Odisha Link
Bridging the Missing Links in Odisha
Browsing Tag

Odisha

ଭୁବନେଶ୍ୱରରେ ବିଲ୍‌ ଗେଟ୍‌ସ; ବସ୍ତି…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଭୁବନେଶ୍ୱର ମାଆ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଲ୍ ଗେଟ୍ସ ଫାଉଣ୍ଡେସନର ସହଯୋଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଜାରି। ଘରକୁ ଘର ଯାଇ ବସ୍ତି…

ଏଣିକି ଓଡ଼ିଶାରେ ପ୍ରତିବର୍ଷ କରାଯିବ ବାଘ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା। ରିପୋର୍ଟ ଅନୁସାରେ, ଓଡିଶାର ଜଙ୍ଗଲରେ ୩୦ଟି ବାଘ ଏବଂ ୮ ଛୁଆଙ୍କ ଉପସ୍ଥିତି ରହିଛି। ପୂର୍ବରୁ ୨୦ଟି ବାଘ ଥିବାବେଳେ ବର୍ତ୍ତମାନ ତାହା ବର୍ତ୍ତମାନ ବୃଦ୍ଧି ପାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ ଦ୍ୱାରା ଖୁସି ବ୍ୟକ୍ତ କରିଛନ୍ତି। ତେବେ ଓଡ଼ିଶାରେ…

ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ +୨…

ଓଏଲ୍‌ ବ୍ୟୁରୋ: ମେ' ୧୫ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ହେବ। ଏକା ଦିନରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ। ନିର୍ବାଚନକୁ ଦେଖି ମେ’ ୧୫ ଭିତରେ…

ଓଡ଼ିଶା ସୀମାନ୍ତରେ ଏନକାଉଣ୍ଟର; ୪…

ଓଏଲ୍‌ ବ୍ୟୁରୋ: ଡିଆରଜି ଯବାନଙ୍କୁ ସଫଳତା। ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ୪ ମାଓବାଦୀ ନିପାତ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜାଙ୍ଗାଲା ଥାନା ଛୋଟେ ତୁଙ୍ଗାଲି ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଘଟଣା ପରେ ଡିଆରଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପେରସନ ଜାରି ରହିଛି। ବିପୁଳ…

+୨ ବିଜ୍ଞାନ ପରୀକ୍ଷାରେ ତ୍ରୁଟି: ତଦନ୍ତ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବୋର୍ଡର ଯୁକ୍ତ ଦୁଇ ପରୀକ୍ଷା ଜାରି ରହିଛି। ଏହାରି ମଧ୍ୟରେ ଯୁକ୍ତ ୨ ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହା ପରେ ପରୀକ୍ଷାରେ ତ୍ରୁଟି ଥିବା ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ। ପରୀକ୍ଷାରେ ଆଉଟ ଅଫ୍‌…

ସ୍ବାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ; ୧୫…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ। ଏଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି। ଆମ ହସ୍ପିଟାଲ…

ରାଜ୍ୟରେ ୮୬ଟି ଜଳାଶୟର ରୂପାନ୍ତରଣ…

ଓଏଲ୍‌ ବ୍ୟୁରୋ: ଲୋକଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ଉନ୍ନତି ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ୧୬ଟି ସହରରେ ୮୬ଟି ଜଳାଶୟ ରୂପାନ୍ତରଣ କରାଯାଉଛି। ଚାଷ ଜମିକୁ ଉର୍ବରତାରେ ସହାୟକ ହେଉଥିବା ଜଳାଶୟକୁ ଉନ୍ନତ କରିବା ପାଇଁ ବ୍ୟବସ୍ତା କରାଯାଉଛି। ତେବେ ଆଜି ୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ…

ଅସହ୍ୟ ତାତିରୁ ମିଳିଛି ତ୍ରାହି; ରାଜ୍ୟର…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହୋଇଥିଲା ପାରଦ। ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ଅସ୍ତବ୍ୟସ୍ତ କରୁଥିବାବେଳେ ବର୍ଷା ହୋଇଛି। ଏହା ପରେ ତାପମାତ୍ରାରେ ପରିବର୍ତ୍ତନ ଆସିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ କୋହଲା ରହିଛି। ଯାହା ଦ୍ୱାରା ଅସହ୍ୟ ତାତିରୁ ମିଳିଛି ତ୍ରାହି…

କଣ୍ଟିଲୋକୁ ଏନ୍‌ଏସି ମାନ୍ୟତା, ଘୋଷଣା…

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା କଣ୍ଟିଲୋବାସୀଙ୍କ ପାଇଁ ଖୁସି ଖବର। କାରଣ କଣ୍ଟିଲୋକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ମାନ୍ୟତା। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାଫଳରେ ନୟାଗଡ଼ ଜିଲ୍ଲାରେ ଏନ୍‌ଏସି ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଜିଲ୍ଲାର…

ରାଜ୍ୟରେ ୩୪ଟି ନୂଆ ଏନ୍‌ଏସି ଓ ୫ଟି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯାଇଥିବା ଘୋଷଣା…