Odisha Link
Bridging the Missing Links in Odisha
Browsing Tag

Mission Shakti

ବଡ଼ ଖବର: ଏସଏଚଜି ମହିଳାଙ୍କୁ ୟୁନିଫର୍ମ…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଛି। ଏହି ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମହିଳା…

ରାଜନୀତିରେ ମିଶନ ଶକ୍ତି

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ମିଶନ ଶକ୍ତି ଯୋଜନାକୁ ନେଇ ବହୁତ ଚର୍ଚ୍ଚା। ଶାସକ ବିଜେଡି ଦଳ ମିଶନ ଶକ୍ତି ଆସିବା ପରେ ମା' ମାନଙ୍କ କିଭଳି ଉନ୍ନତି ହୋଇଛି କହି ବିକାଶର ବାର୍ତ୍ତା ଦେଉଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମିଶନ ଶକ୍ତି ମହିଳାଙ୍କୁ…

ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି…

ଓଏଲ୍‌ ବ୍ୟୁରୋ: ମିଶନ ଶକ୍ତି ଆଜି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି । ନିରନ୍ତର…

ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’

ସୁନ୍ଦରଗଡ଼ : ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ…

ଅବ୍ୟବହୃତ ସରକାରୀ ସମ୍ପତ୍ତି ମିଶନ ଶକ୍ତି…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ। ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନୂଆ ବିଭାଗ ହେଲା ମିଶନ ଶକ୍ତି

ଭୁବନେଶ୍ୱର: ମହିଳା ଦିବସ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ରାଜ୍ୟରେ କାର୍ଯ୍ୟ କରିବ ନୂଆ ମିଶନ ଶକ୍ତି ବିଭାଗ। ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ତେବେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି ସ୍ଥାପନ ହୋଇଥିଲା। ଏବେ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ…

ମିଶନ ଶକ୍ତି ସଂଯୋଜକଙ୍କୁ ପିଟିଲେ ମହିଳା

ବାଲେଶ୍ବର: ‌ବସ୍ତା ବ୍ଲକରେ ସୁବିଧା କେନ୍ଦ୍ର ଚୟନରେ ଅନିୟମିତତା ହୋଇଥିବା ‌ଅଭିଯୋଗ କରି ଆଜି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର କିଛି ମହିଳା ଆଇସିଡିଏସ୍‌ର ସଂଯୋଜକଙ୍କୁ ଘେରିବା ପରେ ରାସ୍ତାରେ ଗୋଡ଼ା‌ଇ ଗୋଡ଼ାଇ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ବସ୍ତା ଥାନାରେ ଏନେଇ ଉଭୟ ମହିଳା‌ ଗୋଷ୍ଠୀ…

ଯୋଗୀ ସରକାରଙ୍କ ‘ମିଶନ‌…

ଲକ୍ଷ୍ନୌ: ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଆକ୍ସନ ନେଉଛନ୍ତି ଯୋଗୀ ଆଦିତ୍ୟନାଥ। ବର୍ତ୍ତମାନ ସାରା ଦେଶରେ ପାର୍ବଣର ମାହୋଲ ରହିଛି। ନବରାତ୍ରୀ ଚାଲିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶରେ ଆରମ୍ଭ…

ମିଶନ୍ ଶକ୍ତି ମହିଳାଙ୍କୁ ମିଳିବ ବିନା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ବର ଓ କଟକରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୨ଟି ଶାଖା ସହିତ ୨୮ଟି ଜିଲ୍ଲାରେ ୨୮ଟି ଜିଲ୍ଲା ସେଲସ୍‌ ହବ୍‌ ର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ମିଶନ୍‌ ଶକ୍ତି…

‘ମା’ ମାନେ ଘରର ପୋଲିସ:…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ମହାମାରୀ କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି। ଘରୁ…