Odisha Link
Bridging the Missing Links in Odisha
Browsing Tag

Niranjan Patnaik

କଂଗ୍ରେସ ସ୍ଥିତି ସଜାଡ଼ିବା ପାଇଁ ୧୪ରେ…

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଓଡ଼ିଶାରେ କଂଗ୍ରେସର ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ଏବଂ ସେଠାରେ ଥିବା ଜିଲ୍ଲା ସ୍ତରୀୟ ନେତା ଓ କର୍ମୀମାନଙ୍କ ସହ…

ସୁର କହିଲେ ଭୋଟ ପାଇଁ କାଳିଆ ଟଙ୍କା,…

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କାଳିଆ ଟଙ୍କା କେବଳ ଭୋଟକୁ ନଜରରେ ରଖି ବଣ୍ଟା ଯାଇଥିଲା। ଏଥିରୁ ୯୦ଭାଗ ବିଜେଡି କର୍ମୀ କାଳିଆ ଟଙ୍କା ପାଇଛନ୍ତି। ପ୍ରକୃତ…

ଦେଶରେ ଶ୍ରମିକ ହତାଶ: ନିରଞ୍ଜନ

ଭୁବନେଶ୍ବର: ଆଜି ଦେଶବ୍ୟାପି ଧର୍ମଘଟ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି।…

ଜାନୁଆରୀରେ ପିସିସି ସଭାପତି ଘୋଷଣା:…

ଭୁବନେଶ୍ବର: ଆସନ୍ତା ଜାନୁଆୟୀରେ ପିସିସି ଓ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘୋଷଣା କରାଯିବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ଦେଶରେ ଅର୍ଥନୈତିକ ସ୍ଥିତି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବା ସହିତ ବିଭିନ୍ନ ସ୍ଥାନରେ ଭାରତ ବଞ୍ଚାଅ ଢ଼ାଞ୍ଚାରେ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଶ୍ରୀ…

‘ଏଇଠି ପାଟିତୁଣ୍ଡ, ଲୋକସଭାରେ…

ଭୁବନେଶ୍ୱର: ଆଜି ଲୋକସଭାରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ବିଲକୁ ବିଜେଡିର ସମର୍ଥନକୁ ନେଇ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଉଭୟ ବିଜେଡି ଓ ବିଜେପିକୁ କଟାକ୍ଷ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,…

ବିଜେପି ଶରଣରେ ବିଜେଡି ସରକାର : ନିରଞ୍ଜନ

ଭୁବନେଶ୍ବର: ରାଜ୍ୟର କାଳିଆ ଓ କେନ୍ଦ୍ରର କିଷାନ ଯୋଜନା ମିଶିବା ପ୍ରସଙ୍ଗରେ ନିରଞ୍ଜନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, 'କାଳିଆ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ , ନିର୍ବାଚନକୁ ଆଖିରେ ରଖି କରାଯାଇଥିଲା। ଏବେ କିନ୍ତୁ ଅର୍ଥ ଅଭାବରୁ ବିଜେପି ସରକାରର ଶରଣ ପଶିଛନ୍ତି। ପୂର୍ବରୁ…

ନିରଞ୍ଜନଙ୍କୁ ନେଇ ମତ ବଦଳାଇଲେ ନେତା,…

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ମତ ବଦଳାଇଲେ ନିରଞ୍ଜନ ବିରୋଧୀ ନେତା। ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦଳିବା ଦରକାର ବୋଲି ୨ଦିନ ତଳେ କହିଥିବା ସନତ ଦାସ ଆଜି ତାଙ୍କ ମତ ବଦଳାଇଛନ୍ତି। ସେ ଗଣମାଧ୍ୟମରେ କହିଛନ୍ତି ଯେ, ଆମେ କେବେ ନିରଞ୍ଜନଙ୍କ ବିରୋଧରେ…

ଉପନିର୍ବାଚନ ପାଇଁ କଂଗ୍ରେସକୁ ମିଳିଲା…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ଲଢ଼ିବା ପାଇଁ ଜଣେ ବଦାନ୍ୟ ବ୍ୟକ୍ତି ଦଳକୁ ୧୦ ହଜାର ଟଙ୍କା ଦାନ ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କାରଣ ବିଜେପୁର ଉପନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ ନିର୍ବାଚନ ଲଢିବାକୁ ପାଣ୍ଠି ସଂଗ୍ରହ କରୁଛି କଂଗ୍ରେସ। ତେବେ…