Odisha Link
Bridging the Missing Links in Odisha
Browsing Tag

lok sabha

ଐତିହାସିକ ମହିଳା ସଂରକ୍ଷିତ ବିଲ୍‌…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷିତ ତଥା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଲୋକସଭାରେ ପାରିତ ହୋଇଛି।ପାଖାପାଖି ୮ଘଣ୍ଟାର ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଏହି ବିଲ୍। ଆଜି ଏହା ପାରିତ ହେବା ସହ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ…

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମିଳିବ ଅଧିକ…

ନୂଆଦିଲ୍ଲୀ : ଲୋକସଭାରେ ପାରିତ ହୋଇଛି ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ ବିଧେୟକ ୨୦୨୧ । ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିବ । କିନ୍ତୁଏହି ବିଧେୟକକୁ ଆମ୍‌ ଆଦମୀ ପାର୍ଟି ପ୍ରବଳ ବିରୋଧ କରିଛି । ମନ୍ତ୍ରୀ ଜୀ କିଶନ ରେଡ୍ଡୀ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବିଧାନସଭା…

ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାରେ ବକ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି। କହିଲେ, ଭାରତକୁ ବିଶ୍ୱରେ ସଶକ୍ତ ହେବାକୁ ପଡ଼ିବ, ତାର ମାଧ୍ୟମ ଆତ୍ମନିର୍ଭର ଭାରତ ଅଟେ। ଏହାସହ ଭୋକାଲ ଫର୍ ଲୋକାଲ ଏବେ ଆତ୍ମନିର୍ଭର ଭାରତର ମୂଳମନ୍ତ୍ର ହୋଇଛି। କେବଳ ଏତିକି ନୁହେଁ,…

ରାଜ୍ୟସଭା ଅଧିବେଶନକୁ ବିରୋଧୀଙ୍କ ବୟକଟ୍

ନୂଆଦିଲ୍ଲୀ: ରାଜ୍ୟସଭା ଅଧିବେଶନକୁ କଂଗ୍ରେସ ସାଂସଦଙ୍କ ବୟକଟ୍। ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍। ବୟକଟ୍‌ ନେଇ ସରକାରଙ୍କ ପାଖରେ ୩ଟି ପ୍ରସ୍ତାବ ରଖିଲେ ଗୁଲାମନବୀ ଆଜାଦ୍। କଂଗ୍ରେସ ପ୍ରଥମେ ଏଏପି, ଟିଏମସି ଏବଂ ବାମପନ୍ଥୀ ଦଳର ସଦସ୍ୟଙ୍କ ସହ ଗୃହ ତ୍ୟାଗ…

କରୋନା କାଳରେ ଲୋକସଭାରେ ନୂଆ ରେକର୍ଡ

ନୂଆଦିଲ୍ଲୀ: କରୋନା କାଳରେ ଚାଲିଛି ସଂସଦର ମୌସୁମୀ ଅଧିବେଶନ। ରବିବାର ଦିନ ସଂସଦର ଉଭୟ ଗୃହରେ ନୂଆ କିର୍ତ୍ତୀମାନ ମଧ୍ୟ ଦେଖିବାକୁ ମିଳିଥିଲା। କୃଷି ବିଲକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା ତ ଅନ୍ୟପଟେ ଲୋକ ସଭାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ୬ ଘଣ୍ଟା ଗୃହକାର୍ଯ୍ୟ ଚାଲିଥିଲା। ମହାମାରୀ କରୋନାକୁ…

ସୀମାରେ ସବୁ ସ୍ଥିତିର ମୁକାବିଲା ପାଇଁ…

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବୟାନ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଆମେ ସୀମାରେ ଶାନ୍ତି ଚାହୁଁ। ଏପର୍ଯ୍ୟନ୍ତ ଚୀନ ଭାରତ ସୀମାରେ ବିବାଦ ସମାଧାନ ହୋଇ ନାହିଁ। ଲାଦାଖରେ ଆମ ସେନାଙ୍କ ମନୋବଳ…

ଚଳିତ ମୌସୁମୀ ଅଧିବେଶନରେ ରହିବନି…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କାଲିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ କଟକଣା। କରୋନା କାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ଥର ମୌସୁମର ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର…

ସେପ୍ଟମ୍ବର ୨ୟ ସପ୍ତାହରେ ସଂସଦ…

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ରେ ଖୁବଶୀଘ୍ର ଆରମ୍ଭ ହେବ ସଂସଦ ଅଧିବେଶନ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ଅଧିବେଶନ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବା ୧୦ ତାରିଖରୁ ଆରମ୍ଭ ହୋଇପାରେ। ଏହି ଅଧିବେଶନ ଚାରି ସପ୍ତାହର ହୋଇପାରେ ଗୋଟିଏ ଦିନ ଲୋକସଭା ଅଧିବେଶନ ଚାଲିବ ଏବଂ ଅନ୍ୟ…

ଲୋକସଭା: ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଜନସଂଖ୍ୟା ବୃଦ୍ଧି ପାଉଛି। ଅପରପକ୍ଷେ totalଲୋକସଭାରେ ବିଜେପି ସାଂସଦ ଜନସଂଖ୍ୟା ବୃଦ୍ଧିକୁ ବଡ଼ ସମସ୍ୟା ଦର୍ଶାଇ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍‌ ଆଣିବାକୁ ଦାବି କରିଛନ୍ତି। ବିଜେପି ସାଂସଦ ସଞ୍ଜୟ ସେଠ୍ କହିଛନ୍ତି ଯେ, ଜନସଂଖ୍ୟା ବୃଦ୍ଧି ଦେଶରେ ଏକ ମହାମାରୀ ରୂପେ ଉଭା…

ଲୋକ ସେବା ଭବନରେ କରୋନା ଆଲୋଚନା,…

ଭୁବନେଶ୍ବର : ଜିଲ୍ଲା ଓ ଗ୍ରାମାଞ୍ଚଳରେ କରୋନା ସଚେତନା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଏବଂ ବରିଷ୍ଠ ଅଧିକାରୀ ମାନେ ଭିଡ଼ିଓ କନଫରେନସିଂ ଜରିଆରେ ୩୦ ଜିଲ୍ଲାର ଜିଲ୍ଲା ପାଳ , ଡିଆରଡିଏ…