Odisha Link
Bridging the Missing Links in Odisha
Browsing Tag

Odisha Assembley

ଏଣିକି ଅନଲାଇନରେ ହେବ ବିଧାନସଭାର…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କାର୍ଯ୍ୟ ଶୈଳୀ ବଦଳୁଛି। ଏହାରି ମଧ୍ୟରେ ବଦଳିଛି ବିଧାନସଭାର କାର୍ଯ୍ୟକରିବାର ଶୈଳୀ। ଏଣିକି ବିଧାନସଭାର ସବୁ କାମ ଅନଲାଇନରେ ହେବା ନେଇ ନିଆଯାଇଛି ନିଷ୍ପତ୍ତି। ଏଥିପାଇଁ ପୂରା ବିଧାନସଭାକୁ ଇ-ବିଧାନସଭା କରାଯିବା ସହିତ ପୂରା ବିଧାନସଭାକୁ…

ବିଧାନସଭାରେ ପ୍ରଦୀପ ମହାରଥୀଙ୍କ…

ଭୁବନେଶ୍ବର: ଆଜି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ନେଇ ଶୋକପ୍ରସ୍ତାବ ଆଗତ କରାଯାଇଛି। ଏନେଇ ଗୃହରେ ଶୋକପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ବରିଷ୍ଠ ବିଜେଡି ନେତା ତଥା…

ବିଧାନସଭା: କରୋନାକୁ ନେଇ ମୁଲତବି ନୋଟିସ୍

ଭୁବନେଶ୍ବର: ବିଧାନସଭା ଅଧିବେଶନର ଆଜି ହେଉଛି ଦ୍ବିତୀୟ ଦିନ। ଆଜି ବିଧାନସଭାରେ ବିରୋଧୀ ମାନେ କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ମୁଲତବି ନୋଟିସ୍‌ କରିଛନ୍ତି। ଏହା ସହିତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସରକାରଙ୍କ ଉଦାସୀନତା ସମ୍ପର୍କରେ ବି ନୋଟିସ୍‌ରେ ଉଲ୍ଲେଖ ହୋଇଛି। ଏନେଇ ମୁଲତବି…

ବିଧାନସଭା: ସବୁ ବିଧାୟକଙ୍କର ହେବ କରୋନା…

ଭୁବନେଶ୍ବର: ବିଧାନସଭା ଅଧିବେଶନ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଲା ବିଧାନସଭା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫମାନଙ୍କର କରୋନା ଟେଷ୍ଟ କରାଯିବ। ଯେବେ…

ଶେଷ ହେଲା ବଜେଟ ଅଧିବେଶନ

ଭୁବନେଶ୍ବର: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଷୋଡ଼ଶ ବିଧାନନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର…

ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିା ବଜେଟ ଅଧିବେଶନରେ ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍। ଏ ନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଆଜିଠୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ବୋଲି ଶ୍ରୀ ଶତପଥୀ କହିଛନ୍ତି।…

ବିଧାନସଭାରେ ବାୟୋମେଟ୍ରିକ ମନା

ଭୁବନେଶ୍ବର: ସାର ବିଶ୍ବରେ କରୋନା କାୟା ମେଲାଉଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି। ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ…

ବିଧାନସଭା ଆରମ୍ଭରୁ ଗୃହରେ ଉଠିଲା ୟେସ୍‌…

ଭୁବନେଶ୍ବର: ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନର ଆରମ୍ଭ ହୋଇଛି। ଆଜି ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦିବଗଂତ ବିଧାୟକମାନଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିରୋଧୀଦଳ ନେତା ପ୍ରଦିପ୍ତ କୁମାର ନାୟକ ଏବଂ କଂଗ୍ରେସ ବିଧାୟକ ଦଳ…

ବିଧାନସଭା: ସରିଲା ପ୍ରଥମ ପର୍ଯ୍ୟାୟ…

ଭୁବନେଶ୍ବର: ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତକାଲି ଶେଷ ହୋଇଛି। ଚଳିତମାସ ୧୪ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତ ବଜେଟ୍ ଅଧିବେଶନକୁ ଆସନ୍ତା ମାର୍ଚ୍ଚ ୧୧ ତାରିଖ ପୂର୍ବାହ୍ନ…

ଏଣିକି ଟିପ ନୁହେଁ ଆଇରିସ୍‌: ମନ୍ତ୍ରୀ

ଭୁବନେଶ୍ବର : ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ସୁବିଧା ପାଇଁ ଏଣିକି ନୂଆ ବ୍ୟବସ୍ଥା ହେବ। ଯେଉଁମାନଙ୍କ ଟିପ ଚିହ୍ନ ଆସୁନାହିଁ, ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ହେବ।  ଟିପ ଚିହ୍ନ ବାଧ୍ୟତାମୂଳକ ନିୟମକୁ କୋହଳ କରାଯିବ ବୋଲି  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…