଦ୍ଧାର ହୋଇଛି ହାତୀଛୁଆ। ବୈତରଣୀ ନଦୀ ପୁଟରୁ ୨୨ ଟିକିଆ ହାତୀପଲ ଜାମୁଦଲକ ପଟକୁ ଆସୁଥିଲେ। ପୁନରୁଦ୍ଧାର କାମ ଚାଲୁଥିବାରୁ କେନାଲରେ ୨ଟି ହାତୀଛୁଆ ଫସି ଯାଇଥିଲେ।…

ନିଆଁରେ ଜଳିଗଲେ ମାଆ ଓ ପୁଅ

କେନ୍ଦୁଝର: ଆନନ୍ଦପୁର ନନ୍ଦିପଦା ଥାନା କଳିଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁର ପୋଡ଼ି ହୋଇ ମାଆ ଓ ପୁଅ ଜୀବନ୍ତ ଦଗ୍ଧ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା କଳିଗାଁରେ ଘର ପୋଡି ମାଆ ଓ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।…

ନାଳରୁ ଉଦ୍ଧାର ହେଲା ମହିଳାଙ୍କ କଟାମୁଣ୍ଡ

ପାଟଣା: କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣ ନିକଟରେ ମହିଳାଙ୍କ ମୁଣ୍ଡ କାଟି ନେଇ ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଆଜି ସଦର ପୋଲିସ କୁଆପଶୀ ଗ୍ରାମରୁ ଗିରଫ କରିଛି। ଏହା ସହ ଅଭିଯୁକ୍ତ କାଟି ନେଇଥିବା ମହିଳାଙ୍କ ମୁଣ୍ଡକୁ ଆଜି ପାଟଣା ଥାନା ସ୍ବାମ ଶାସନ ନିକଟ…

ବିପୁଳ ପରିମାଣର ଦେଶୀମଦ ଜବତ, ୧୦ ଗିରଫ

ପାଟଣା: ବିପୁଳ ପରିମାଣର ଦେଶୀମଦ ଜବତ। କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ୧୦ଜଣଙ୍କୁ ଗିରଫ କରିଛି। ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ…

ଅଟୋ-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ୨…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଡାଗୋଠ ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅଟୋ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି। ୨ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କ…

ପାଣି ସୁଅରେ ଭାସିଗଲା ୨ଟି ଟ୍ରକ୍,…

କେନ୍ଦୁଝର : ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝରରୁ ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ମଟର…

କେନ୍ଦୁଝରରେ ବଢ଼ିଚାଲିଛି ହାତୀପଲଙ୍କ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ କରୁଛନ୍ତି । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ…

ଆସନ୍ତାକାଲି କେନ୍ଦୁଝର ଗସ୍ତ କରିବେ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡ଼ଯନ୍ତ୍ର ଆପଣାଇଛନ୍ତି। ବିଶେଷ କରି ଆଦିବାସୀ…

ଅଗ୍ନିକାଣ୍ଡରେ ପୋଡିଗଲା ୨ବଖରା ଘର

ପାଟଣା: କେନ୍ଦୁଝର ପାଟଣା ଥାନା ବାଲିବନ୍ଦ ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯିବ ସହ ଅନେକ ଆସବାପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁସାରେ ଆଜି ସକାଳୁ ଗ୍ରାମର ବନମାଳୀ ମହାନ୍ତଙ୍କ…