Odisha Link
Bridging the Missing Links in Odisha
Browsing Tag

Politics

ରାଜସ୍ଥାନରେ ରାଜନୈତିକ ହଟଚମଟ, ହାତ…

ଜୟପୁର: ମହାମାରୀ କରୋନା ସଙ୍କଟ ମଧ୍ୟରେ ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ଯୋଜନା ଓ ବିଧାୟକଙ୍କୁ କିଣାବିକା ହେଉଥିବା ଅଭିଯୋଗ ମଧ୍ୟରେ ଶନିବାର ରାତି ପର୍ଯ୍ୟନ୍ତ ରାଜନୈତିକ ହଟଚମଟ ଜାରି ରହିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ରାଜସ୍ଥାନର…

ମଧ୍ୟପ୍ରଦେଶ: ୨୯ ଦିନ ପରେ ଶପଥ ନେଲେ ୫…

ଭୋପାଳ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଲଢ଼େଇ କରୁଛି। ଏହାରିମଧ୍ୟରେ ଆଜି ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ୫ ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ମଧ୍ୟାହ୍ଣରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ୫ ଜଣ…

ମଧ୍ୟପ୍ରଦେଶ: ରାତି ଅଧିଆ ଇସ୍ତଫା ଦେଲେ…

ଭୋପାଲ: ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ମଧ୍ୟପ୍ରଦେଶରେ ପୁଣିଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି। ଗତକାଲି ରାତିରେ ବିଜେପିର ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କ୍ଷମତାକୁ ଆସିବା ପରେ ହିଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ସକ୍ରିୟ ହୋଇ ଆଜି ବିଧାନସଭା…

ପ୍ରଥମ ପ୍ରାଥମିକତା କରୋନା: ଶିବରାଜ

ଭୋପାଲ: ସାରା ଦେଶ କରୋନା ଭାଇରସର ମୁକାବିଲା କରୁଥିବା ବେଳେ ମଧ୍ୟପ୍ରଦେଶରେ ପୁଣିଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି। ଗତକାଲି ରାତିରେ ବିଜେପିର ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ଶପଥ ନେବା ପରେ ପରେ ହିଁ ତାଙ୍କ ଶୁଭେଚ୍ଛୁଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ…

ମଧ୍ୟପ୍ରଦେଶ: ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଭୋପାଲ: କ୍ଷମତା ପାଇଁ ମଧ୍ୟପ୍ରଦେଶରେ ୧ମାସ ଧରି ଚାଲିଥିଲା ମହାନାଟକ। ଆଜି ଏହି ମହାନାଟକରେ ଜବନୀକା ପଡ଼ିଲା। ଆଜି ମଧ୍ୟପ୍ରଦେଶ ମୁୁଖ୍ୟମନ୍ତ୍ରୀ ଭାବେ ବିଜେପିର ଶିବରାଜ ସିଂହ ଚୌହାନ ଶପଥ ନେଇଛନ୍ତି। ଶପଥ କାର୍ଯ୍ୟକ୍ରମ ରାଜଭବନରେ ଅନୁଷ୍ଠିତ ହୋଇଥିଲା। ଶିବରାଜ ସିଂହ ଚୌହାନଙ୍କୁ ପଦ ଓ ଗୋପନୀୟତାର ଶପଥ…

ମଧ୍ୟପ୍ରଦେଶ ରାଜନୀତି: ରାତି ଅଧରେ…

ଗୁରୁଗ୍ରାମ: ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହେଲା ରାଜନୈତିକ ହଟଚମଟ। ରାତିଅଧରେ ଚାଲିଲା ହାଇଭୋଲଟେଜ ଡ୍ରାମା। ଏପରିକି ବିଜେପି ମଧ୍ୟରାତ୍ରିରେ କଂଗ୍ରେସ ବିଧାୟକ ଓ ବିଏସପି ବିଧାୟକଙ୍କୁ ନେଇ ଗୁରୁଗ୍ରାମର ଏକ ହୋଟଲେରେ ଅଟକ ରଖିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏଥିସହିତ କଂଗ୍ରେସ ଅଭିଯୋଗ କରିଛି…

୨୦ ଫେବୃଆରୀରୁ ପ୍ରଶାନ୍ତ କିଶୋରଙ୍କ…

ପାଟନା: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କ ସହଥିବା ସମ୍ବନ୍ଧକୁ ନେଇ ପ୍ରଥମେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ନୀତୀଶ କୁମାର ମୋର…

ସୋନିଆ-ଶରଦ ସାକ୍ଷାତକାର, ପାୱାର କହିଲେ.

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶରଦ ପାଓ୍ବାର। ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ସୋନିଆଙ୍କ ସହ ମହାରାଷ୍ଟ୍ର…

ଏନ୍‌ଡିଏର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ…

ନୂଆଦିଲ୍ଲୀ: ଏନ୍‌ଡିଏ ମେଣ୍ଟର ଅସ୍ଥିତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେଣ୍ଟର ଅନ୍ୟତମ ଅଙ୍ଗ ଶିବସେନା ନେତା ସଞ୍ଜୟ ରାଉତ। ସେ କହିଛନ୍ତି ପୁରୁଣା ଏନ୍‌ଡିଏ ଏବଂ ଏବେର ଏନ୍‌ଡିଏ ମଧ୍ୟରେ ଫରକ ଅଛି। ସେ କହିଛନ୍ତି, ଏହି ମେଣ୍ଟର ଅନ୍ୟତମ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ ଏହି ମେଣ୍ଟ ଛାଡ଼ି ଦେଇଛନ୍ତି ନଚେତ…

କର୍ଣ୍ଣାଟକ: ଆଜି ବିଧାନସଭାରେ ସୁପର ଓଭର

ବେଙ୍ଗାଲୁରୁ: ଜୁଲାଇ ୬ରୁ ଦୀର୍ଘ ୧୨ ଦିନ ଧରି ଚାଲିଛି କର୍ଣ୍ଣାଟକରେ ରାଜନୈତିକ ଡ୍ରାମା। ଆଜି ଅନ୍ତ ହେବ ୧୨ ଦିନର ଡ୍ରାମା। ଆଜି କୁମାରସ୍ୱାମୀ-କଂଗ୍ରେସର ମିଳିତ ସରକାର ଆସ୍ଥା ଭୋଟର ସାମ୍ନା କରିବ। ଏଭଳି ସ୍ଥିତିରେ ଯଦି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହେବ ନାହିଁ ଏବଂ ସେମାନେ ଆସ୍ଥା ଭୋଟରେ…