ଘର ଭିତରୁ ମିଳିଲା ମାଆ ଓ ଶିଶୁର ମୃତଦେହ
ଓଏଲ୍ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଘଟିଛି ଅଘଟଣ। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ଶିଶୁଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ମାଆ ଓ ପିଲାର ମୃତ୍ୟୁର କାରଣ ଘରେ ଆଉ କେହି ନ ଥିବାରୁ ଜଣା ପଡ଼ିନାହିଁ। ମୃତ ଛୋଟ ପିଲାର…