Odisha Link
Bridging the Missing Links in Odisha
Browsing Tag

pond

ପୋଖରୀରୁ ମିଳିଲା ଭୋଟ୍ ବାକ୍ସ

ନୟାଗଡ : ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋତିସାହି ପୋଖରୀରୁ ମିଳିଛି ଭୋଟ୍ ବାକ୍ସ। ଏହି ବକ୍ସଟି ଗୋପାଳ ସ୍ବାଇଁ ଙ୍କୁ ମାଛ ଧରୁଥିବା ସମୟରେ ମିଳିଛି। ଭୋଟ୍ ବାକ୍ସରେ ଓଏସଇସି ଲେଖା ହୋଇଥିବା ସୂଚନା ମିଳିଛି ।ତେବେ ଦୁଇଟି ବାକ୍ସ କେଉଁ ବୁଥ୍ ଓ ନିର୍ବାଚନର ଜଣା ପଡ଼ିନାହିଁ । ପ୍ରକାଶ ଯେ, ନୟାଗଡ ଜିଲ୍ଲା…

ଛତିଶଗଡ଼ ଦଖଲରେ ଓଡ଼ିଶା ପୋଖରୀ, ପାଣି ପାଇଁ…

ବରଗଡ଼: କୋଟିଆ ପରେ ରାଜ୍ୟରେ ଆହୁରି ଏଭଳି ସ୍ଥାନ ଅଛି ଯାହାକୁ ପଡ଼ୋଶୀ ରାଜ୍ୟ ଦଖଲ କରିବାକୁ କରୁଛି ପ୍ରୟାସ। ଦୀର୍ଘଦିନ ଧରି କୋଟିଆକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଓଡ଼ିଶା ମାଟିରେ ପଡ଼ୋଶୀ ରାଜ୍ୟର ଦଖଲ ଉଦ୍ୟମକୁ ନେଇ ସାମ୍ନାକୁ ଆଉ ଏକ ଖବର। ଖାଲି ରାସ୍ତାଘାଟ ନୁହେଁ ଓଡ଼ିଶାର ଏକ ପୋଖରୀକୁ ବି…

ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର…

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ଡା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ

ପାଇକମାଳ: ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବିଶ୍ବାମିତ୍ର ଭୋଇ। ତାଙ୍କର ବୟସ ୫୨ ବର୍ଷ ।ଏହି ଦୁର୍ଘଟଣାଟି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଛେତେଙ୍ଗା ପଞ୍ଚାୟତ ବ୍ରାହ୍ମଣଢିହି ଗ୍ରାମର ଏକ ପୋଖରୀରେ ଘଟିଛି। ସୂଚନାଅନୁସାରେ , ବିଶ୍ଵାମିତ୍ର ଗତକାଲି ଦିନ ସକାଳୁ ଗାଁ…

ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର: ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ଛାତ୍ର ଦୁଇ ଜଣ ହେଲେ ତୁଳଙ୍ଗ ଗାଁର ନବମ ଶ୍ରେଣୀର ଛାତ୍ର ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ। ସୂଚନା ମୁତାବକ, ଆୟୁଷ ବିଶ୍ବାଳ ଓ…

ପଖନାଗୁଡ଼ା ଗ୍ରାମରେ ବୃଦ୍ଧ ମୃତ

ନବରଙ୍ଗପୁର : ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଚିଯାଇଛି । ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ବୃଦ୍ଧ ଜଣକଙ୍କ ନାମ ସମଦୁ ଗଣ୍ଡ ଓ ତାଙ୍କର ବୟସ ୬୦ । ଡାବୁଗାଁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ…