Odisha Link
Bridging the Missing Links in Odisha
Browsing Tag

Mumbai

ସାନିଟାଇଜରକୁ ପାଣି ଭାବି ପିଇଲେ ବିଏମସିର…

ମୁମ୍ବାଇ: ସାନିଟାଇଜରକୁ ପାଣି ଭାବି ଅନେକ ଲୋକ ପିଇ ଅସୁସ୍ଥର ହେଉଛନ୍ତି। ଏକ ବୈଠକରେ ଜଣେ ବରିଷ୍ଠ ଅଧିକାରୀ ଏହାର ଶିକାର ହୋଇଛନ୍ତି। ସେ ଭୁଲବଶତଃ ସାନିଟାଇଜରକୁ ପାଣି ଭାବି ପଇ ଦେଇଥିଲେ। ଏହି ଘଟଣାଟି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଘଟିଛି। ପ୍ରକାଶ ଯେ ,…

୨୬/ ୧୧ ମୁମ୍ବାଇ ଆକ୍ରମଣର…

ନୂଆଦିଲ୍ଲୀ: ୨୬/ ୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡକୁ ୧୫ ବର୍ଷ ଜେଲଦଣ୍ଡ। ଆତଙ୍କବାଦୀ ଜକିଉର ରେହମାନ ଲଖଭିକୁ ମିଳିଛି ଏହି ଦଣ୍ଡାଦେଶ। ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ଆଜି ପାକିସ୍ତାନ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ ୧୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀ ଜକିଉର ରେହମାନ…

ସଲ୍‌ମାନଙ୍କ ଦୁଇ ଭାଇଙ୍କ ନାମରେ ମାମଲା…

ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନଙ୍କ ଦୁଇ ଭାଇ ଅରବାଜ ଖାନ୍‌ ଏବଂ ସୋହେଲ ଖାନ୍‌ଙ୍କ ବିରୋଧରେ ବିଏମ୍‌ସି ଏକ ମାମଲା ରୁଜୁ କରିଛି। କରୋନା କଟକଣାର ନିୟମ ଭାଙ୍ଗିବା ଅଭିଯୋଗରେ ଉଭୟଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ସୂଚନା ଅନୁସାରେ , ଡିସେମ୍ବର ୨୫ରେ ଅର୍‌ବାଜ୍, ସୋହେଲ ଓ ନିର୍ବାଣ ଦୁବାଇରୁ…

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ…

ଭୁବନେଶ୍ୱର: ଜାନୁଆରୀ ୧୨ରୁ ଉଡ଼ିବ ସ୍ପାଇସ୍‌ଜେଟ୍। ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍‌ ବିମାନ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶୁକ୍ରବାର ରାତିରେ ଟ୍ୱିଟ୍ କରି ବିଭାଗ ଏହି ଘୋଷଣା କରିଛି।…

ନୂଆବର୍ଷ ପୂର୍ବରୁ ଫେରିଲା ନାଇଟ୍‌…

ନୂଆଦିଲ୍ଲୀ: ରାତି ପାହିଲେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ। ହେଲେ ଏହା ପୂର୍ବରୁ ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି। ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ

ମୁମ୍ବାଇ: ଦେଶରେ ଶୀତ ଲହରୀ ବଢ଼ୁଥିବାବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କରୋନା ସଂକ୍ରମଣକୁ ନଜରରେ ରଖି ପଦକ୍ଷେପ ନେବାକୁ ସ୍ଥିର କରିଲେଣି। ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାରଠୁ ନାଇଟ୍‌ କର୍ଫ୍ୟୁ ଜାରି କରାଯିବ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ୫…

ଜେଜେ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘରେ ଖୁସିର ଲହରି ଖେଳିଯାଇଛି। ସେ ଏବେ ବାପାରୁ ଜେଜେ ହୋଇଛନ୍ତି। ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଶିଶୁ ପୁତ୍ରର ଆଗମନକୁ ନେଇ ଅମ୍ବାନୀ ପରିବାରରେ ଖୁସିର…

ଜାମିନ ନାମଞ୍ଜୁର, ୧୪ ଦିନ ପାଇଁ ଜେଲ ଗଲେ…

ମୁମ୍ବାଇ: ଜେଲ ଗଲେ ରିପବ୍ଲିକ୍‌ ଟିଭିର ମୁ‌ଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ। ଆଜି ଦୀର୍ଘ ସମୟର ଶୁଣାଣି ପରେ ମୁମ୍ବାଇର ଆଲିବାଗ ଜିଲ୍ଲା କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ରାୟ ଶୁଣାଇଥିଲେ। ଫଳରେ ୧୪ ଦିନ ପାଇଁ ଜେଲ ଗଲେ ଅର୍ଣବ। ଅପରପକ୍ଷେ ଆସନ୍ତାକାଲି…

ଚନ୍ଦାପଣ ପାଇଁ ବୈବାହିକ ଜୀବନରେ ଝଡ଼,…

ମୁମ୍ବାଇ: ଆପଣ ମାନେ ବଲିଉଡର ରୋମାଣ୍ଟିକ ହିରୋ ଆୟୁଷ୍ମାନ୍‌ ଖୁରାନାଙ୍କ ଚଳଚ୍ଚିତ୍ର 'ବାଲା' ଦେଖିଥିବେ ନିଶ୍ଚୟ। ସେଥିରେ ଆୟୁଷ୍ନାନଙ୍କ ଚନ୍ଦାପଣ ପାଇଁ ତାଙ୍କୁ କେତେ ଅପଦସ୍ତ ହେବାକୁ ପଡ଼ିଥିଲା ଆଉ ତାଙ୍କ ବୈବାହିକ ଜୀବନରେ କେମିତି ଝଡ଼ ଆସିଥିଲା ତାହା ଆପଣ ମାନେ ଦେଖିଥିବେ ନିଶ୍ଚିତ। ହେଲେ ସେଇଟା…

ନିଜ ନାମ ବଦଳାଇଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ଚଳିତ ମାସ ୨୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବିବାହ ପରେ ସବୁ ହିନ୍ଦୁ ଝିଅଙ୍କ ପରି ନେହା ମଧ୍ୟ ନିଜ ନାମ ପରିବର୍ତ୍ତନ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ନେହା ତାଙ୍କ ନାମ…