Odisha Link
Bridging the Missing Links in Odisha
Browsing Tag

Koraput

୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ…

କୋରାପୁଟ: ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସ ଏହି ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଟ୍ରାକ୍ଟରରେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଥିବା ବେଳେ ୨ଜଣ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ…

ଟିଫିନ୍ ବୋମା ଉଦ୍ଧାର କଲେ ସିଆରପିଏଫ…

ଜୟପୁର : ଟିଫିନ୍ ବୋମା ଉଦ୍ଧାର କଲେ ବିଏସଏଫ ଯବାନ। ଏହି ଟିଫିନ ବୋମା ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିଲା । ପ୍ରକାଶ ଯେ, ମଙ୍ଗଳବାର କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ ରାମଗିରିଠାରେ ଥିବା ବିଏସଏଫର (ବି) ୧୫୧ ବାଟାଲିୟନକୁ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ରାମଗିରି ପଞ୍ଚାୟତର…

ସଡ଼କ ଦୁର୍ଘଟଣା: ଅଟୋ ଚାଳକ ମୃତ

କୋରାପୁଟ : ସଦରଥାନା ଅନ୍ତର୍ଗତ ରାଣିଗଡ ରାସ୍ତା କମରାଗୁଡା ନିକଟରେ ଆଜି ସକାଳୁ ଏକ ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୋରାପୁଟ ସଦରଥାନା ଅନ୍ତର୍ଗତ ବାଲିପେଟାଗୁଡାର ଭଗବାନ ପୁଜାରୀ । ପ୍ରକାଶ ଯେ, ଭଗବାନ ପୁଜାରୀ ଗ୍ରାମରୁ କୋରାପୁଟ ଅଟୋ ଧରି ଆସୁଥିଲେ। କମରାଗୁଡା…

ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍…

କୋରାପୁଟ : ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବିଏସଏଫ୍ ଯବାନ। ଆଜି କମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। ପ୍ରକାଶ ଯେ, କୋରାପୁଟ ଜିଲ୍ଲାର ନାରାୟଣପାଟଣାରୁ ଏହି ବିସ୍ଫୋରକ ଜବତ କରାଯାଇଛି। ଯବାନମାନେ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ…

୪୫ଲକ୍ଷ ଟଙ୍କାର ନୀଳ ଜହର ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ଗଞ୍ଜେଇ ଜବତ। ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରୁ ପୁଲିସ ଜଣଙ୍କୁ ଗିରଫ କରିଛି। କୋରାପୁଟରୁ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ନୀଳଜହର ଜବତ କରୁଛି ପୋଲିସ। ପ୍ରକାଶ ଯେ , କୋରାପୁଟ ଏସପିଙ୍କ ନିର୍ଦ୍ଦେଶ…

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣା ବଢ଼ିବାରେ ଲାଗିଛି । ତେବେ ସେମାନଙ୍କର ସମସ୍ତ ଯୋଜନାକୁ ପଣ୍ଡ କରି ଦେଉଛନ୍ତି ପୁଲିସ। ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ଲମତାପୁଟ ଥାନା ପୁଲିସ  ଗଞ୍ଜେଇ ଜବତ କରିଛି। ପୁଲିସ୍ ପ୍ରାୟ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ତେବେ ଜବତ ହୋଇଥିବା ଗଞ୍ଜେଇର…

୧୧ କ୍ୱିଣ୍ଟାଲ୍‌ ୪୫ କିଲୋ ଗଞ୍ଜେଇ ଜବତ

କୋରାପୁଟ: ବେଆଇନ ଗଞ୍ଜେଇ ଚାଲଣା ବେଳେ ଏକ ଟ୍ରକକୁ ଜବତ କରିଛି ପୁଲିସ।ସେମିଳିଗୁଡ଼ା-ନନ୍ଦପୁର ରାସ୍ତାର ବୋଡ଼େଙ୍ଗା ଛକରେ ଗତ ଅପରାହ୍ଣ ୧୨:୩୦ରେ ସେମିଳିଗୁଡ଼ା ପୁଲିସ ୧୧ କ୍ୱିଣ୍ଟାଲ୍‌ ୪୫ କିଲୋ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରିଛି। ପୁଲିସ ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…

ଘାଟି ତଳକୁ ଖସିଲା ମିନି ବସ,୪ ମୃତ

କୋରାପୁଟ: ଘାଟି ତଳକୁ ଖସିଲା ମିନି ବସ୍‌ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାଟି କୋରାପୁଟ-ଆନ୍ଧ୍ର ସୀମାନ୍ତ ଅନନ୍ତଗିରିରେ ଘାଟିରେ ଘଟିଛି। ତେବେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଥିବା ସୂଚନା ମିଳିଛି ।

କୋଟିଆରେ ଆନ୍ଧ୍ର ନିର୍ବାଚନ: ଗାଡ଼ିରେ…

କୋରାପୁଟ: ଫେଲ୍‌ ମାରିଲା ସମସ୍ତ ଉଦ୍ୟମ। ଶେଷରେ କୋଟିଆରେ ବାଜି ମାରିଲା ଆନ୍ଧ୍ର ପ୍ରଦେଶ। ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ନିର୍ବାଚନ କଲେ ଆନ୍ଧ୍ର ସରକାର। ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କଠୁ ଆରମ୍ଭ କରି ରାଜ୍ୟ ସରକାର ଯେଉଁ ସମସ୍ତ ଉଦ୍ୟମ କରିଥିଲେ ସବୁ…

ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ!

କୋରାପୁଟ: ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ। ଶିଶୁ ନିଖୋଜ ଘଟଣା କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ହୋଇଥିବା ନେଇ ଅଭିଯୋଗ ହୋଇଛିି। ପ୍ରସବ ପରେ ମା’ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ। ପରେ ମେଡିକାଲ ଯାଇ ନବଜାତକୁ ପରିବାର ଲୋକେ ପାଇନଥିଲେ। ଶିଶୁଟିକୁ କେହି…