Odisha Link
Bridging the Missing Links in Odisha
Browsing Tag

Odogaon

ଓଡ଼ଗାଁ ରଘୁନାଥ ଜୀଉଙ୍କର ଚିତ୍ରକୁଟ ବେଶ

ଓଡ଼ଗାଁ: ଆଜି ଓଡ଼ଗାଁ ରଘୁନାଥ ମନ୍ଦିରରେ ପ୍ରଭୁ ରଘୁନାଥ ଜୀଉ ଚିତ୍ରକୁଟ ବେଶରେ ସୁସଜ୍ଜିତ ହୋଇଛନ୍ତି। ଚିତ୍ରକୁଟରେ ଭରତ ଆସି ରାମଚନ୍ଦ୍ରଙ୍କୁ ଭେଟି ବନବାସରୁ ଲେଉଟି ରାଜ୍ୟକୁ ଯିବା ପାଇଁ ରାମଙ୍କୁ ଅନୁରୋଧ କରିଥିଲେ। ମଧ୍ୟପ୍ରଦେଶଠାରେ ରହିଛି ଏହି ସ୍ଥାନ। ଚିତ୍ରକୁଟ ପାଖରେ ଅଛି ରାମ ଘାଟ ଯେଉଁଠି…

ଓଡ଼ଗାଁ ରଘୁନାଥ ଜୀଉଙ୍କର ବନବାସ ବେଶ

ନୟାଗଡ଼: କରୋନାର ପ୍ରଭାବ ଯୋଗୁଁ ନୟାଗଡ଼ ଜିଲ୍ଲାବାସୀ ଲକ୍‌ଡାଉନ୍‌ରେ ଥିବା ସତ୍ତ୍ୱେ ସ୍ଥାନୀୟ ରଘୁନାଥ ମନ୍ଦିରରେ ଶ୍ରୀ ରଘୁନାଥ ଜୀଉଙ୍କର ନୀତିକାନ୍ତି ନିର୍ଦ୍ଦିଷ୍ଟ ନିଯୁକ୍ତ ସେବୟତମାନଙ୍କ ଦ୍ୱାରା ନିୟମିତ କରାଯାଉଛି। ଆଜି ଯାତ୍ରାର ଷଷ୍ଠ ଦିନରେ ଶ୍ରୀ ରଘୁନାଥ ଜୀଉ ବନବାସ ବେଶରେ ସୁସଜ୍ଜିତ ହୋଇଛନ୍ତି।…

ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳରେ ବିଶୋଧନ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ପରିସର ତଥା କ୍ଵାରେଣ୍ଟାଇନ ୱାର୍ଡକୁ ଆଜି ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ବିଶୋଧନ କରାଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ବିଶୋଧନ କରାଯାଇଥିଲା। ସବୁ ସ୍ଥାନରେ ହାଇଡ୍ରୋକ୍ଲୋରାଇଡ଼ ଏବଂ…

ଓଡ଼ଗାଁ ରଘୁନାଥଙ୍କ ଅହଲ୍ୟା ଉଦ୍ଧାର ବେଶ

ନୟାଗଡ଼: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜେ ରଘୁନାଥ ଜୀଉ ମନ୍ଦିରରେ ଆଜି କାମଦା ଏକାଦଶୀ ତିଥିରେ ଅହଲ୍ୟା ଉଦ୍ଧାର ବେଶ ଅନୁଷ୍ଠିତ…

୫ଟଙ୍କିଆ ଆହାର ଖାଇଲେ ମନ୍ତ୍ରୀ ଅରୁଣ…

ନୟାଗଡ଼: ଆହାର କେନ୍ଦ୍ରରେ ୫ଟଙ୍କିଆ ମିଲ ଖାଇଲେ କୃଷି ମନ୍ତ୍ରୀ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଗସ୍ତ ସମୟରେ ମନ୍ତ୍ରୀ ଅରୁଣ ସାହୁ ଓଡ଼ଗାଁ ସ୍ଥିତ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଥିଲେ। ସାଧାରଣ ଲୋକଙ୍କ ପରି ଧାଡ଼ିରେ ଠିଆ ହୋଇ ପ୍ରଥମେ ୫ଟଙ୍କା ଦେଇ କୁପନ ଆଣିଥିଲେ। ପରେ ଲାଇନରେ ଠିଆ ହୋଇ ଖାଇବା…

ଓଡ଼ଗାଁରେ ଅରୁଣ ସାହୁଙ୍କ ଜନଶୁଣାଣି,…

ଓଡ଼ଗାଁ: ପ୍ରତି ରବିବାର ଭଳି ଆଜି ମଧ୍ୟ ଜନଶୁଣାଣି କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ଆଜି ସକାଳୁ ନୟାଗଡ଼ର ଓଡ଼ଗାଁ ବ୍ଲକରେ ଜନଶୁଣାଣି ସମାବେଶ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଓଡ଼ଗାଁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଜନଶୁଣାଣି ଅବସରରେ ନିର୍ବାଚନ…