Odisha Link
Bridging the Missing Links in Odisha
Browsing Tag

Prakash Mishra

ହାଇଦର ଖସିବା ପଛରେ ବଡ଼ ଲୋକଙ୍କ ହାତ:…

ଭୁବନେଶ୍ୱର: କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର। ପୁଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା ପରେ ଆଜି ରାଜ୍ୟ ସରକାରଙ୍କୁ ବିଜେପି ଘେରିଛି। ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରକାଶ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ହାଇଦର…

ଅନୁଗତ ନ ହେଲେ ଉପକୂଳରେ ପୁଲିସକୁ ମିଳୁନି…

ଭୁବନେଶ୍ୱର: ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର। ପ୍ରକାଶ ମିଶ୍ର କହିଛନ୍ତି “ସମାଜରେ ଦୁର୍ଗତି ହେଲାଣି। କାରଣ ପୁଲିସ୍‌…

ପୋଲିସ ଚାପରେ ନ ରହୁ: ପ୍ରକାଶ ମିଶ୍ର

ଭୁବନେଶ୍ବର: ଭୁବନେଶ୍ବରରେ ଶିଖ୍‌ ବ୍ୟକ୍ତି ପରବିନ୍ଦର ପାଲ୍‌ ସିଂହଙ୍କୁ ଆକ୍ରମଣ ଘଟଣା ଏବେ ନୂଆ ମୋଡ଼ ନେଇଛି। ଏନେଇ ଟ୍ବିଟ୍‌ ଯୋଗେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକଶ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ପରବିନ୍ଦର ସିଂହ ଘଟଣା ଧୀରେ ଧୀରେ ରହସ୍ୟମୟ ହେବାରେ ଲାଗିଛି। ଆଶା…

ପ୍ରକାଶ ମିଶ୍ର ଲଦାଖ ଉପ ରାଜ୍ୟପାଳ ହେବା…

ଭୁବନେଶ୍ୱର: ଚର୍ଚ୍ଚାରେ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ନିଜର ଚାକିରି ସମୟରେ ଯେତିକି ଚର୍ଚ୍ଚିତ ଥିଲେ ରାଜନୀତିକୁ ଆସିବା ପରେ ଆହୁରି ଚର୍ଚ୍ଚାରେ ଥିଲେ। ହେଲେ ଗତକାଲି ରାତିଠାରୁ ସେ ଏକ ନୂଆ ଚର୍ଚ୍ଚାରେ ଯୋଡ଼ି ହୋଇଯାଇଛନ୍ତି। ନୂଆଚର୍ଚ୍ଚା ଏହା ଯେ, ନବଗଠିତ ଲଦାଖ କେନ୍ଦ୍ର ଶାସିତ…

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ ଯୋଗ ଦେଇଛନ୍ତି।…

ଆଜି ବିଜେପିରେ ମିଶିବେ ପ୍ରକାଶ ମିଶ୍ର,…

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ…