Odisha Link
Bridging the Missing Links in Odisha
Browsing Tag

Padampur Bypoll

ଦଳ ଛାଡ଼ୁ ଛାଡ଼ୁ ବିସ୍ଫୋରକ ବୟାନ ଦେଲେ…

ଓଏଲ୍‌ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ଆରମ୍ଭ ହେଲାଣି ରାଜନୈତିକ ବୟାନବାଜି। ଦୁଇ ଦିନ ତଳେ ବିଜେପି ଶିବିର ଛାଡ଼ି ବିଜେଡି ଶିବିରରେ ଶଙ୍ଖ ଫୁଙ୍କିଥିବା ରାଜୁ ଘିବେଲା ଦେଇଛନ୍ତି ବିସ୍ଫୋରକ ବୟାନ। ଦଳ ଛାଡ଼ିବା ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ…

ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ହେଲେ…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଦଳ ପୁଣିଥରେ କରିଛି ଭରସା। ଶ୍ରୀ ସାହୁଙ୍କୁ ପ୍ରାର୍ଥୀ କରାଯିବା ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ସତ୍ୟଭୂଷଣ ସାହୁ…

ରାଜୁ ଘିବେଲାଙ୍କୁ ବିଜେଡିର ଗୁରୁ ଦାଇତ୍ୱ

ଓଏଲ୍ ବ୍ୟୁରୋ : ଆସୁଛି ପଦ୍ମପୁର ଉପନିର୍ବାଚନ ବଢୁଛି ରାଜନୈତିକ ଉଷ୍ମତା। ବିଜେପି ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ପାର୍ଥି ସ୍ଥିର କରିନାହାନ୍ତି । ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ସ୍ୱାଧୀନ ପାର୍ଥି ରାଜୁ…

ପଦ୍ମପୁର ଉପନିର୍ବାଚନ: ବିଜେଡି ଟିକେଟ୍‌…

ଓଏଲ୍‌ ବ୍ୟୁରୋ: ଧାମନଗର ଫଳାଫଳ ପରେ ଏବେ ପଦ୍ମପୁର ଫାଇଟ୍‌ ଉପରେ ସମସ୍ତଙ୍କ ନଜର। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି ଅଙ୍କକଷା। ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତିନି ଦଳ କେଉଁ ପ୍ରାର୍ଥୀକୁ ଟିକେଟ୍‌ ଦେବେ ସେ ନେଇ ଆରମ୍ଭ ହୋଇଛି…

ପଦ୍ମପୁର ପାଇଁ ପ୍ରସ୍ତୁତି, ବିଜେଡି ମଙ୍ଗ…

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ପରାଜିତ ହୋଇଥିବା ବିଜୁ ଜନତା ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ କଲାଣି ଅଙ୍କକଷା। ନିର୍ବାଚନ ପାଇଁ ୧୦ ତାରିଖ ବାହାରିବ ବିଧିବଦ୍ଧ ବିଜ୍ଞପ୍ତି। ତାପୂର୍ବରୁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ଏଥିସହିତ ସ୍ଥାନୀୟ ନେତାଙ୍କ ଉପରେ ଭରସା ରଖି ଗୁରୁ…