Odisha Link
Bridging the Missing Links in Odisha
Browsing Tag

Malkangiri

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ…

ମାଲକାନଗିରି: କୋଭିଡ୍‌ କାରଣରୁ ପ୍ରାୟ ୨ ବର୍ଷ ଧରି ରାଜ୍ୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ଫେବ୍ରୁଆରୀ ୭ ତାରିଖରୁ ପୁଣି ଖୋଲିଛି। ତେବେ ସ୍କୁଲକୁ ଯିବା ପାଇଁ କହିବାରୁ ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭିମରାଙ୍ଗିରି ଗାଁରେ ଘଟିଛି…

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ, ବାଣ୍ଟିଲେ…

ମାଲକାନଗିରି: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଷ୍ଟାଡିୟମ୍‌ ହେଲିପ୍ୟାଡରେ ପହଞ୍ଚିଲେ ନବୀନ। ସ୍ବତନ୍ତ୍ର ବିମାନ ଯୋଗେ ପହଁଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ମାଲକାନଗିରିର ସଂସ୍କୃତି ଭବନରେ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଡର…

ପୁଲିସ ମାଓବାଦୀ ମୁହାଁମୁହିଁ

ମାଥିଲି: ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳିବିନିମୟ। ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ମୁତାବକ, ଜଙ୍ଗଲରେ ମାଓ ଶିବିର ଥିବା ସୂଚନା ପାଇ ଅପରେସନ ଆରମ୍ଭ କରାଯାଇଥିଲା। ମାଥିଲି ଥାନା ଅନ୍ତର୍ଗତ…

ସୀମା ଜଗିବେ ଶିକ୍ଷକ ଓ ଅଧ୍ୟାପକ

ମାଲକାନଗିରି: ରାଜ୍ୟରେ ଭୟଙ୍କର ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସରକାର ବିଭିନ୍ନ ପଡା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ଭିତରେ  ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ…

କଡ଼ାକଡ଼ି ହେଲା କଟକଣା, ପ୍ରବାସୀଙ୍କୁ…

ମାଲକାନଗିରି: ମାଲକାନଗିରରେ କଡ଼ାକଡ଼ି ହେଲା କଟକଣା। ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଥିବା ବେଳେ ମାଲକାନଗିରି ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ମାଲକାନଗିରିକୁ ବାହାର ରାଜ୍ୟରୁ ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ୭ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧ…

ଆତ୍ମସମର୍ପଣ ପରେ ଆତ୍ମହତ୍ୟା କଲେ ମହିଳା…

ମାଲକାନଗିରି : ଆତ୍ମସମର୍ପଣ ପରେ ଆତ୍ମହତ୍ୟା କଲେ ମହିଳା ମାଓବାଦୀ। ଏହି ଅଭାବନୀୟ ଘଟଣାଟି ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେଓ୍ବାଡା ଜିଲ୍ଲାରେ ଘଟିଛି । ମୃତକ ମହିଳା ହେଲେ ପାଣ୍ଡେ କବାସି। ମଙ୍ଗଳବାର ରାତିରେ ସେ ବାଥରୁମରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରକାଶ ଯେ, ଗତ…

‘ମୋ ସରକାର’ ଶୁଣିଲେନି:…

ମାଲକାନଗିରି: 'ମୋ ସରକାର' ନାମରେ ଜନତାଙ୍କୁ ତ୍ବରିତ ସେବା ଯୋଗାଇବାର ଯାବତୀୟ ସରକାରୀ ବିଜ୍ଞାପନ ସତ୍ତ୍ବେ ତୃଣମୂଳ ସ୍ତରରେ ଏହାର ବିଫଳତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ରାମକୃଷ୍ଣ ନନ୍ଦଙ୍କ ପ୍ରସିଦ୍ଧ କବିତା 'ତୁମ ପରି ଛୋଟ ପିଲାଟିଏ'ରେ କୁନି ମଧୁସୂଦନଙ୍କ ପନ୍ଥାକୁ…

ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର…

ମାଲକାନଗିରି : ବିକ୍ରି ହୋଇଥିବା ୪ ମାସର ଶିଶୁ ପୁତ୍ର ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସହରର ହାଟପଦା ସାହିରୁ ଶିଶୁଟିକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଉଦ୍ଧାର ପରେ ମା’ଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ, କୁନି ଖିଲଙ୍କର ପୂର୍ବରୁ…

ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିର: ଆଜି ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିଛି। ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ। ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡ଼ରେ କ୍ୟାମ୍ପ ଗଢ଼ିଲେ ଯବାନ। ଲାଲଗଡ଼ରେ ସୁରକ୍ଷା ବାହିନୀର ବଡ଼ ସଫଳତା। ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି।…

ନକଲି ପୁଲିସ କରୁଛନ୍ତି ଗଞ୍ଜେଇ ଚାଲାଣ, ୩…

ମାଲକାନଗିରି : ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଗଞ୍ଜେଇ ଚାଲାଣ। ତେବେ ମାଫିଆ ନୂଆ ତରିକା କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳରେ ପୁଲିସ ପୋଷାକ ପିନ୍ଧି, ଗାଡ଼ିରେ ପୁଲିସ ଲେଖି ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ। ଓରକେଲ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ…