Odisha Link
Bridging the Missing Links in Odisha
Browsing Tag

Odisha Assembley

ରାଜ୍ୟରେ ଅଛନ୍ତି ୧୦,୦୦୦ ଦେହଜୀବୀ, କେଉଁ…

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ୧୦ ହଜାରରୁ ଅଧିକ ଦେହଜୀବୀ। ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସବୁଠାରୁ ଆଗରେ ଅଛି ବାଲେଶ୍ୱର ଜିଲ୍ଲା। ରାଜ୍ୟରେ ୧୦,୨୧୦ ଦେହଜୀବୀ ଅଛନ୍ତି। ରାଜ୍ୟରେ ସର୍ବାଧିକ ୧୦୫୦ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ…

ଧାନ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଧାନ ସଂଗ୍ରହକୁ ନେଇ ବିଧାନସଭାରେ ଆଜି ଉଦବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳ ଓ ଶୂନ୍ୟକାଳରେ ସବୁ ଦଳର ସଦସ୍ୟମାନେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି। ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି। ସମସ୍ତ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲୀ ଭିତିରେ ସମବାୟ ମନ୍ତ୍ରୀ ତୁରନ୍ତ…

ରାଜ୍ୟରେ ବଢ଼ୁଛି ଦୁଷ୍କର୍ମ ମାମଲା,…

ଭୁବନେଶ୍ବର: ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି। ଏସବୁ ସତ୍ତ୍ବେ ରାଜ୍ୟରେ ନାରୀ ନିର୍ଯାତନା ମାମଲା ଦିନକୁ ଦିନ ବଢ଼ି ଚାଲିଛି। ୨୦୧୯ ମସିହାରେ ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର…

ଅସୁରକ୍ଷିତ ଗଜରାଜ, ୩ ବର୍ଷରେ ମଲେଣି…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୧୯୭୬ଟି ହାତୀ ରହିଛନ୍ତି ବୋଲି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଆଜି ଗୃହକାର୍ଯ୍ୟ ଚାଲିଥିବା ବେଳେ ରାଜ୍ୟରେ ହାତୀ ସଂଖ୍ୟା କେତେ ରହିଛି ଓ ବିଗତ ୩ ବର୍ଷ ମଧ୍ୟରେ କେତେ ହାତୀଙ୍କର ମୃତ୍ୟୁ ହୋଇଛି ଏବଂ ସେମାନଙ୍କର…

ବିଧାନସଭା: ଭାଷା ପାଇଁ ହୋହାଲ୍ଲା

ଭୁବନେଶ୍ୱର: ରାଜ୍ୟର ମାତୃଭାଷା ଓଡ଼ିଆକୁ ନେଇ ବିଧାନସଭାରେ ହୋହାଲ୍ଲା। ଓଡ଼ିଆ ଭାଷାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବେହଳା ନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି। ଓଡ଼ିଆ ଭାଷା ପାଇଁ କେନ୍ଦ୍ର ଅନୁଦାନ ନମିଳିବା ନେଇ କଂଗ୍ରେସ ବିଧାୟକ ତାରାବାହିନୀ ପତି କ୍ଷୋଭ ପ୍ରକାଶ କରିଥିଲେ।…

ଅଧିବେଶନ ଆରମ୍ଭ ହେଉ ହେଉ ଆସନରୁ ଉଠି…

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍। ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ସଦସ୍ୟ। ନିଜ ଆସନରେ ଛିଡା ହୋଇ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କଲେ। ଆଉ…

ସମ୍ବଲପୁର ଗସ୍ତରେ ବିଧାନସଭା ଷ୍ଟାଣ୍ଡିଂ…

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଆସିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ ଜଣିଆ ଟିମ୍। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ସମ୍ବଲପୁରର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଛି। ବୈଠକରେ ଶକ୍ତି, ରାଜସ୍ବ ଓ ଅବକାରୀ ବିଭାଗକୁ ନେଇ ସମୀକ୍ଷା…

ବିଧାନସଭା: ଫେବୃଆରୀ ପ୍ରଥମ ସପ୍ତାହରେ…

ଭୁବନେଶ୍ବର: ୨୦୨୦ ମସିହାର ଫେବୃଆରି ପଥ୍ରମ ସପ୍ତାହରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ। ବର୍ଷର ପ୍ରଥମ ଅଧିବେଶନ ହୋଇ ଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା (୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେଶନ ପ୍ରାରମ୍ଭରେ ଅଭିଭାଷଣ ପ୍ରଦାନ କରିବେ। ଏଥିରେ ରାଜ୍ୟପାଳ…

ଏମସିଏଲରେ ନିଯୁକ୍ତି

ଭୁବନେଶ୍ୱର: ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖଣିବିଭାଗକୁ ରୁଲିଂ ଦେଇଛନ୍ତି। ଏମସିଏଲରେ ନିଯୁକ୍ତି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବାଚସ୍ପତି ଏହି ରୁଲିଂ ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ବିଧାନସଭରେ ଏମସିଏଲରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା। ବିଜେଡି ବିଧାୟକ କିଶୋର…

କୃଷି, ଋଣ ଚାଷୀ ଆତ୍ମହତ୍ୟା କାରଣ ନୁହେଁ

ଭୁବନେଶ୍ୱର: ରାଜ୍ୟ ଚାଷୀ ଆତ୍ମହତ୍ୟା ଚାଷ କ୍ଷତି ବା ଋଣ ଜନିତ ନୁହେଁ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଉତ୍ତରଦେଇ ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଚାଷୀ ଆତ୍ମହତ୍ୟା କୃଷି ଓ ଋଣ…