Odisha Link
Bridging the Missing Links in Odisha
Browsing Tag

Moonsoon

ଆସୁଛି ଲଘୁଚାପ, ପାଣିପାଗ ବିଭାଗର ଆକଳନ

ଭୁବନେଶ୍ବର: ରାଜ୍ୟରେ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି। ଯାହାଫଳରେ ରାଜ୍ୟର କିଛି ସ୍ଥାନରେ ମରୁଡ଼ି ସ୍ଥିତି ସାମ୍ନାକୁ ଆସିଛି। ଯାହକୁ ନେଇ ବିଧାନସଭାରେ ମଧ୍ୟ ତମ୍ବି ତୋଫାନ୍‌ ହୋଇ ସାରିଛି। ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ଆଣିଛି ସେପ୍ଟେମ୍ବର। ଆଗାମୀ ୫ ଦିନ ବ୍ୟବଧାନରେ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ…

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୃର୍ଣ୍ଣିବଳୟ। ପରବର୍ତ୍ତୀ ସମୟରେ ଆସ୍ଥେ ଆସ୍ଥେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଯାହାର ପ୍ରଭାବରେ ଅଗଷ୍ଟ ୧୫ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା…

ଲଘୁଚାପରେ ପରିଣତ ହେବ ଘୁର୍ଣ୍ଣିବଳୟ, ୯…

ଭୁବନେଶ୍ବର: ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ। ଦକ୍ଷିଣ ଓଡ଼ିଶାରେ ଥାପି ସାରିଲାଣି ମୌସୁମୀ। ରାଜ୍ୟର କିିଛି ଜିଲ୍ଲାରେ ମୌସୁମୀ ଛୁଇଁ ସାରିଥିବା ବେଳେ ୩୬ ଘଣ୍ଟା ଭିତରେ ରାଜ୍ୟର ବାକି ଅଞ୍ଚଳରେ ବି ପହଞ୍ଚିବ ମୌସୁମୀ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସୁଦ୍ଧା ଲଘୁଚାପରେ…

୧୦ରୁ ୧୪ ପ୍ରବଳ ବର୍ଷିବ, ସତର୍କ କରାଇଲେ…

ଭୁବନେଶ୍ବର: ବାତ୍ୟା ୟାସ୍‌ କରିଥିବା କ୍ଷତ ଶୁଖି ନଥିବା ବେଳେ ଏବେ ରାଜ୍ୟରେ ହେବ ପ୍ରବଳ ବର୍ଷା। ଆସୁଛି ପ୍ରବଳ ବର୍ଷା। ରାଜ୍ୟରେ ଚାରି ଦିନ ଧରି ଛେଚିବ। ଏମିତି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମିର ଆଗମନ ସହ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ଆସୁଛି ଆଉ ଏକ ଲଘୁଚାପ, ୧୦ ସୁଦ୍ଧା ଓଡ଼ିଶା…

ଭୁବନେଶ୍ବର: ଘଡ଼ଘଡ଼ି ସହ ବର୍ଷା ପବନ ହେଲା। ଅଧଘଣ୍ଟାରେ ୩୦ ମିଲିମିଟର ବର୍ଷା ହେଲା ରାଜଧାନୀରେ। କେବଳ ରାଜଧାନୀ ନୁହେଁ ସୋମବାର ସନ୍ଧ୍ୟା ସୁଦ୍ଧା କଟକ, ସମ୍ବଲପୁର ଆଦି ସ୍ଥାନରେ ବର୍ଷା ସହିତ ପବନ ମଧ୍ୟ ହୋଇଛି। ରାତିରେ ରାଜ୍ୟରେ ଅନ୍ୟକିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ଏହା ହେଉଛି ପ୍ରାକ୍‌ ମୌସୁମୀ…

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ସେହିପରି ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ମୌସୁମୀ ହାଲକା ଭାବେ…