Odisha Link
Bridging the Missing Links in Odisha
Browsing Tag

Piyush Goyal

୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା…

ଓଏଲ୍‌ ବ୍ୟୁରୋ: ଅଗାମାୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ଆଜି ୨ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୭୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ହେଲେ ପ୍ରଥମ ଥର…

ଧର୍ମେନ୍ଦ୍ରଙ୍କ ଚିଠି-ପୀୟୁଷଙ୍କ ଉତ୍ତର;…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସରକାର ରାଜ୍ୟରୁ ଅଧିକ ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସୁଥିଲେ। ଏଥିରେ ଏବେ ଅନ୍ତ ଘଟିବାକୁ ଯାଉଛି। କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ଗତ ୧୬ତାରିଖରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅବଗତ କରିବା ପରେ ସେ…

ସମସ୍ତ ରେଳ ଷ୍ଟେସନରେ ମିଳିବ ମଟକା ଚା’:…

ନୂଆଦିଲ୍ଲୀ : ପ୍ଲାଷ୍ଟିକ ମୁକ୍ତ ଭାରତ ଗଢିତୋଳିବା ପାଇଁ ସରକାର ବିଭିନ୍ନ ପହକ୍ଷେପ ନେଉଛନ୍ତି। ଏହି ଦିଗରେ ଆଉ ପାଦେ ଆଗେଇ ଭାରତୀୟ ରେଳବାଇ ବିଭାଗ। ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍‌ ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ଯେ, ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ୍‌ ବଦଳରେ ଏଣିକି…

ପୀୟୂଷ ଗୋଏଲଙ୍କୁ ଖାଉଟି ବ୍ୟାପାର…

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ଵାନଙ୍କ ପରଲୋକ ପ​‌ରେ ତାଙ୍କ ବିଭାଗ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ବ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଦାନ କରାଯାଇଛି। ପୀୟୂଷଙ୍କ ପାଖରେ ବର୍ତ୍ତମାନ ରେଳ ମନ୍ତ୍ରଣାଳୟ ସହିତ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର…

ଷ୍ଟେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ…

ନୂଆଦିଲ୍ଲୀ: ଏଣିକି କାଉଣ୍ଟରରେ ମିଳିିବ ଟ୍ରେନ୍‌ ଟିକେଟ୍। ଆସନ୍ତା ୨/୩ ଦିନ ମଧ୍ୟରେ ପୂର୍ବପରି ଷ୍ଟେସନ କାଉଣ୍ଟରରେ ଟ୍ରେନ ଟିକେଟ ମିଳିବ। ଏନେଇ ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଦେଶର ୧.୭ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟିକେଟ ମିଳିବ ବୋଲି ସେ କହିଛନ୍ତି। ଏହାଛଡ଼ା…

ଭଲ ଖବର: ଜୁନ ପହିଲାରୁ ଚାଲିବ ନନ୍-ଏସି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ବିରୋଧ ଲଢ଼େଇ ମଧ୍ୟରେ ଭଲ ଖବର। ଜୁନ୍‌ ୧ ତାରିଖରୁ ସାରା ଦେଶରେ ୨୦୦ଟି ନନ୍‌ ଏସି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ। https://twitter.com/PiyushGoyal/status/1262767697441353728 ପ୍ରତିଦିନ ଦେଶରେ…

ସଂସଦରେ ଦୌଡିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ଦୌଡିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜି ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଆଖପାଖରେ ଥିବା ଲୋକ ଗୋଏଲଙ୍କୁ ଚାହିଁ ରହିଥିଲେ। କେହି କିଛି ବୁଝିବା ଆଗରୁ ଗୋଏଲ ଲୋକସଭା ଭିତରକୁ…

କଟକ ଡିଜିଏଫ୍ଟି ଶାଖା କାର୍ଯ୍ୟାଳୟ…

ନୂଆଦିଲ୍ଲୀ: ବୈଦେଶିକ ବାଣିଜ୍ୟ ନିର୍ଦ୍ଦେର୍ଶାଳୟ(ଡିଜିଏଫ୍‌ଟି)ର କଟକ ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ପାଇଁ ତଥା ସ୍ଥାନାନ୍ତରଣ ନିଷ୍ପତିର ପୁର୍ନବିଚାର କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ବର: ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବା ଅନୁରୋଧକୁ ରକ୍ଷା କରି ଏହାକୁ ସ୍ୱୀକୃତି ଦେଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ବ୍ୟବସ୍ଥା…