Odisha Link
Bridging the Missing Links in Odisha
Browsing Tag

Nirmala Sitharaman

୭୫ ବର୍ଷରୁ ଅଧିକ ବୟସ ବରିଷ୍ଠ ନାଗରିକ…

ଓଏଲ୍‌ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଏକ ବଡ ସୂଚନା। ଆୟକର ରିଟର୍ଣ୍ଣ ଫାଇଲ୍ କରିବାକୁ ପଡିବନି ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଟୁଇଟ୍ କରି ଏ ବାବଦରେ ସୂଚନା ଦିଆଯାଇଥିବାବେଳେ ଏଣିକି ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ…

ବଜେଟ ୨୦୨୧-୨୨ : ରେଳବାଇ ପାଇଁ ୧, ୧୦,…

ନୂଆଦିଲ୍ଲୀ: ଆଜି ସଂସଦରେ ଚାଲିଛି ବଜେଟ ଉପସ୍ଥାପନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ। ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ରହିଛି। ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ…

ବଜେଟ -୨୦୨୧-୨୨: ଶିକ୍ଷା ପାଇଁ ୩୭୬୦…

ନୂଆଦିଲ୍ଲୀ : ଆଜି ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା ଚାଲିଛି। ଏହାର ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ୧୦୦ଟି ସୈନିକ ସ୍କୁଲ ପ୍ରତିଷ୍ଠା ସଂପର୍କରେ ଘୋଷଣା କରିଛନ୍ତି କରିଛନ୍ତି ଅର୍ଥମନ୍ତ୍ରୀ।ଏଥିପାଇଁ ଘରୋଇ କ୍ଷେତ୍ରର ସହାୟତା ନିଆଯିବ।…

ନିର୍ମଳା ସୀତାରମଣ: ସହରୀ ଗରିବ ପାଇବେ…

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବଙ୍କ ପାଇଁ ତିଆରି ହବ ପକ୍କା ଘର। ମୋଟ ୧୨ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମନିର୍ଭର ଭାରତ ୩.୦ ସମ୍ପର୍କରେ ଘୋଷଣାବେଳେ ଅର୍ଥମନ୍ତ୍ରୀ ଏଭଳି ଖୁସି ଖବର…

ନୂଆ କର୍ମଚାରୀଙ୍କ ଇପିଏଫ୍ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରା ରମଣ ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ…

ଦେଶର ଆର୍ଥିକ ଅବସ୍ଥା ସୁଧୁରୁଛି:…

ନୂଆଦିଲ୍ଲୀ: କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରା ରମଣ ଏହାର ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶରେ କରୋନା…

ଦିପାବଳୀ ପୂର୍ବରୁ ପୁଣି ଏକ ଆର୍ଥିକ…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଉପରେ ଥିବା ଆର୍ଥିକ ଚାପ ହ୍ରାସ କରିବାକୁ କେନ୍ଦ୍ର ସରକାର ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି। ଏହି କ୍ରମରେ ପୁଣିଥରେ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର। ଦିପାବଳୀ…

ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ୍…

ନୂଆଦିଲ୍ଲୀ: ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ ଜମାଖାତାକୁ ଆଧାର ସହ ଯୋଡ଼ିବା ଓ ଆବଶ୍ୟକସ୍ଥଳେ ପାନ କାର୍ଡ଼ ସହ ସଂଯୋଗ କରିବା ପାଇଁ ବ୍ୟାଙ୍କ ସମୁଦାୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ସହିତ ରୁ-ପେ କାର୍ଡ଼କୁ ଗ୍ରାହକମାନଙ୍କ ନିମନ୍ତେ ପ୍ରଥମ ବିକଳ୍ବ ଭାବରେ…

କେନ୍ଦ୍ର ସରକାରଙ୍କର ପୂଜା ଭେଟି: ମିଳିବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ପୂଜା ଭେଟି। ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ଯୋଜନାରେ ସମସ୍ତ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବେ କେନ୍ଦ୍ର ସରକାର। ଏନେଇ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ସରକାରଙ୍କ ଅର୍ଥବ୍ୟବସ୍ଥାରେ ଆବଶ୍ୟକତାକୁ ବଢାଇବା ପାଇଁ ଆଜି ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା…

ନିର୍ମଳାଙ୍କ ଋଣ ପେଡ଼ି: କୃଷି ଭିତ୍ତିଭୂମି…

ନୂଆଦିଲ୍ଲୀ: ଗତକାଲି ଭଳି ଆଜି ମଧ୍ୟ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୩ୟ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି କୃଷି କ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ଘୋଷଣା…