ହୁ ହୁ ହୋଇ ଜଳିଗଲା ବସ୍, ଅଳ୍ପକେ…
ଓଏଲ୍ ବ୍ୟୁରୋ: ଢେଙ୍କାନାଳରେ ଘଟିଥିବା ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ହୁ ହୁ ହୋଇ ନିଆଁ ଲାଗି ଜଳିଗଲା ବସ୍ ଜଳିଯାଇଛି। ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ବସ୍ ଜଳିଯାଇଛି। ବସ୍ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ…