Odisha Link
Bridging the Missing Links in Odisha
Browsing Tag

Liquor

ରାତି ପାହିଲେ ଖୋଲିବ ମଦ ଦୋକାନ, ପଡ଼ିଲା…

ଭୁବନେଶ୍ବର: ମଦ ବିକ୍ରି ଉପରେ କେନ୍ଦ୍ର ସରକାର କଟକଣା କୋହଳ କରିବା ପରେ ଆସନ୍ତାକାଲି ଠାରୁ ରାଜ୍ୟରେ ଆବଦ୍ଧାଞ୍ଚଳ ()କୁ ଛାଡ଼ି ବାକି ସମସ୍ତ ଅଞ୍ଚଳରେ ମଦ ବିକ୍ରି ଲାଗି ଅନୁମତି ମିଳିଛି। ୪୦ ଦିନର ବ୍ୟବଧାନ ପରେ ମଦ ଦୋକାନ ଖୋଲୁଥିବାରୁ ଭିଡ଼ ବଢ଼ିବା ଆଶଙ୍କା ରହିଛି। ସରକାରଙ୍କ ସାମାଜିକ ଦୂରଦ୍ବ ନିୟମକୁ…

ଲକ୍‌ଡାଉନ୍: ବିପୁଳ ପରିମାଣର ନକଲି…

ବାଲେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଯାଏ ଲକ୍‌ଡାଉନ୍। ଏହି ସମୟରେ ଅତ୍ୟାବଶ୍ୟତ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିଛି। ଏହି ସମୟରେ ମଦ ଦୋକାନ ମଧ୍ୟ ବନ୍ଦ ରହିବା ନେଇ କଟକଣା ଲାଗିଛି। ହେଲେ ଲକ୍‌ଡାଉନ୍‌ ସମୟରେ ବି ଚୋରାରେ ମିଳୁଛି ମଦ।…

ଅନ୍‌ଲାଇନ୍‌ରେ ମଦ କିଣି ୧୯,୦୦୦ ଟଙ୍କା…

ଭୁବନେଶ୍ବର: ସାରା ଦେଶ କରୋନା ସହ ଲଢ଼ୁଥିବା ବେଳେ ୨୧ ଦିନର ଲକ୍‌ଡାଉନ୍‌ ଜାରି ହୋଇଛି। କେବଳ ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନକୁ ଛାଡ଼ିଦେଲେ ବାକି ସବୁ ବନ୍ଦ ରହିଛି। ତେବେ ମଦ ପିଇବାକୁ ହାଇଁପାଇଁ ଲୋକଙ୍କ ପାଇଁ ଠକେଇର ନୂଆ ଉପାୟ ପାଞ୍ଚିଛନ୍ତି ଅନ୍‌ଲାଇନ୍‌ ଡକାୟତ। ଭୁବନେଶ୍ବରର ଜଣେ ଯୁବକଙ୍କୁ…

ମଦ୍ୟପଙ୍କୁ ମଦ ଯୋଗାଇବେ ଏହି ରାଜ୍ୟ…

ଥିରୁଅନନ୍ତପୁରମ: ଏପ୍ରିଲ ୧୪ ଯାଏ ସାରା ଦେଶ ଲକ ଡାଉନ। ଆଉ ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଲେ ଆଉ ସମସ୍ତ ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକଡାଉନ ସମୟରେ କେରଳର ମଦ୍ୟପ ମାନଙ୍କ ପାଇଁ ଖୁସି ଖବର। କାରଣ କେରଳରେ ମଦ ନମିଳିବାରୁ ୫ଜଣ ମଦ୍ୟପ ଆତ୍ମହତ୍ୟା କରିଥିବା…

ବିଧାନସଭା: ଓଡ଼ିଶା କେବେ ମଦମୁକ୍ତ ହେବ…

ଭୁବନେଶ୍ବର: ଗୋଟିଏ ପଟେ ସରକାର ମଦ ବିକ୍ରି ବୃଦ୍ଧି କରି ମୋଟା ଅଙ୍କର ରାଜସ୍ୱ ଆଦାୟ ପାଇଁ ଯୋଜନା କରୁଥିବା ବେଳେ ମଦମୁକ୍ତ ଓଡ଼ିଶା ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଖୋଦ୍ ବିଜୁ ଜନତା ଦଳ ବିଧାୟକ। ଏପରିକି ମଦକୁ ନେଇ ରାଜ୍ୟ ରାଜନୀତି ସର୍ବଦା ସରଗରମ ରହିଥାଏ। ଆଜି ବିଧାନସଭା…

ମଦକୁ ପୁରସ୍କାର, ଶିକ୍ଷାକୁ ତଡ଼ିପାର

ପ୍ରଥମରୁ କହିରଖେ- ଶିକ୍ଷା ଏକ ଅଧିକାର, ମଦ ଏକ ସଉକ ମାତ୍ର। ପ୍ରତି ଶିଶୁକୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ରାଷ୍ଟ୍ରର ଦାୟିତ୍ବ। କିନ୍ତୁ ମଦରେ ସଉକ ରଖୁଥିବା ବା ମଦକୁ ଜୀବନଧନ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଲବ୍ଧ କରାଇବା ଲାଗି ବ୍ୟବସ୍ଥା ବାଧ୍ୟନୁହେଁ। ରାଜ୍ୟ ରାଜସ୍ବ ଆୟର ସିଂହଭାଗ ଅବକାରୀ…