Odisha Link
Bridging the Missing Links in Odisha
Browsing Tag

lok sabha

୭ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ…

ନୂଆଦିଲ୍ଲୀ: ଆଜି କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା। ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଉଛନ୍ତି- ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ । ଳୋକସଭାରେ ହଙ୍ଗାମା କରୁଥିବା…

ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ…

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିରରେ ଆକ୍ରମଣ। ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ। ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା କରିଥିଲେ।…

ଦିଲ୍ଲୀ ହିଂସା: ସଂସଦରେ ବିରୋଧୀଙ୍କ…

ନୂଆଦିଲ୍ଲୀ: ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟର ଆଜି ହେଉଛି ୨ୟ ଦିନ। ଦିଲ୍ଲୀ ହିଂସାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧିଙ୍କ ହଟ୍ଟଗୋଳ। ଫଳରେ ଉପରାଷ୍ଟ୍ରପତି ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ ରଖିଛନ୍ତି। ସେହିପରି ଲୋକସଭାରେ ମଧ୍ୟ ବିରୋଧୀ ହଙ୍ଗାମା କରିଥିବାରୁ ୧୨ଟା ଯାଏ ମୁଲତବୀ ଘୋଷଣା…

ବହୁସଂଖ୍ୟକ ସାବଧାନ ରୁହନ୍ତୁ, ନଚେତ୍‌…

ନୂଆଦିଲ୍ଲୀ: ଲୋକସଭାରେ ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣ ଉପରେ ଚର୍ଚ୍ଚା କରୁଥିଲେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ। ଚର୍ଚ୍ଚା ସମୟରେ ତେଜସ୍ବୀ ଶାହିନ୍‌ ବାଗ୍‌ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ ଆଲୋଚନ କରିଥିଲେ। ସେ କହିଥିଲେ ଯେ, ବହୁସଂଖ୍ୟକ ସମାଜ ସତର୍କ ରହିବା ଜରୁରୀ ଅଟେ।…

‘ମେକ୍‌ ଇନ୍‌ ଇଣ୍ଡିଆ’…

ନୂଆଦିଲ୍ଲୀ: ଗତକାଲି ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କେନ୍ଦ୍ର ସରକାରଙ୍କ 'ମେକ୍‌ ଇନ୍‌ ଇଣ୍ଡିଆ'କୁ 'ରେପ୍‌ ଇନ୍‌ ଇଣ୍ଡିଆ' କହି ସମାଲୋଚନା କରିଥିଲେ। ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ଆଜି ସଂସଦର ଉଭୟ ଗୃହରେ ଝଡ଼…

ଆଗତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଆଗତ ହୋଇଯାଇଛି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଲ୍ କୁ ଆଗତ କରିଥିଲେ । ବିଲକୁ ବିରୋଧ କରି ସଭା ଗୃହରେ ବିିରୋଧୀ ସଦସ୍ୟଙ୍କର ହୋ ହାଲା ଆରମ୍ଭ ହୋଇଯାଇଥିଲା । ନାଗରିକତା ସଂଶୋଧନ ବିଲ୍ ଅଣସାମ୍ବିଧାନିକ କହିଲେ ବିରୋଧୀ । କଂଗ୍ରେସ କହିବା…

ବଳାତ୍କାର ଘଟଣା ଉପରେ କଣ କହିଲେ ସ୍ମୃତି…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ମାମଲାରେ ଧର୍ମକୁ ଟାଣୁଥିବାରୁ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ। ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗର ଜଣେ ସାଂସଦ ମନ୍ଦିର…