Odisha Link
Bridging the Missing Links in Odisha
Browsing Tag

lock down

ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ, କ’ଣ…

ନୂଆଦିଲ୍ଲୀ: ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ମେ' ୧୯ ତାରିଖ ଯାଏଁ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ। ଏହି ସମୟରେ ସ୍ବାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା…

ଅମାନିଆ ହେଲେ ଲକ୍‌ଡାଉନ ଓ ସଟଡାଉନ!

ଭୁବନେଶ୍ବର: ଅମାନିଆ ହେଲେ ହୋଇପାରେ ଲକ୍‌ଡାଉନ ଓ ସଟଡାଉନ। ଅମାନିଆଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁଠି ଲୋକ ଅମାନିଆ ହେବେ କିମ୍ବା ଭିଡ ହେବ ସେଠାରେ କଡା ପଦକ୍ଷେପ ନିଆଯାଇପାରେ। ସେଭଳି ଜାଗାରେ ଲକ୍‌ଡାଉନ ଓ…

ଦେଶରେ କରୋନା: ଏହି ସହରକୁ ପୁଣି ଫେରିଲା…

ମହାରାଷ୍ଟ୍ର: କରୋନା କାୟା ପୁଣି ଦିନକୁ ଦିନ ବିଢିବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ର‌ଖି ନାଗପୁରକୁ ସମ୍ପୂର୍ଣ୍ଣ ଲକ-ଡାଉନ୍ କରାଯାଇଛି। ଏନେଇ ମନ୍ତ୍ରୀ ନିତିନ ରାୱତ ଆଜି ଏହାର ଘୋଷଣା କରିଛନ୍ତି। ନାଗପୁରରେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍…

ଏହି ରାଜ୍ୟରେ ପୁଣି ଫେରିପାରେ…

ମୁମ୍ୱାଇ: ପାର୍ବଣ ଋତୁରେ ମହାରାଷ୍ଟ୍ରରେ କରୋନା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇପାରେ ବୋଲି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର କହିଛନ୍ତି।…

ଏହି ଦେଶରେ ପୁଣି ୨୧ ଦିନିଆ ଲକ୍‌ଡାଉନ…

ଇସ୍ରାଏଲ୍‌: ବିଶ୍ୱର ବିଭିନ୍ନ ଦେଶରେ କରୋନା କାୟା ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶରେ ପୁଣି ଥରେ ଲକ୍‌ଡାଉନ ଘୋଷଣା କରାଯାଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଇସ୍ରାଏଲରେ ଏବେ ପୁଣି ୨୧ ଦିନିଆ ଲକ୍‌ଡାଉନ ଘୋଷଣା ଘୋଷଣା କରାଯାଇଛି। ଇସ୍ରାଏଲ୍‌…

ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି। ଏନେଇ ଆଜି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଦ୍ବାରା ଜାରି ଗାଇଡଲାଇନ ମୁତାବକ ସେପ୍ଟେମ୍ବର ୩୦ ଯାଏ ସ୍କୁଲ୍‌, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ମାତ୍ର ସେପ୍ଟେମ୍ବର ୮ ତାରିଖରୁ ମେଟ୍ରା ରେଳସେବା ଆରମ୍ଭ…

ଏପ୍ରିଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଥିବା ଓଡ଼ିଶା କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ାଯାଇଥିବା ବେଳେ କେନ୍ଦ୍ର ପାଖରେ ମଧ୍ୟ ସମାନ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର। ଏଥିସହିତ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା…

ଦିଲ୍ଲୀ: ଲକଡାଉନ ସମୟରେ ମସଜିଦରେ ଜମା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ୍। ଏହି ସଙ୍କଟ ସମୟରେ ସାମାଜିକ ଦ୍ବରତ୍ବ ରଖିବା ପାଇଁ ପରାମର୍ଶ ଦେଉଛନ୍ତି ସରକାର, ସ୍ବାସ୍ଥ୍ୟ ବିଭାଗ। ଏହି ଲକ ଡାଉନକୁ ଜନସାଧାରଣ ମାନୁଥିବା ବେଳେ ଆଉ କିଛି ବ୍ୟକ୍ତି ଏହି ଲକ ଡାଉନ ନିୟମକୁ ଅବମାନନା…

ରାଜଧାନୀ ଭୁବନେଶ୍ବର ଓ ଭଦ୍ରକ ଟାଉନ୍…

ଭୁବନେଶ୍ବର: ଆଜି ସନ୍ଧ୍ୟା ୮ଟାରୁ ରବିବାର ରାତି ୮ଟା ଯାଏଁ ରାଜଧାନୀ ଭୁବନେଶ୍ବର ସମେତ ଭଦ୍ରକ ଟାଉନ୍ ସଟ୍‌ ଡାଉନ୍। ଅର୍ଥାତ୍‌ ୨ଦିନ ପାଇଁ ରାଜଧାନୀ ଭୁବନେଶ୍ବର ଓ ଭଦ୍ରକ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ସଟ୍‌ ଡାଉନ୍‌ ହେବ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌…

ଲକଡାଉନ: ଟେଲିଭିଜନର ସୁବର୍ଣ୍ଣ ଯୁଗ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ ହୋଇଛି। ଲକଡାଉନ ସମୟରେ ଦେଶବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଫଳରେ ଅଧିକାଂଶ ଲୋକ ଘରେ ରହିବାର ଦେଖା ଯାଉଛି। ଏଥିପାଇଁ ଲକଡାଉନ ଅବଧିରେ ଲୋକମାନଙ୍କର ଘରେ ରହଣୀକୁ ଅଧିକ ଉପଭୋଗ୍ୟ…