Odisha Link
Bridging the Missing Links in Odisha
Browsing Tag

Odisha Assembley

ଶୀତ ଅଧିବେଶନରେ ଅର୍ଚ୍ଚନା ନାଗ ନିଆଁ,…

ଓଏଲ୍‌ ବ୍ୟୁରୋ : ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ହିଁ ଗୃହ ସରଗରମ। ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ଉଠାଇ ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ କଂଗ୍ରେସ ଓ ବିଜେପି। କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା ମୋହନ ମାଝୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।…

ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଷୋଡ଼ଶ ବିଧାନସଭାର ୧୧ ତମ ଅଧିବେଶନ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତଥର ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି।

ଆଜି ଚାଲିବ ତ ବିଧାନସଭା

ଭୁବନେଶ୍ବର: ବିଧାନସଭାର ଶୀତ କାଳୀନ ଅଧିବେଶନର ଆଜି ହେଉଛି ୭ମ ଦିନ। ହେଲେ ଗତ ୬ ଦିନ ହେଲା ଗୃହ ଅଚଳ। ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ତାତି। ବିରୋଧୀଙ୍କ ହଟ୍ଟଗୋଳ ଲାଗି ୬ ଦିନ ହବେ ଗୃହ ଚାଲିପାରୁନାହିଁ। ଏସବୁ ମଧ୍ୟରେ ଆଜି ଚାଲିବ ତ ବିଧାନସଭା। ସେ ନେଇ ବିଚାରବିମର୍ଶ ଜାରି ରହିଛି। ଆଉ…

ବିଧାନସଭା: ଓଡିଶା ପଞ୍ଚାୟତ ସଂଶୋଧନ ବିଲ୍…

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଫିଟିଲା ବାଟ। କାରଣ ଆଜି ବିଧାନସଭାରେ ପାରିତ ହେଲା ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଲ୍ ୨୦୨୧ । ଏହି ବିଲ୍ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ…

ପୌର ନିର୍ବାଚନ ପାଇଁ ବାଟ ଫିଟିଲା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଫିଟିଲା ବାଟ। ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍‌ ସଂଶୋଧନ ବିଲ୍‌ ୨୦୨୧। ବିଲ୍‌ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଏହାର ଅର୍ଥାତ୍‌ ସଂରକ୍ଷଣ ବ୍ୟବସ୍ଥା…

ବିରୋଧୀଙ୍କ ଭିତରେ ବାଗୁଡ଼ି ଖେଳ ଚାଲିଛି:…

ଭୁବନେଶ୍ବର: ଆଜି ହେଉଛି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଆଜି ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ନେଇ ନାରାବାଜି ଓ ହୋହଲ୍ଲା।ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ। ଏପରିକି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ…

ବିଧାନସଭା ଆଜି ବି ଅଚଳ

ଭୁବନେଶ୍ବର: ଆଜି ହେଉଛି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଆଜି ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ନେଇ ନାରାବାଜି ଓ ହୋହଲ୍ଲା।ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ। ଏପରିକି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ…

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହୋଇଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ଅଭିଭାଷଣ ଦେଇ କହିଛନ୍ତି ଯେ, ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ…

ସମୟ ଦେଇନାହାନ୍ତି, ମାଗିଛି ଓଡ଼ିଶା!

ଭୁବନେଶ୍ବର: କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ନୂଆ ମୋଡ଼ ନେଇଛି। ଆନ୍ଧ୍ର ଜବାବ ପ୍ରତି ଜବାବ ପାଇଁ ରାଜ୍ୟ୪ ସପ୍ତାହା ସମୟ ମାଗିଛି। ସୁପ୍ରିମକୋର୍ଟଙ୍କ ଠାରେ ରାଜ୍ୟ ୪ ସପ୍ତାହ ସମୟ ମାଗିଥିବା ଏନେଇ ସୂଚନା ମିଳିଛି। ଆଜି ବିଧାନସଭାରେ ମୁଲତବି ଆଲୋଚନାରେ ଉତ୍ତ ଦେଇଛନ୍ତି…

ଏଣିକି ନଥିବିହୀନ ହେବ ବିଧାନସଭା

ଭୁବନେଶ‌୍ବର: ବିଧାନସଭାରେ ଆଉ ଦେଖିବାକୁ ମିଳିବନି ଗଣ୍ଡା ଗଣ୍ଡା ଫାଇଲ୍‌। ଏଣିକି କାଗଜଶୂନ୍ୟ ହୋଇ ଡିଜିଟାଲରେ ଚାଲିବ ବିଧାନସଭା। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭାର ସମସ୍ତ ବିବରଣୀ, ବିଭିନ୍ନ ସମ୍ବାଦପତ୍ର ଓ ପତ୍ର ପତ୍ରିକାରେ ପ୍ରତାଶିତ ଖବର ଏଣିକି ଡିଜିଟାଲ…