Odisha Link
Bridging the Missing Links in Odisha
Browsing Tag

Patakura Elcetion

ସାବିତ୍ରୀଙ୍କୁ ବିଜେଡ଼ି ସୁପ୍ରିମୋ ଦେଲେ…

ଭୁବନେଶ୍ବର : ବିଜେଡିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ବହୁମାତ୍ରାରେ ବିଜେଡିକୁ ଜିତାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୁଣି ଥରେ ବିଶ୍ୱାସ କରି ବିଜେଡିକୁ ବିପୁଳ ମାତ୍ରାରେ ଜନମତ ଦେଇଥିବାରୁ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।…

ମୁଁ ଜିତିବି ବୋଲି ମୋର ଭରସା ଥିଲା:…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ଶେଷରେ ବାଜି ମାରିଛି ବିଜେଡ଼ି। ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ସାବିତ୍ରୀ ଅଗ୍ରଓ୍ବାଲ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲା ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜୟ ମହାପାତ୍ରଙ୍କ ଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ…

ପାଟକୁରା ବିଧାନସଭା ନିର୍ବାଚନରେ…

କେନ୍ଦ୍ରାପଡ଼ା : ସବୁ ଚର୍ଚ୍ଚାର ଅବସାନ ଘଟିଛି। ପାଟକୁରା ନିର୍ବାଚନରେ ବାଜି ମାରିଲେ ବିଜେଡ଼ି ପ୍ରାର୍ଥୀନି ସାବିତ୍ରୀ ଅଗ୍ରଓ୍ବାଲ। ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାଜିତ କରିଛନ୍ତି। ସମସ୍ତ ୧୮ ରାଉଣ୍ଡ ଗଣତି ସୁଦ୍ଧା ସାବିତ୍ରୀ ଅଗ୍ରଓ୍ୱାଲ୍ ୧୭,୬୫୫ରେ ଆଗୁଆ ରହିଛନ୍ତି। ବର୍ତମାନ…

ପାଟକୁରା ନିର୍ବାଚନ ଫଳାଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରିରହିଛି । ପ୍ରଥମ ରାଉଣ୍ଡ: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୮୩୫ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ ମିଳିଛି । ପ୍ରଥମେ ବିଜେଡ଼ି ଗଡ଼…

ଆସନ୍ତାକାଲି ପ୍ରକାଶ ପାଇବ ପଟକୁରା…

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ଆସନ ଲାଗି ଆସନ୍ତାକାଲି ହେବ ଭୋଟ ଗଣତି । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡ଼ା ଅଟୋନମସ କଲେଜରେ ଇଭିଏମ ଗୁଡିକୁ କଡ଼ା ସୁରକ୍ଷା ମଧ୍ୟରେ…

ପାଟକୁରା ଭୋଟ : ୧ଟା ସୁଦ୍ଧା ୪୨% ମତଦାନ

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି । ତେବେ ଗୋଟିଏ ସୁଦ୍ଧା ୪୨% ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୨ % ମତଦାନ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ୨୬% ମତଦାନ ହୋଇଥିଲା…

ମତଦାନ ସାବ୍ୟସ୍ତ କଲେ ବିଜେଡି-ବିଜେପିର…

କେନ୍ଦ୍ରାପଡ଼ା : ଆଜି ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନରେ ପଡୁଛି ଭୋଟ୍ । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟାରେ କାଁ ଭାଁ କେତୋଟି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଭୋଟିଂ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ସୁରୁଖୁରରେ ନିଜ ମତ ସାବ୍ୟସ୍ତ କରୁଛନ୍ତି ମତାଦାତା ।…

ପାଟକୁରା ନିର୍ବାଚନ : ସକାଳ ୯ଟା ସୁଦ୍ଧା…

କେନ୍ଦ୍ରାପଡ଼ା : ପାଟକୁରାରେ ଚାଲିଛି ଭୋଟ ଗ୍ରହଣ ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ଏହି ସୂଚନା ଦିଆଯାଇଛି । ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବର୍ଷା ସତ୍ୱେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ…

ଆଜି ପାଟକୁରା ନିର୍ବାଚନ : ୧୦…

କେନ୍ଦ୍ରାପଡା : ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯିବ। ନିର୍ବାଚନ ମଇଦାନରେ ଥିବା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର।୩୦୯ ବୁଥରେ ୨ ଲକ୍ଷ ୩୭ ହଜାର ୫୯୯ ଜଣ ଭୋଟର ସେମାନଙ୍କର ମତଦାନ କରିବେ। ପାଟକୁରା କାହାର ସେନେଇ ତିନି ପ୍ରମୁଖ ରାଜନୈତିକ…

ଭୋଟ ସମୟରେ ସିସିଟିଭି ଲାଗାଇବାକୁ ଦାବି…

କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନକୁ ମଝିରେ ରହିଲା ମାତ୍ର ଗୋଟିଏ ଦିନ। ଏହାରି ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ଓ ବିଜେଡ଼ି ଦଳ । ପାଟକୁରା ଭୋଟ ସମୟରେ ବୁଥରେ ସିସିଟିଭି ଲଗାଇବାକୁ ବିଜେପି ଦାବି କରିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ ସିସିଟିଭି ଲାଗାଇବାକୁ…