Odisha Link
Bridging the Missing Links in Odisha
Browsing Tag

PEN IN Books

“ଭୁବନେଶ୍ବର@୭୫ :…

ଭୁବନେଶ୍ବର: ବିଗତ ୧୦ ବର୍ଷ ଭିତରେ ଭୁବନେଶ୍ବର ସହରର ଦ୍ରୁତ ବିକାଶ ଘଟିଛି। ତେବେ ସହରର ଉନ୍ନତିରେ ସରକାରଙ୍କର ଯେତିକି ଦାୟିତ୍ବ, ନାଗରିକଙ୍କର ଦାୟିତ୍ବ ମଧ୍ୟ ତତୋଧିକ। ଭୁବନେଶ୍ବରର ବିକାଶ ପାଇଁ ନାଗରିକ ସମାଜର ସହଭାଗିତା ଜରୁରୀ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ପେନ୍‌ ଇନ୍‌ ବୁକ୍ସ…

ମୁଖ୍ୟମନ୍ତ୍ରୀଙ୍କ ୨୫ ବର୍ଷ ରାଜନୀତିର…

ଭୁବନେଶ୍ବର: ଦୀର୍ଘ ୨୫ ବର୍ଷ ଧରି ରାଜନୀତିେର ଅବିଚଳିତ ଓ ଅଲଂଘ୍ୟ ହୋଇ ରହିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଚିନ୍ତାଧାରା ବିରଳ। ଜନତାଙ୍କ ପ୍ରିୟଭାଜନ ହୋଇ ନିରନ୍ତର ସଫଳତା ହାସଲ କରିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୁଞ୍ଜି ହେଉଛି ପ୍ରଗତି ଓ ସରଳତା। ତାଙ୍କ ରାଜନୈତିକ ସ୍ଥିରତା…

ବିଶ୍ବ ପୁସ୍ତକମେଳାରେ ପେନ୍‌ ଇନ୍‌ ବୁକ୍ସ…

ନୂଆଦିଲ୍ଲୀ: ବିଶ୍ବ ପାଠକଙ୍କ ପାଖରେ ଓଡ଼ିଆ ସାହିତ୍ୟ ପହଞ୍ଚିବାରେ ଏବେ ବି ଅନ୍ୟ ଭାରତୀୟ ଭାଷା ତୁଳନାରେ ପଛରେ ପଡ଼ିଛି। ପ୍ରକାଶକୀୟ ଦକ୍ଷତା ସାଙ୍ଗକୁ ବ୍ୟାପକ ପୁଞ୍ଜିନିବେଶ ଓ ପ୍ରବୀଣ ଅନୁବାଦକ ଗୋଷ୍ଠୀଙ୍କ ସହାୟତାରେ ଆମ ସାହିତ୍ୟକୁ ଓଡ଼ିଶା ବାହାରେ ପ୍ରସାରିତ କରିହେବ ବୋଲି ମତବ୍ୟକ୍ତ କରିଛନ୍ତି ବରିଷ୍ଠ…

ଆଜି ଯୁବ ଲେଖକ ପୁରସ୍କାର ସମାରୋହ,…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଆଜି ସଂଧ୍ୟାରେ ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ…

୯ରେ ଯୁବ ଲେଖକ ପୁରସ୍କାର ସମାରୋହ,…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ଫେବ୍ରୁଆରୀ ମାସ ୯ ତାରିଖ ସଂଧ୍ୟାରେ ସ୍ଥାନୀୟ…

ବନ୍ଦନା ପଣ୍ଡାଙ୍କ ‘ଫେରନ୍ତା ଗାଡ଼ି ଓ…

ଭୁବନେଶ୍ବର: ବହିର ଜନ୍ମ ଗୋଟେ ନକ୍ଷତ୍ରର ଜନ୍ମ ପରି। ସବୁ ନକ୍ଷତ୍ର ଉଜ୍ବଳ ଦେଖାଯାନ୍ତିନି। ସେହିଭଳି ପ୍ରତିକୂଳ ପରିସ୍ଥିତିରେ ଅନେକ ଲେଖକ ଲେଖିକା ମରିଯା’ନ୍ତି। ଜଣେ ନାରୀ ଲେଖିକାର ଜୀବନ ବହୁତ କଠିନ। କାରଣ ପରିବାରର ସମସ୍ତ ଜଞ୍ଜାଳ ଭିତରେ ସେ ତା’ର ସୃଷ୍ଟି ସରଞ୍ଚନା କରିଥାଏ। ଆଜି ଲେଖିକା…

ରାଜ୍ୟପାଳଙ୍କ ନୂଆବହି ‘କି ସୁନ୍ଦର…

ଭୁବନେଶ୍ବର: ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସଦ୍ୟତମ ଓଡ଼ିଆ ପ୍ରବନ୍ଧ ସଂକଳନ 'କି ସୁନ୍ଦର ଆହା କି ଆନନ୍ଦମୟ' ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ବିଭିନ୍ନ ସାମାଜିକ ଓ ବୌଦ୍ଧିକ ପ୍ରସଙ୍ଗ ଉପରେ ଖବରକାଗଜମାନଙ୍କରେ ପୂର୍ବରୁ ପ୍ରକାଶିତ ରାଜ୍ୟପାଳଙ୍କ ଆଲେଖଗୁଡ଼ିକ ଏକାଠି କରି ଏ…

ଗୌରହରି ଦାସଙ୍କ ଗଳ୍ପ ସଂକଳନ…

ଭୁବନେଶ୍ବର: ପେନ୍‌ ଇନ୍ ବୁକ୍ସ ପ୍ରକାଶିତ ପ୍ରସିଦ୍ଧ କଥାକାର ଗୌରହରି ଦାସଙ୍କ ଗଳ୍ପ ସଂକଳନ 'ଅଧିମୋକ୍ଷ ଓ ଅନ୍ୟାନ୍ୟ ଗଳ୍ପ' ଉନ୍ମୋଚିତ ହୋଇଯାଇଛି। ଶନିବାର ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠୋର ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ପେନ୍‌ ଇନ୍‌ ବୁକ୍ସ ଷ୍ଟଲ୍‌ (ଷ୍ଟଲ୍‌ ନଂ ୯)…

୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୧ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ମାର୍ଚ୍ଚ ମାସ ୭ ତାରିଖ ସଂଧ୍ୟାରେ ସ୍ଥାନୀୟ…

ପଞ୍ଚାନନ ଦାଶଙ୍କ ସ୍ମୃତିପୁସ୍ତକ…

ଭୁବନେଶ୍ବର: ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ସ୍ଥାନୀୟ ହୋଟେଲ ସ୍ୱସ୍ତି ପ୍ରିମିୟମ ପରିସରରେ ଉନ୍ମୋଚିତ ହୋଇଯାଇଛି। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ…