Odisha Link
Bridging the Missing Links in Odisha
Browsing Tag

NCB

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଳଙ୍କୁ…

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ କଡ଼ା ନଜର ରଖିଛି ଏନସିବି। ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଳଙ୍କ ନାଁ ସାମ୍ନାକୁ ଆସିବା ପରେ ଅର୍ଜୁନ ରାମପାଳଙ୍କୁ ସମନ ପଠାଇଥିଲା ଏନସିବି। ସମନ ପରେ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଭିନେତା ଅର୍ଜୁନ ରାମପାଳ। ଡ୍ରଗ୍ସ…

ଏନସିବିରେ ହାଜର ହେବେ ଅର୍ଜୁନ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କର ମାମଲା ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି ଏନସିବି। ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ଆସିବା ପରେ ବଲିଉଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏନସିବି ଡ୍ରଗ୍ସଲିଙ୍କ୍ ଚେର କେତେ ବାଟ ଲମ୍ବିଛି ତାହାର ଟେର ପାଇ ପାରୁନାହିଁ। ରିୟା ଚକ୍ରବର୍ତ୍ତି ଓ…

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଲଙ୍କ ଘରେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନକୁ ଆସିଥିଲା। ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଖୋଳତାଡ଼ ଜାରି ରଖିଛି। ଆଜି ଏନସିବି ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବଲିଉଡ ଅଭିନେତା ଅର୍ଜୁନ…

ବଲିଉଡ୍‌ ପ୍ରଯୋଜକଙ୍କ ଘରେ ରେଡ୍ କଲା…

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାରରେ ଅନେକ ସେଲିବ୍ରେଟିଙ୍କ ନାଁ ଉଠିଥିଲା। ତେବେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ପିରୋଜ୍‌ ଏ. ନାଦିୱାଦ୍‌ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ବାସଭବନରେ ପହଁଞ୍ଚିଥିଲା ଏନ୍‌ସିବି। ଡ୍ରଗ୍ସ କାରବାର ମାମଲାରେ…

ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ଘରେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢଉ କରିଥିଲା। ତାଙ୍କ ଘରୁ ବିପୁଳ ପରିମାଣ ନିଶା ଔଷଧ ଓ ସାମଗ୍ରୀ ମିଳିଥିଲା। ଏନସିବି ପୂର୍ବରୁ କରିସ୍ମାଙ୍କୁ ଦୁଇଥର ପଚରାଉଚରା କରିଛି। କରିସ୍ମା ଓ ଦୀପିକା ପାଦୁକୋନଙ୍କୁ ମଧ୍ୟ…

ରିୟାଙ୍କୁ ବଡ ଝଟକା, ଅକ୍ଟୋବର ୨୦…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ମନା ଆସିଥିଲା ।ତେବେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ କୋର୍ଟ ତରଫରୁ ଏକ ବଡ଼ ଝଟକା ମିଳିଛି । ରିୟା ଚକ୍ରବର୍ତ୍ତୀ,…

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଏନ୍‌ସିବି…

ମୁମ୍ବାଇ: ବଲିଉଡରେ 'ଡି' ଲିଙ୍କ୍‌ ଗୁମର ଦିନକୁ ଦିନ ଖୋଲୁଛି। ବଡ଼ ବଡ଼ ସେଲିବ୍ରିଟି ଏହି ଡ୍ରଗ୍ସ ମାମଲାରେ ଦିନକୁ ଦିନ ଛନ୍ଦି ହେବାରେ ଲାଗିଛନ୍ତି। ପ୍ରଥମେ ବଡ଼ ବଡ଼ ହିରୋଇନ୍‌ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇସାରିଥିବା ବେଳେ ଏବେ ବଲିଉଡ୍‌ ହିରୋଙ୍କ ପାଳି ପଡ଼ିବ ବୋଲି ସୂଚନା ମିଳିଛି। ଏହି…

ଏନସିବି ଉପରେ ସାଂଘାତିକ ଅଭିଯୋଗ ଲଗାଇଲେ…

ମୁମ୍ବାଇ: ଏନସିବି ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ସିନେମା ନିର୍ମାତା କ୍ଷୀତିଜ୍ ରବି ପ୍ରସାଦଙ୍କୁ ଗିରଫ କରିଛି ।ଶନିବାର ଦିନ କ୍ଷୀତିଜ୍ ଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଏନସିବି ଗିରଫ କରିଥିଲା ।  ତାଙ୍କୁ ବର୍ତ୍ତମାନ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ସେଠାରେ…

ଅଭିନେତ୍ରୀଙ୍କ ପରେ ଅଭିନେତାଙ୍କୁ ଜେରା…

ମୁମ୍ବାଇ: ବଲିଉଡର ଡ୍ରଗ୍ସ ମାମଲାର ଗୁମର ଧିରେଧିରେ ଖୋଲିବାରେ ଲାଗୁଛି । ଅନେକ ବଡ ବଡ କଳାକାରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏନସିବି ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀ ଗିରଫ କରିଥିଲା। ତେବେ ଦୀପିକା ପାଦୁକୋନ, ସାରା ଅଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଏନସିବି ଜେରା କରିଛି। ଏବେ ଏନସିବି ନଜର…

ବଲିଉଡ୍‌ ଡ୍ରଗ୍ସ ଲିଙ୍କ : କ୍ଷିତିଜ୍…

ମୁମ୍ବାଇ :ଆଜି ଏନସିବି ବଲିଉଡ ଡ୍ରଗ୍ସ ସଂଯୋଗ ସଂପର୍କରେ ବଲିଉଡ ସହ ଜଡିତ କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି।ତାଙ୍କୁ କିଛି ଦିନ ପୂର୍ବରୁ ଏନସିବି ଦ୍ୱାରା ପଚରାଉଚରା କରାଯାଇଥିଲା ଏବଂ କ୍ଷିତିଜଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।  ଏହାର ଗୋଟିଏ ଦିନ ପୂର୍ବରୁ କ୍ଷିତିଜ ପ୍ରସାଦଙ୍କୁ ଏନସିବି ଡକାଇ…