Odisha Link
Bridging the Missing Links in Odisha
Browsing Tag

Pipili By-election

ପିପିଲି ଉପନିର୍ବାଚନ ପାଇଁ ପୁଣି କସରତ…

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ପରେ ପୁଣି ସକ୍ରିୟ ହୋଇଛନ୍ତି ଉଭୟ ନେତା ଓ କର୍ମୀ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ନୂଆ ପ୍ରାର୍ଥୀ ଦେବ କଂଗ୍ରେସ। ୫ ରୁ ୭ ଜଣ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବେଳେ ୨ରୁ ୪ ଦିନ ମଧ୍ୟରେ ଦଳ ପ୍ରାର୍ଥୀ…

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା…

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହେଲା ସାନି ତାରିଖ। ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍। ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ପିପିଲି…

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ପୁରୀ: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ପରଲୋକ ଘଟିଛି। ଏଥିପାଇଁ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ। ଆସନ୍ତା ୧୭ ତାରିଖରେ ହୋଇଥାନ୍ତା ପିପିଲି ଉପନିର୍ବାଚନ। ତେବେ କଂଗ୍ରେସ ପ୍ରାର୍ଥୀ…

ନିର୍ଦ୍ଧାରଣ ହେବ ସାନି ତାରିଖ: ସିଇଓ

ଭୁବନେଶ୍ବର: ପିପିଲି କଂଗ୍ରେସ ପ୍ରର୍ଥୀଙ୍କ ଦେହାନ୍ତ ପରେ ସିଇଓ ସୂଚନା ଦେଇଛନ୍ତି। ଏନେଇ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ। ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପିପିଲି ଉପନିର୍ବାଚନରେ…

ପିପିଲି ଉପନିର୍ବାଚନ: ପ୍ରଚାର ମୈଦାନକୁ…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଜୋର ଧରିଛି ପ୍ରଚାରପ୍ରସାର। ସବୁ ଦଳ ନିଜ ପାର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର କରୁଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପିପିଲି ଉପନିର୍ବାଚନ…

ପିପିଲି ଉପ-ନିର୍ବାଚନ: ମୁତୟନ ହେବେ ୩…

ପିପିଲି: ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ଏନେଇ ଅତିରିକ୍ତ ପୁଲିସ ମହାନିର୍ଦେଶକ ଯଶୋବନ୍ତ ଜେଠୱା ପିପିଲି ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇ ସେଠାକାର ଆଇନ୍‍, ଶୃଙ୍ଖଳା ପରିସ୍ଥିତି…

ପିପିଲି ଉପନିର୍ବାଚନରେ ୧୦ ପ୍ରାର୍ଥୀ:…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ମଇଦାନରେ ୧୦ ଜଣ ପ୍ରାର୍ଥୀ ଲଢ଼େଇ କରିବେ। ଆଜି ପିପିିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଥିଲା । ଯେଉଁଥିରେ ମୋଟ ଦଶଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡାନ୍ତ ହୋଇଥିବା ସିିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ପିପିଲି…

୪ ବରିଷ୍ଠ ନେତାଙ୍କୁ ପିପିଲି ଦାୟିତ୍ୱ…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି। ଆଜିଠୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ୪ ବରିଷ୍ଠ ନେତାଙ୍କୁ ପିପିଲି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଂଜୟ ଦାସବର୍ମାଙ୍କୁ ପିପିଲି…

ପିପିଲି ଉପନିର୍ବାଚନ ପାଇଁ ବିଜେପିର…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ଏବେ ସରଗରମ ହୋଇ ଉଠିଛି। ଏହାରି ମଧ୍ୟରେ ଆଜି ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ୩୦ ଜଣିଆ ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ମହାରଥୀଙ୍କ ପରିବାରରୁ ଜଣଙ୍କୁ ଟିକେଟ…

ଭୁବନେଶ୍ୱର: ଆଗକୁ ପିପିଲି ଉପନିର୍ବାଚନ। ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇନଥିଲେ ହେଁ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା ଲାଗିରହିଛି। ଏହାରି ମଧ୍ୟରେ ଆଜି ପିପିଲି ଉପ-ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମହାରଥୀଙ୍କ ପରିବାରରୁ…