Odisha Link
Bridging the Missing Links in Odisha
Browsing Tag

Maharastra

ପାଲଘର ଭିଡ଼ହତ୍ୟାରେ ମୃତ ସାଧୁ ଓ…

ପାଲଘର: ଏପ୍ରିଲ ୧୬ ତାରିଖ ରାତିରେ ମହାରାଷ୍ଟ୍ରର ପାଲଘର ଠାରେ ୨ ହିନ୍ଦୁ ସାଧୁ ଓ ତାଙ୍କର ଡ୍ରାଇଭରଙ୍କୁ ପିଟିପିଟି ମାରିବା ସହ ପୁଲିସ ଉପରେ ଆକ୍ରମଣ ଘଟଣାରେ ୧୧୦ ଜଣଙ୍କୁ ଦାୟୀ କରିଛି ପୁଲିସ। ୧୦୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୯ ଜଣ ନାବାଳନ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।…

୨ ସାଧୁଙ୍କୁ ପିଟି ପିଟି ମାରିଦେଲେ,…

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ୨ ଜଣ ଜୁନା ଆଖଡ଼ା ସାଧୁଙ୍କ ସମେତ ମୋଟି ୩ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣାର ଦୃଢ଼ ନିନ୍ଦ କରିଛି ରାଜ୍ୟ ବିଜେପି। ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ଦାବି କରିଛନ୍ତି। ପାଲଘର ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିବା…

କରୋନା: ମହାରାଷ୍ଟ୍ରରେ ୨୦୦ ଟପିଲା…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଯାହା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଅଛି। କାରଣ ଭାରତରେ ଏପର୍ଯ୍ୟନ୍ତ ୩ୟ ଷ୍ଟେଜ୍‌ ପରିଲିକ୍ଷିତ ହୋଇନାହିଁ। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୧୪,୩୭୮ ଜଣ କରୋନାରେ ଆକ୍ରାନ୍ତ…

କରୋନା ସହାୟତା: ଗୁପ୍ତଦାନ କଲେ ବିରୁଷ୍କା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ମହାମାରୀର ମୁକାବିଲା ପାଇଁ ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏଭଳି ସମୟରେ ମଧ୍ୟ ସହାୟତାର…

କରୋନା: ସଂସଦ ଯିବେନି ଶିବସେନା ସାଂସଦ,…

ମୁମ୍ବାଇ: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ ଦେଶର ୨୨ଟି ରାଜ୍ୟରେ ୩୯୭ ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ, ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ…

କରୋନା: ମୁମ୍ବାଇ, ପୁନେ, ନାଗପୁର ଲକ୍‌…

ମୁମ୍ବାଇ: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ମହାରାଷ୍ଟ୍ର: ମୁସଲିମ୍‌ଙ୍କୁ ଶିକ୍ଷା…

ମୁମ୍ବାଇ: ମୁସଲମାନ ମାନଙ୍କ ପାଇଁ ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନ ମାନଙ୍କରେ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ…

ଦୁଷ୍କର୍ମ ପରେ ଯୌନାଙ୍ଗରେ ଲୁହାରଡ…

ମୁମ୍ବାଇ: ଦୁଷ୍କର୍ମ ପରେ ମହିଳାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତିକଲେ ଦୁର୍ବୃ୍ତ୍ତ। ଏଭଳି ଏକ ଅମାନୁଷିକ ଦୁଷ୍କର୍ମ ଓ ନିର୍ଯ୍ୟାତନା ଘଟଣା ଘଟିଛି ମହାରାଷ୍ଟ୍ରର ପାରଡି ଅଞ୍ଚଳରେ। ଜଣେ ୧୯ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ତାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତି କରିଥିବା ନେଇ ପୀଡିତାଙ୍କ ପରିବାର…

ଅଜିତ ପୱାରଙ୍କୁ କ୍ଲିନଚିଟ୍‌

ମୁମ୍ବାଇ: ଏନସିପି ନେତା ଅଜିତ ପାଓ୍ବାରଙ୍କୁ ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ କ୍ଳିନଚିଟ୍‌ ମିଳିଛି। ଅଜିତଙ୍କୁ ଏହି କ୍ଲିନ୍‌ଚିଟ୍‌ ରାଜ୍ୟର ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି) କ୍ଲିନଚିଟ୍‌ ଦେଇଛି। ଯାହାଫଳରେ ସେ ଏହି ଅଭିଯୋଗରୁ ମୁକ୍ତ ହୋଇଯାଇଛନ୍ତି। ଗତ ନଭେମ୍ବର ୨୭ରେ…

ଦିନ ୨ଟାରେ ଶକ୍ତି ପରୀକ୍ଷା ଦେବେ ଉଦ୍ଧବ

ମୁମ୍ବାଇ: ଆଜିଠାରୁ ମହାରାଷ୍ଟ୍ର ବିଧାନସଭାର ୨ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ଅନ୍ୟପଟେ ଆଜି ଦିନ ୨ଟାରେ ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ବୃହରେ ବହୁମତ ଦର୍ଶାଇବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ସଚିବାଳୟ ଯାଇ…