Odisha Link
Bridging the Missing Links in Odisha
Browsing Tag

PPE Kit

ବରଯାତ୍ରୀ ଦେଖି ପିପିଇ କିଟ୍‌ ପିନ୍ଧି…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତାରେ ଦେଶବାସୀ। ଏପରିକି ଦେଶରେ ଦୈନିକ ୨ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏପରିକି ଦେଶର କିଛି ସ୍ଥାନରେ ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେବାରେ ଲାଗିଛି। ଅନ୍ୟପଟେ…

କରୋନା ଅଟକାଇ ପାରିଲାନି ବାହାଘର, ପିପିଇ…

ମଧ୍ୟପ୍ରଦେଶ: ଦେଶରେ କରୋନା ସଂକ୍ରମଣ ହାର ହୁହୁ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କରୋନା ପଜିଟିଭ୍‌ ହୋଇ ମଧ୍ୟ ବାହା ହୋଇଛନ୍ତି ବରକନ୍ୟା। ବାହାଘର ଅଟକାଇ ପାରିଲାନି କରୋନା। ପିପିଇ କିଟ୍ ପିନ୍ଧି ବାହା ହେଲେ ବରକନ୍ୟା। ଏହିଭଳି ଅନନ୍ୟ ବାହାଘର ହୋଇଛି ମଧ୍ୟପ୍ରଦେଶରେ। ସୁଚନାଯୋଗ୍ୟ, ବର କରୋନା…

ପିପିଇ କିଟ୍ ଓ ମାସ୍କ ଦୁର୍ନୀତି ମାମଲା,…

ଭୁବନେଶ୍ୱର: ପିପିଇ କିଟ୍‌ ଓ ମାସ୍କ କିଣାରେ ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ। ଏନେଇ ଗତକାଲି ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ମଧ୍ୟରେ ପ୍ରାରମ୍ଭିକ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶକ ଦେଇଛନ୍ତି। ଏହି ଦୁର୍ନୀତି ପ୍ରାଥମିକ ତଦନ୍ତ ଲୋକାୟୁକ୍ତ…

ପିପିଇ କିଟ୍ ପିନ୍ଧି ବିବାହ କଲେ ବର…

ରାଜସ୍ଥାନ: କରୋନା ମହାମାରୀ ସମୟରେ ସୀମିତ ଅତିଥୀଙ୍କୁ ନେଇ ବିବାହ ଉତ୍ସବ ହେଉଥିବା ବେଳେ ଏକ ଅଦ୍ଭୁତ ବିବାହ ସାମନାକୁ ଆସିଛି। ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି ବର କନ୍ୟା। ଏଭଳି ବିବାହ ରାଜସ୍ଥାନର ବାରା କେଲଓ୍ବାଡା କୋଭିଡ୍ କେନ୍ଦ୍ରରେ ହୋଇଛି। ଏହି ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ…

ସାବାସ୍‌ ସାମ୍ବାଦିକ: ପିପିଇ ପିନ୍ଧି…

ବ୍ରହ୍ମପୁର: ବର୍ତ୍ତମାନ ମହାମାରୀ ସମୟରେ ସାଧାରଣ ଜନତାଙ୍କୁ ନିରନ୍ତର ଖବର ପରସି କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା ସାଜିଥିବା ସାମ୍ବାଦିକ ପୁଣି ଥରେ ଭିନ୍ନ କାରଣ ପାଇଁ ପ୍ରଶଂସିତ ହୋଇଛନ୍ତି। କରୋନା ସଂକରମଣ ଭୟରେ ଜଣେ ବୃଦ୍ଧଙ୍କ ଶବସତ୍କାର ପାଇଁ ସ୍ଥାନୀୟ ଜନତା ଅସହଯୋଗ କରୁଥିବା ବେଳେ ଆଗେଇ ଆସିଥିଲେ ୪…

ଧୋକା ଦେଲା ଚାଇନା ମାଲ, କାମ କରୁନି ୫୦…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି ମହାମାରୀ କରୋନା ଭାଇରସ୍। ଏପରିକି ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୧୨,୦୦୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାରି ମଧ୍ୟରେ ଭାରତ ଚୀନଠାରୁ ଦେଢ଼ କୋଟି ପିପିଇ କିଟସ୍‌ର…