Odisha Link
Bridging the Missing Links in Odisha
Browsing Tag

Malkanagiri

ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆ ମଣ୍ଡି…

ମାଲକାନଗିରି: ସ୍ୱାଧୀନତାର ୭୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପ୍ରଥମ "ମାଣ୍ଡିଆ ମଣ୍ଡି" ଆଜି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦଘାଟନ କରିଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପର ପାର୍ଶ୍ଵରେ…

ପରୀକ୍ଷା ହଲରେ ପରୀକ୍ଷାର୍ଥୀ କଲେ…

ମାଲକାନଗିରି: ପାଠପଢ଼ା, ପରୀକ୍ଷା ଏବଂ କପି ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଥାଏ। ହେଲେ ଏ ଡିଜିଟାଲ ଯୁଗରେ ମଧ୍ୟ ସବୁକିଛି ଡିଜିଟାଲ ହୋଇଯାଇଛି। ଡିଜିଟାଲ କ୍ଲାସ୍‌ରୁମ୍, ଡିଜିଟାଲ ମାଧ୍ୟମରେ ପାଠପଢ଼ା ନିଶ୍ଚୟ ଶୁଣିଥିବେ। ହେଲେ କେବେ ଡିଜିଟାଲ କପି ଶୁଣିନଥିବେ। ଏବଂ କପି କରି ଫଟୋ ସୋଶିଆଲ ମଡିଆରେ…

ମୋ ସରକାର: କୋରାପୁଟ, ମାଲକାନଗିରି ଓ…

ଜୟପୁର: ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ବୁଧବାର ସକାଳେ ଦିନିକିଆ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶାର ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ , ଅର୍ଥ ବିଭାଗର ପ୍ରମୁଖ…

ମାଲକାନଗିରିରେ ଏନକାଉଣ୍ଟର; ଜଣେ ଯବାନ…

ମାଲକାନଗିରି : ଯବାନ-ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳିବିନିମୟ ହୋଇଛଇ। ଉଭୟ ପକ୍ଷର ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି, ଏବଂ ଜଣେ ଯବାନ ଗୁରୁତର ହୋଇଛନ୍ତି। ଖଇଇପୁଟ କଦମ୍ବଗୁଡା ଜଙ୍ଗଲରେ ମାଓକ୍ୟାମ୍ପ ଉପରେ ଯବାନମାନେ ଚଢ଼ାଉ କରିବା ସମୟରେ ଏହି…

ମାଲକାନଗିରିରେ ବର୍ଷା, ଯୋଗାଯୋଗ ଠପ୍

ମାଲକାନଗିରି: ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ମାଲକାନଗିରି ଜିଲ୍ଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଯୋଗୁ ଜିଲ୍ଲାର ସ୍ଥିତି ଖରାପ ହୋଇପଡ଼ିଛି। ଅନେକ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। କଙ୍କରକୋଣ୍ଡା ଓ MV-୧୧ର ଦୁଇଟି ପୋଲ ଉପରେ ୫ଫୁଟରୁ ଅଧିକ ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ…

ନକ୍ସଲ ଭଉଣୀକୁ ଚିଠି ଲେଖିଲେ ପୁଲିସ ଭାଇ

ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳର ରାମା ବେଟ୍ଟୀ ଓ ତାଙ୍କ ଭଉଣୀ କାନି ବେଟ୍ଟୀ ଦୁହେଁ କିଛି ବର୍ଷ ତଳେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ନକ୍ସଲଙ୍କ ପ୍ରରୋଚନାରେ ସେମାନେ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ହେଲେ ଲାଲ ବାହିନୀରେ ଆଦର୍ଶ ବୋଲି…

ମାଲକାନଗିରିରେ ବନ୍ୟା ସ୍ଥିତି

ମାଲକାନଗିରି: ମାଲକାନଗିରିରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଯାହା ଫଳରେ ଜିଲ୍ଲାରେ ସ୍ଥିତି ପୁରା ବେହାଲ୍‌। ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦, କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା…

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ…

ମାଲକାନଗିରି : ମାଲକାନାଗିରିରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ୨ ଆଦିବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ବିଶାଖାପାଟଣା ଜିଲ୍ଲା କୋରୁକୋଣ୍ଡା ଥାନା ଭିରାଭରମ ଗାଁରେ ଘରେ ପଶି ୨ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ପାଙ୍ଗି ସତୀବାବୁ ଓ ଗାମେଲା ଭାସ୍କର ।…