Odisha Link
Bridging the Missing Links in Odisha
Browsing Tag

Mahatma Gandhi

‘ମହାତ୍ମା ଗାନ୍ଧୀ’ ଭାରତ…

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତିର ପିତା। କୌଣସି ପ୍ରକାର ଔପଚାରିକ ସମ୍ମାନଠାରୁ ସେ ବହୁ ବଡ଼। ଭାରତ ରତ୍ନ ସମ୍ମାନଠାରୁ ‘ମହାତ୍ମା ଗାନ୍ଧୀ ବହୁ ଉର୍ଦ୍ଧ୍ଵରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ କହିଛନ୍ତି। ଗାନ୍ଧିଜୀଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ…

ବିଜେପି ଗଡସେଙ୍କ ମନ୍ଦିର କରିବ, ମହାତ୍ମା…

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। କିଛିଦିନ ତଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ତିଆରି ହୋଇଥିବା ଲିଫଲେଟ୍ ବା ପ୍ରଚାର ପତ୍ରରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇଥିଲା। ଯାହା ଏବେ ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ବିରୋଧୀ…

ଗାନ୍ଧୀ କେମିତି ଆତ୍ମାହତ୍ୟ କରିଥିଲେ?,…

ନୂଆଦିଲ୍ଲୀ: କିଛିଦିନ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ସାରା ଦେଶରେ ଧୁମଧାମରେ ପାଳିତ ହୋଇଥିଲା। ଏବେ ଗାନ୍ଧୀଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ପ୍ରଶ୍ନ ଗୁଜୁରାଟର ନବମ ଶ୍ରେଣୀ ପରୀକ୍ଷାରେ ପ୍ରଶ୍ନ ପଡ଼ିଥିଲା। ଯାହା ଏବେ ଚର୍ଚ୍ଚାର ବିଷୟ। ଗାନ୍ଧୀ…

‘ଗାନ୍ଧୀସର୍କିଟ’ ଯୋଜନା…

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଗସ୍ତରେ ଆସିଥିବା ପୃଷ୍ଠଭୂମିରେ ଗାନ୍ଧୀଐତିହ୍ୟ ସମ୍ବଳିତ ସ୍ଥାନଗୁଡ଼ିକର ଉନ୍ନତିକରଣ ସମେତ ଗାନ୍ଧୀ ସର୍କିଟ୍‌ ଯୋଜନାକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଆହୁରି ଅଧିକ କାର୍ଯ୍ୟକ୍ରମ…

ବାଣୀବିହାରରେ ଉଦ୍‌ଘାଟିତ ହେଲା…

ଭୁବନେଶ୍ୱର ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ୱୟ ରହିଲେ ଅନେକ ସାମାଜିକ ବୈଷମ୍ୟ ଓ ଅସନ୍ତୁଳନ ଦୂର ହୋଇପାରିବ ଏବଂ ମହାତ୍ମା ଗାନ୍ଧୀ ଏହାର ପ୍ରୟୋଗାତ୍ମକ ଦିଗ ସଂପର୍କରେ ନିଜର ମତ ଓ ମନ୍ତବ୍ୟ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଛନ୍ତି । ପ୍ରଗତି ପ୍ରକ୍ରିୟାରେ ତାଙ୍କ ବିଚାରଧାରାର ପ୍ରୟୋଗ ମହାତ୍ମା…

ମନେ ପଡ଼ନ୍ତି ଅହିଂସାର ପୂଜାରୀ

ଭୁବନେଶ୍ୱର: ଆଜି ହେଉଛି ଗାନ୍ଧୀ ଜୟନ୍ତୀ। ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଦିବସ ସାରା ଦେଶ ସମେତ ରାଜ୍ୟରେ ଧୁମଧାମରେ ପାଳନ କରାଯାଉଛି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋରବନ୍ଦରରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ (ବାପୁ) ଅହିଂସାର ପୁଜାରୀ…

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଭାରତକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାକୁ ସେ ଅହରହ ଉଦ୍ୟମ କରୁଥିଲେ। ମୁଠାଏ ଲୁଣକୁ ଗୋଟେ ଜାତିର ସ୍ୱାଭିମାନର ପ୍ରତୀକ ବୋଲି ଚିହ୍ନେଇ ଦେବା ସହ ବିନା ଅସ୍ତ୍ର ଓ…

ଆଇନ ଅନୁସାରେ ଜାତିର ପିତା ନୁହଁନ୍ତି…

ନୂଆଦିଲ୍ଲୀ: କିଛି ଦିନ ହେବ ଜାତିର ପିତାକୁ ନେଇ ଚାଲିଛି ବିତର୍କ। କାରଣ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି। ଜାତିର ପିତା ଭାବେ ମହାତ୍ମା ଗାନ୍ଧୀଙ୍କୁ…

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ…

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀଜୟନ୍ତୀ ଦିନ ସମଗ୍ର ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କାର୍ଯ୍ୟକ୍ରମ ରୂପାୟନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ପୂର୍ବାହ୍ନରେ ଲୋକସେବା…

ଆମେରିକାରେ ହିଂସାତ୍ମକ ମୁଦ୍ରାରେ…

ସାନ୍‌‌ଫ୍ରାନ୍ସିସ୍‌କୋ: ଭାରତର ଜାତିର ଜନକ ତଥା ସତ୍ୟ ଓ ଅହିଂସାର ନବ ଭାଷ୍ୟକାର ଭାବେ ସାରା ବିଶ୍ବରେ ପରିଚିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ବିକ୍ୟତ କରିଦେଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋ ସହରରେ। ୧୯୮୮ ମସିହା ଠାରୁ…