Odisha Link
Bridging the Missing Links in Odisha
Browsing Tag

Mumbai

କଙ୍ଗନା ଓ ରଙ୍ଗୋଲିଙ୍କ ବିରୋଧରେ ମାମଲା…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସୋସିଆଲ ମିଡିଆଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା କଙ୍ଗନାଙ୍କ ବିରୋଧରେ ମାମଲା ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇ କୋର୍ଟ। କେବଳ କଙ୍ଗନା ନୁହେଁ ତାଙ୍କ ଭଉଣୀ ରଙ୍ଗୋଲୀ ଚାଣ୍ଡେଲଙ୍କ ବିରୋଧରେ ମଧ୍ୟ…

ମୁମ୍ବାଇ ପୋଲିସକୁ ଟ୍ବିଟର ଜରିଆରେ…

ନୂଆଦିଲ୍ଲୀ : ଅଭିନେତ୍ରୀ ନିଆ ଶର୍ମା ମୁମ୍ବାଇ ପୋଲିସକୁ ଟ୍ବିଟର ଜରିଆରେ ସାହାଯ୍ୟ ମାଗିଛନ୍ତି। କାର୍‌ରୁ ତାଙ୍କର ହ୍ୟାଣ୍ଡବ୍ୟାଗ୍ ଚୋରି ହୋଇଯାଇଛି ଏହି ଘଟଣା ମୁମ୍ବାଇର ଲୋଅର ପରେଲ୍ ଅଞ୍ଚଳରେ ଘଟିଛି। ସେ ତାଙ୍କ ଅଫିସିଆଲ ଟ୍ୱିଟରରେ ନିଜ ହ୍ୟାଣ୍ଡବ୍ୟାଗର ଫଟୋ ସେୟାର କରି ଲେଖିଥିଲେ ଯେ କେହି ତାଙ୍କ…

ମୁମ୍ବାଇରେ ବଡ଼ ଆତଙ୍କବାଦୀ ଆକ୍ରମଣ…

ମୁମ୍ବାଇ: ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବଇ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ରାଜ୍ୟର ଗୁଇନ୍ଦା ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି। ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇରେ ଡ୍ରୋନ୍, ରିମୋଟ…

୨୨ ମହଲା ଉପରେ ଷ୍ଟଣ୍ଟ କରିବା ପଡ଼ିଲା…

ମୁମ୍ବାଇ: ଉଚ୍ଚ ଅଟ୍ଟାଳିକାରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା। ୨୨ ମହଲା ଉପରେ ଦୁଃସାହାସିକ ଷ୍ଟଣ୍ଟ କରି ଗିରଫ ହେଲେ ଯୁବକ। ନୋମାନ ଡି’ସୌଜା ନାମକ ଏହି ଯୁବକ ପଶ୍ଚିମ ମୁମ୍ବଇର କାଣ୍ଡିଭାଲିସ୍ଥିତ ଭାରତ ଏସ୍‌ଆରଏ ଅଟ୍ଟାଳିକାର ୨୨ ମହଲା କାନ୍ଥ ଧାରରେ ଦୁଇ ବନ୍ଧୁଙ୍କ ସହିତ ଅତି ବିପଜ୍ଜନକ ଭାବେ ବସି…

ମୁମ୍ବାଇରେ ବିଜୁଳି ସରବରାହ ଠପ୍

ମୁମ୍ବାଇ: ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଛି। ବିଜୁଳି ଗ୍ରୀଡ୍ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହର ଏବେ ଅନ୍ଧାରରେ ରହିଛନ୍ତି। ଖାଲି ସେତିକି ନୁହେଁ, ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି।…

ବ୍ୟବସାୟୀ ମାତୃଭାଷା କହିବାକୁ ଅରାଜି…

ମୁମ୍ବାଇ: ଗତକାଲି ମୁମ୍ବାଇର ଏକ ଗହଣା ବ୍ୟବସାୟୀ ଜଣେ ଗ୍ରାହକଙ୍କୁ ଆଞ୍ଚଳିକ ଭାଷା ମରାଠୀରେ କଥା ହେବାକୁ ମନା କରିଥିଲେ। ଏକ ଗହଣା ଦୋକାନକୁ ଗ୍ରାହକ ସାଜି ଯାଇଥିବା ଲେଖିକା ଶୋଭା ଦେଶପାଣ୍ଡେକୁ ଏହା ମର୍ମାହତ କରିଥିଲା ଏବଂ ସେ ଏହାର ବିରୋଧ କରିଥିଲେ। ଫଳରେ ଉକ୍ତ ଦୋକାନୀ ଜଣକ ତାଙ୍କୁ ଦୋକାନରୁ…

ଲୀଲାବତୀ ହସ୍ପିଟାଲକୁ ନେଇ କ୍ରୋଧ ଜାହିର…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜରିନ ଖାନ ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣି ନେଇଛନ୍ତି । ତେବେ ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କୁ ପ୍ରଶଂସା କରିବାରେ ଲୋକ ମାନେଥକୁ ନାହାନ୍ତି , ଏହି ସମୟ ବଲିଉଡ ଅଭିନେତ୍ରୀ ଜରିନ ଖାନ ଡାକ୍ତରଙ୍କ ଉପରେ ଟିକେ ବିରକ୍ତ ହୋଇଛି । ସେ ତାଙ୍କ ସୋସିଆଲ…

ମୁମ୍ବାଇ ଅଭିମୁଖେ ଯାତ୍ରା କଲେ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ଗଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ପୁଲିସ ଗିରଫ କରିଥିଲା। ସେଠାରେ ସେ ଅନେକ ସେଲିବ୍ରେଟିଙ୍କ ଡ୍ରଗ୍ସ ଲିଙ୍କ ବିଷୟରେ ଖୋଲାସା କରିଥିଲେ । ରିୟା ଚକ୍ରବର୍ତ୍ତୀଙ୍କ ଫୋନରେ ହୋଇଥିବା ଚାଟ୍ ଉପରେ ଆଧାର କରି…

ଏନସିବି କାର୍ଯ୍ୟାଳୟର ବିଲଡିଂରେ ଅଗ୍ନି…

ମୁମ୍ବାଇ : ଆଜି ଅପରାହ୍ନରେ ମୁମ୍ବାଇ ବଲ୍ଲାଡ ସ୍ଥିତ ଏକ୍ସଚେଞ୍ଜ ବିଲଡିଂରେ ନିଆଁ ଲାଗିଛି । ଏହି ବିଲଡିଂରେ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି କାର୍ଯ୍ୟାଳୟ ମଧ୍ୟ ରହିଛି । ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ମହାରାଷ୍ଟ୍ରର ଭିୱଣ୍ଡିରେ ଭୁଶୁଡିଲା ୩…

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇରେ ଏକ ଅଭାବନିୟ ଘଟଣା ଘଟିଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱଣ୍ଡି ସହରରେ ରବିବାର ବିଳମ୍ବିତ ରାତିରେ ଭୁଶୁଡ଼ିଗଲା ଏକ ତିନି ମହଲା କୋଠା । ଘଟଣାଟି ରାତି ପ୍ରାୟ ୩ଟା ୩୦ ସମୟରେ ଘଟିଥିଲା। ଏଥିରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳୁ ୨୫…