Odisha Link
Bridging the Missing Links in Odisha
Browsing Tag

petrol pump blast

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା:…

ଭୁବନେଶ୍ୱର: ରାଜଧାନୀର ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡଏନଏ ରିପୋର୍ଟ ଆସିଛି। ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ମିଳିଥିବା ମାଂସ ଖଣ୍ଡ ଓ ହାଡ଼କୁ ଜବତ କରି ଫରେନସିକ ଲାବକୁ ପଠାଯାଇଥିଲା। ନିଖୋଜ ସୀମାଞ୍ଚଳ ପରିଡାଙ୍କ ପରିବାର ଲୋକଙ୍କ ସାମ୍ପୁଲ ବି ନିଆଯାଇଛି। ତେବେ…

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ତଦନ୍ତ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି। ଆଜି ପେଟ୍ରୋଲିୟମ ମନ୍ତ୍ରାଳୟର ୪ ଜଣିଆ ଟିମ୍ ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଛନ୍ତି। ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ୍ ଟାଙ୍କି କାହିଁକି ଫାଟିଲା, କେମିତି ଫାଟିଲା, କାହା ଅବହେଳା ଏଥି ପାଇଁ ଦାୟୀ, ତାର…

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା, ଡିଏନଏ…

ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା। ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ ପାଇଁ ନିଖୋଜ ସୀମାଞ୍ଚଳଙ୍କ ପରିବାର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସୀମାଞ୍ଚଳଙ୍କ ବାପା, ମାଆ ଓ ଭାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସୀମାଞ୍ଚଳଙ୍କ ବାପା କହିଛନ୍ତି ଯେ, ବିସ୍ଫୋରଣ ପାଇଁ…

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ: ଖୋଲା ହେଲା…

ଭୁବନେଶ୍ବର : ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ଫରେ ଗତକାଲି ବିସ୍ଫୋରଣ ଘଟିଥିଲା ।ତେବେ କମିଶନରେଟ ପୁଲିସ ଅପରେସନ ଶେଷ ହେବା କଥା କହିଛନ୍ତି । ରାଜ ରାସ୍ତା ସଂଧ୍ୟା ୭ଟାରୁ ଖୋଲା ହେଲା କିନ୍ତୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି। ତେବେ ପୁଲିସ ଜନ ସାଧାରଣଙ୍କୁ ଅପରେସନରେ…

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ: ମୃତକଙ୍କ…

ଭୁବନେଶ୍ୱର: ଗତକାଲି ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିଲା। ଏହି ମାମଲାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କଲା ଇଣ୍ଡିଆନ୍‌ ଅଏଲ୍। ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥିସହ ଏହି ଘଟଣାରେ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୧…

ମାଂସ ଖଣ୍ଡର ଡିଏନଏ ଟେଷ୍ଟ ହେବ: କମିଶନର

ଭୁବନେଶ୍ୱର: ଗତକାଲି ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ୍ ପଠାଯାଇଥିବାବେଳେ ମାଂସ ଖଣ୍ଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ। ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।…

ଲିକେଜରୁ ନିଆଁ ଲାଗି ବିସ୍ଫୋରଣ: ପେସୋ

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ତାହା ହେଲା ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣାର ପ୍ରାଥମିକ ତଦନ୍ତ ପରେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି…

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ଜଣେ ମୃତ

ଭୁବନେଶ୍ବର: ଭୁବନେଶ୍ବର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଦୁଃଖଦ ଖବର ଆସିଛି। ଗୁରୁତର ୨ ଜଣଙ୍କ ମଧ୍ୟର ଜଣଙ୍କର ଚିକିତ୍ସାଧୀନ ବେଳେ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ଏସସିବି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ମୃତକ ଜଣଙ୍କ ହେଲେ ଗଞ୍ଜାମର ସତ୍ୟ ନାୟକ। ଆଜି ଭୋରରୁ…

ବିପଦମୁକ୍ତ ହେଲା ରାଜଭବନ ପେଟ୍ରୋଲ୍‌…

ଭୁବନେଶ୍ବର: ଭୁବନେଶ୍ବର ରାଜଭବନ ପେଟ୍ରୋଲ ପମ୍ପ ଅଞ୍ଚଳ ଆଜି ସଂପୂର୍ଣ୍ଣ ବିପଦମୁକ୍ତ ହୋଇଛି। ଏନେଇ ଟ୍ବିଟ୍‌ କରି ସୂଚନା ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। ଡିଜିଙ୍କ କହିବା ଅନୁଯାୟୀ କାଲିର ବିସ୍ଫୋରଣ ପରେ ଟ୍ୟାଙ୍କରରୁ ଏଲପିଜି ଗ୍ୟାସ୍‌ ବାହାର କରାଯାଇଛି। ବିଳମ୍ବିତ ରାତିରେ ଆଇଓସିଏଲ୍‌ ଟିମ୍‌…

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ଅପରାଧିକ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏନେଇ…