Odisha Link
Bridging the Missing Links in Odisha
Browsing Tag

Maharastra

ଦାୟିତ୍ବ ନେଲେ ଉଦ୍ଧବ, ସଞ୍ଜୟ କହିଲେ ଏବେ…

ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଆଜି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଛନ୍ତି ଉଦ୍ଧବ ଠାକରେ।। ଉଦ୍ଧବ ଆଜି ମହାରାଷ୍ଟ୍ର ସଚିବାଳୟକୁ ଯାଇ ନିଜ କାର୍ଯ୍ୟଭାର ଦାୟିତ୍ବ ଗ୍ରହଣ କରିଛନ୍ତି। ଅନ୍ୟପଟେ ଶିବସେନା…

ଏଣିକି ୧୦ ଟଙ୍କାରେ ଖାଦ୍ୟ ଯୋଗାଇବେ…

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଏହି ଅବସରରେ ନୂଆ ମେଣ୍ଟ ସରକାର ନେବାକୁ ଥିବା ପଦକ୍ଷେପ ବାବଦରେ ଘୋଷଣା କରାଯାଇଛି। ଏହି ଅବସରରେ ବିଭିନ୍ନ ପଦକ୍ଷେପ ମଧ୍ୟରେ କୁହାଯାଇଛି ମହାରାଷ୍ଟ୍ରର ସାଧାରଣ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ…

ବିଜେପିର ଦମ୍ଭୋକ୍ତି ସଂଖ୍ୟା ଗରିଷ୍ଠତାର…

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ରରେ ହେବ ଫ୍ଲୋର ଟେଷ୍ଟ। ବିଜେପି ନେତୃତ୍ୱାଧୀନ ଦେବେନ୍ଦ୍ର ଫଡ଼ନାଭିସ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଆଜି ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମହାରାଷ୍ଟ୍ରର ସଂଖ୍ୟା ଖେଳ ଉପରେ ସମସ୍ତଙ୍କ ନଜର ରହିଛି।…

ମହାରାଷ୍ଟ୍ରରେ ବାଜି ପଲଟିଲା,…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୀତି ଖେଳରେ ଶେଷରେ ବାଜି ମାାରିଛି ବିଜେପି। ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ଯେଉଁ ମେଣ୍ଟ ସରକାର କରିବେ ବୋଲି ଖବର ଥିଲା ତାହା ଏବେ କେବଳ ଖବର ହୋଇ ହିଁ ରହିଗଲା। କାରଣ ଆଜି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ରାଜଭବନରେ…

ମହାରାଷ୍ଟ୍ରରେ କାହିଁକି ଲାଗିଲା…

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଆଜି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ…

ମହାରା‌ଷ୍ଟ୍ର: ଦାବି ପୂରଣ ନହେଲେ ଏହା…

ମୁମ୍ୱାଇ: ଆଉ ଦିନକ ପରେ ସରିବ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ। ନିର୍ବାଚନ ଫଳାଫଳ ବାହାରିବାର ୧୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେଉଁ ଦଳ ସରକାର ଗଠନ କରି ପାରିନାହନ୍ତି। ରାଜ୍ୟର ଦୁଇ ସହଯୋଗୀ ବିଜେପି ସହ ଯେଉଁ ବିବାଦ ରହିଛି ସେ ବାବଦରେ ଶିବସେନା ବୈଠକ କରୁଛି। ସେନା ଭବନରେ ଦଳର…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପରେ…

ମୁମ୍ବାଇ: ଆଜି ଶିବସେନା ତାର ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ମନୋନୀତ କରିଛି। ପରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ ଶିବସେନା ସଭାପତି ଉଦ୍ଧବ ଠାକରେ। ଆଜି ଦଳୀୟ ବିଧାୟକ ଓ ସମର୍ଥକମାନଙ୍କୁ ଉଦୋବଧନ ଦେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁଣିଥରେ ୫୦:୫୦ ଫର୍ମୁଲା ଲାଗୁ କରିବାକୁ ଜୋର…

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼, ଏକନାଥ…

ମହାରାଷ୍ଟ୍ର: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଆସୁଛି ନୂଆ ମୋଡ଼। ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏଯାଏ ସମାଧାନର ବାଟ ଫିଟିନାହିଁ। ହେଲେ ଶିବସେନା ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଚୟନ କରାଯାଇଛି। ତାଙ୍କ ନାଁ ନିଜେ ପ୍ରସ୍ତାବ ଦେଇଥିଲେ ଆଦିତ୍ୟ ଠାକରେ। ଉଦ୍ଧବ ଠାକରେଙ୍କ ନେତୃତ୍ୱରେ…

ମହାରାଷ୍ଟ୍ର: ମନ୍ତ୍ରିମଣ୍ଡଳକୁ ନେଇ…

ମୁମ୍ବାଇ: ଦିନକୁ ଦିନ ଜମୁଛି ମହାରାଷ୍ଟ୍ର ରାଜନୀତି। କେତେବେଳେ କଣ ହେଉଛି କାହାକୁ ବି ଜଣା ନାହିଁ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ମହାରାଷ୍ଟ୍ରରେ ବିଜେପି-ଶିବସେନା ବିବାଦ ଥମିବା ପରେ ଆଉ ଏକ ବିବାଦ ତେଜିଛି। ଏବେ ମନ୍ତ୍ରିମଣ୍ଡଳରେ ଦୁଇ ଦଳର ସଂଖ୍ୟାକୁ ନେଇ ବିବାଦ ତେଜିଛି। ସରକାର ଗଢ଼ିବା ପାଇଁ ଦୁଇ ଦଳ…

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ…

ମୁମ୍ବାଇ: ଜାତୀୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ମହାରାଷ୍ଟ୍ର ରାଜନୀତି। କିଏ ହେବ ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ବିଜେପି-ଶିବସେନା ମଧ୍ୟରୋ ଚାଲିଛି ଟଣାଓଟରା। ଦିନକୁ ଦିନ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।…