Odisha Link
Bridging the Missing Links in Odisha
Browsing Tag

Odisha High Court

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରାଦୀପରେ…

ଓଏଲ୍‌ ବ୍ୟୁରୋ: ହାଇକୋର୍ଟଙ୍କ ବଡ଼ ରାୟ। ପାରାଦ୍ବୀପ ବନ୍ଦରରେ ଅଟକିଥିବା ଏମ୍‌.ଭି ଦେବୀ ଜାହଜ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରାୟ ଶୁଣାଇ…

ଆଜି ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି। ଜଷ୍ଟିସ ଚକ୍ରଧାରରୀ ଶରଣ ସିଂ ଆଜି ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ସକାଳ ୧୦ଟା ସମୟରେ ଶ୍ରୀ ଶପଥ ଗ୍ରହଣ କରିବେ ବୋଲି ହାଇକୋର୍ଟ ପ୍ରୋଟୋକଲ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି। ମହାମହିମ ରାଜ୍ୟପାଳ ରଘୁବର ଦାସ ଶପଥପାଠ କରାଇବେ।…

ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲା:…

କଟକ: ଅର୍ଥତତ୍ତ୍ବ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆସିଲା ବଡ଼ ଖବର। ଚିଟ୍‌ଫଣ୍ଡ ଠକେଇର ମାଷ୍ଟରମାଇଣ୍ଡ ପ୍ରଦୀପ ସେଠୀଙ୍କୁ ମିଳିଲା ଜାମିନ। ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଏହି ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ଏଟି…

ଜଷ୍ଟିସ ଏସ୍ ମୁରଲୀଧର ହେବେ ଓଡ଼ିଶା…

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏସ୍‌ ମୁରଲୀଧର। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିଶ କରିଛି। ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସ୍ଥାନ ନେବେ। ତେବେ ଜଷ୍ଟିସ୍ ମୁରଲୀଧର ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ…

ସ୍କୁଲ ଫି’ ମାମଲା, ସତ୍ୟପାଠ ଦାଖଲ କଲେ…

କଟକ: ଆଜି ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ହ୍ରାସ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଫି’ ନିୟନ୍ତ୍ରଣ କରିବାର କ୍ଷମତା ସରକାରଙ୍କର ନାହିଁ ବୋଲି ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏଥିସହ ସହ ଏହି ମାମଲାର ଶୁଣାଣି…

ଆଦିତ୍ୟ ଦାସ ମୃତ୍ୟୁ ମାମଲା:…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। କ୍ରାଇମବ୍ରାଞ୍ଚ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିନପାରିଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଆସନ୍ତା ୧୧ ତାରିଖ ସୁଦ୍ଧା ଅପଡେଟ ଷ୍ଟାଟସ ରିପୋର୍ଟ ଦେବାକୁ ହାଇକୋର୍ଟ…

ହାଇକୋର୍ଟ ନାମ ବଦଳ ପାଇଁ ନୂଆ ମୁଖ୍ୟ…

ଭୁବନେଶ୍ବର: ସେଣ୍ଟର ଫର ପଲିସି, ଗଭର୍ଣାନ୍ସ ଆଣ୍ଡ ଆଡଭୋକେସି (CPGA)ର ଅଧ୍ୟକ୍ଷ ତଥା ପୂର୍ବତନ ଓଡ଼ିଶା ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି। ଗତକାଲି ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ମହମ୍ମଦ ରଫିକ‌ଙ୍କୁ ସେ…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି…

ଭୁବନେଶ୍ବର: ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ମହମ୍ମଦ ରଫିକ୍। ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବର ଲୋକସେବା ଭବନରେ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ…

ଆଜି ଶପଥ ନେବେ ସଞ୍ଜୀବ କୁମାର…

କଟକ : ଆଜି ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେବେ ସଞ୍ଜୀବ କୁମାର ପାଣିଗ୍ରାହୀ। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଶ୍ରୀ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇବେ।ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସଞ୍ଜୀବ କୁମାର…

ଓଡ଼ିଶା ହାଇକୋର୍ଟ ପ୍ରଥମ ମହିଳା ମୁଖ୍ୟ…

ଭୁବନେଶ୍ବର: ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।। ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ କୁମାରୀ ଜଷ୍ଟିସ ପଣ୍ଡା। ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ…