Odisha Link
Bridging the Missing Links in Odisha
Browsing Tag

Oath ceremony

ନିର୍ବାଚନ ପୂର୍ବରୁ ନବୀନଙ୍କ ନୂଆ ଟିମ୍,…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଅଦଳବଦଳ ହେଲା ରାଜ୍ୟ ମନ୍ତ୍ରିମଣ୍ଡଳ। ଶପଥ ନେଲେ ୩ ନୂଆ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାରାଣ୍ଡି ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି, ଆଜି…

ଭୁବନେଶ୍ୱର: ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବାନେଇ ଏବେ…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନିଜର ୩ୟ ଇନିଂସ ଆରମ୍ଭ କରିବେ ମମତା। ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୋଟ ୨୧୧ଟି ଆସନରେ ଜିତି ପୂର୍ଣ୍ଣ ବହୁମତ…

ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ମୁତୟନ ହୋଇଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଆମେରିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜାନୁଆରୀ ୨୦ରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ ଏହି…

ଆଜି ଶପଥ ନେବେ ନୀତୀଶ

ପାଟନା: ଆଜି ଶପଥ ନେବେ ନୀତୀଶ କୁମାର। ଆଜି ଅପରାହ୍ନରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ। ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ନୀତୀଶଙ୍କ ଚତୁର୍ଥ ପାଳି ହେବ। ବିହାର ଏନ୍‌ଡିଏ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ନୀତୀଶ କୁମାରଙ୍କୁ ନେତା ନିର୍ବାଚିତ କରାଯାଇଛି।…

କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ; ଏଯାଏଁ…

ପୁନେ: ଆସନ୍ତା କାଲି କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ ଉତ୍ସବ। ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍‌ ନେତା ଅରବିନ୍ଦ। କିନ୍ତୁ ଏପର୍ଯ୍ୟନ୍ତ କେଜ୍ରିୱାଲ୍‌ଙ୍କ ଶପଥଗ୍ରହଣ ଉତ୍ସବକୁ ଅନ୍ନାଙ୍କୁ ନିମନ୍ତ୍ରଣ କରାଯାଇନାହିଁ।ଅନ୍ନାଙ୍କ ଜଣେ ଘନିଷ୍ଠ କହିଛନ୍ତି ଯେ, କେଜ୍ରିୱାଲଙ୍କ ଶପଥ…

ଶପଥ ଗ୍ରହଣ ଉତ୍ସବକୁ କୁନି…

ନୂଆଦିଲ୍ଲୀ: ଆସନ୍ତା ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ହେବ। ଏଥି ନେଇ ପାର୍ଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଉଛି, ଏଥର ଦିଲ୍ଲୀ ରାଜ୍ୟ ସରକାରଙ୍କ…