ଜବତ ହେଲା ମଦ ବୋଝେଇ ଟ୍ରକ, ୩ ଅଭିଯୁକ୍ତ…
ଓଏଲ୍ ବ୍ୟୁରୋ : ଭୁବନେଶ୍ୱରରୁ ଚୋରି ମଦ ବୋଝେଇ ଟ୍ରକ୍ ଅନୁଗୁଳରେ ଜବତ କଲା ପୁଲିସ। ଜାଲ କାଗଜପତ୍ର ଦେଖାଇ ଟ୍ରକରେ ମଦ ନେଇ ଯାଉଥିଲେ ଦୁର୍ବୁତ୍ତ। ଚୋରା ମଦ କାରବାର ସହ ଜାଲ କାଗଜପତ୍ର ଦ୍ୱାରା ମଦ ନେଇଯାଉଥିବା ୩ ଦୁର୍ବୁତ୍ତ ଗିରଫ ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ, ଭୁବନେଶ୍ୱର ପାତ୍ରପଡା…