Odisha Link
Bridging the Missing Links in Odisha
Browsing Tag

Naba Das

କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ: ନବ ଦାସ

ଭୁବନେଶ୍ୱର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଛି। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଆହୁରି କଡ଼ାକଡ଼ି କରାଯିବ ବୋଲି…

ଆବଶ୍ୟକ ପଡିଲେ ଡେ-କର୍ଫ୍ୟୁ ଲାଗୁ…

ଭୁବନେଶ୍ବର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଥିସହ ଗତକାଲି ଠାରୁ ଡେ କର୍ଫ୍ୟୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ପ୍ରତିକ୍ରି୍ୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।…

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ…

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ବର୍ତ୍ତମାନର ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ,…

ଓଡ଼ିଶାରେ ଫେବୃଆରୀ ପ୍ରଥମ ସପ୍ତାହରେ…

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରେ ଟିକାକରଣ। ଟିକାକରଣ ନେଇ ଆଶା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜାନୁଆରୀ ୨ରେ ଓଡ଼ିଶା ଡ୍ରାଏରନ୍‌ କରିସାରିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ ଆଜି ଦ୍ବିତୀୟଥର ଡ୍ରାଏରନ୍‌ କରାଯାଇଛି। ଏଥିପାଇଁ ପ୍ରତି…

କରୋନା ଯୋଦ୍ଧାଙ୍କୁ ମାଗଣାରେ ମିଳିବ…

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ନେଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ। ମାଗଣା ଟିକା ମିଳିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।…

କରୋନା ଟିକା ପାଇଁ ଡାଟାବେଶ ପ୍ରସ୍ତୁତ:…

ଭୁବନେଶ୍ବର: କରୋନା ଟିକା ପାଇଁ କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। କରୋନା ଟିକା ପାଇଁ ଡାଟାବେଶ ପ୍ରସ୍ତୁତ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ଏଥିସହ ସ୍ୱସ୍ଥ୍ୟ କର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ସ୍ୱାସ୍ଥ୍ୟ ଭିତ୍ତିଭୂମି…

କୋଭିଡ୍‌ ନିୟନ୍ତ୍ରଣ ଭିତରେ ଓଡ଼ିଶା:…

ଭୁବନେଶ୍ବର: କୋଭିଡ୍‌ କଟକଣା ଭିତରେ ବିଧାନସଭାର ଦ୍ବିତୀୟ ଦିନ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ବିଧାନସଭାରେ ରାଜ୍ୟର କୋରନା ସ୍ଥିତି ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ମୁଲତବି ନୋଟିସ ଆଲୋଚନାରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜର ବିବୃତି ପ୍ରଦାନ କରିଥିଲେ। ମନ୍ତ୍ରୀ ନବ…

ଛାତ୍ର ଜୀବନରୁ ବନ୍ଧୁକ ରଖିଛି: ନବ

ଭୁବନେଶ୍ବର: ସଂପତ୍ତି ଏବଂ ବନ୍ଧୁକ ପ୍ରସଙ୍ଗରେ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀ ଦାସ ତାଙ୍କ କହିଛନ୍ତି ଯେ, ମୁଁ ଛାତ୍ର ଜୀବନରୁ ବନ୍ଧୁକ ରଖିଥିଲି। ସୁରକ୍ଷା ପାଇଁ ନୁହେଁ ବରଂ ସୌଖୀନ ପାଇଁ ବନ୍ଧୁକ ରଖିଥିଲେ। ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ରଖିଛି। ଏହା ଦୋଷ ନୁହେଁ।…

ମୋ ସରକାର: ଭିଡିଓ କନ୍‌ଫରେନ୍ସିଂ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସରକାର’ ଯୋଜନାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘୋଷଣା କରାଯାଇଥିବା ବିଭିନ୍ନ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ମେଡିକାଲ୍‌ର ନିର୍ମାଣ କାର୍ଯ୍ୟ ଏବଂ ଜନହିତକାରୀ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…