Odisha Link
Bridging the Missing Links in Odisha
Browsing Tag

Pranab Mukharjee

ସୋନିଆ-ମନମୋହନଙ୍କ ପାଇଁ କାନ୍ତାରରେ…

ନୂଆଦିଲ୍ଲୀ: ଶୁକ୍ରବାର ଥିଲା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଣବ ମୁଖାର୍ଜୀଙ୍କୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଣବ ମୁଖାର୍ଜୀଙ୍କ ଲିଖୀତ ‘ଦି ପ୍ରେସିଡେନସିଆଲ ଇଅର୍ସ’ ପୁସ୍ତକକୁ ନେଇ ଲାଗି ରହିଛି ଚର୍ଚ୍ଚା। ଦିବଂଗତ…

ପଞ୍ଚଭୂତରେ ଲୀନ ହେଲେ ପ୍ରଣବ ଦା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀ। ତାଙ୍କୁ ଆଡ଼ଅଫ ଅନର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ତାଙ୍କ ୧୦ ରାଜାଜୀ ମାର୍ଗ ସ୍ଥିତ ବାସଭବନରୁ ଲୋଧି ରୋଡ଼ ସ୍ଥିତ ଶ୍ମଶାନ ଘାଟକୁ ନିଆଯାଇଥିଲା। ସେଠାରେ…

ପରଲୋକରେ ପ୍ରଣବ: ୭ ଦିନ ରାଷ୍ଟ୍ରୀୟ ଶୋକ…

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ। ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ। ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ…

ପରଲୋକରେ ପ୍ରଣବ ମୁଖାର୍ଜୀ: ରାଷ୍ଟ୍ରପତି,…

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ। ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ। ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ…

ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ…

ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦକ୍ଷ ଏବଂ ଜନପ୍ରିୟ ରାଜନେତା ଥିଲେ। ସେ ଭାରତ…

ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ…

ଭୁବନେଶ୍ବର:ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବର୍ଗତ ମୁଖାର୍ଜୀଙ୍କୁୁ ଭାରତର ଜଣେ ମହାନ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ଅଗାଧ ଜ୍ଞାନର ଗନ୍ତାଘର ଥିଲେ। ଜୀବନ…

ପ୍ରଣବଙ୍କୁ ଫୁସ୍‌ଫୁସ୍ ସଂକ୍ରମଣ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ‌୍ୟବସ୍ଥା ସଂଙ୍କଟାପନ୍ନ ରହିଛି। ପ୍ରଣବଙ୍କ ଫୁସ୍ଫୁସ୍‌ରେ‌ ସଂକ୍ରମଣ ହୋଇଥିବା ନେଇ ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।ବର୍ତ୍ତମାନ ମଧ୍ୟ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି…

କେମିତି ରହିଛି ପ୍ରଣବ ମୁଖାର୍ଜୀଙ୍କ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନାହିଁ। ସେ ଏବେ ମଧ୍ୟ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ଏନେଇ ବୟାନ ଜାରି କରି କୁହାଯାଇଛି। ଏକ ବିଶେଷଜ୍ଞ ଦଳ ଦ୍ବାରା ତାଙ୍କ…

ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ‌୍ୟବସ୍ଥା…

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ‌୍ୟବସ୍ଥା ସ୍ଥିର। ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ‌୍ତି। ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ ଗୁରୁତର ହୋଇଯାଇଥିଲେ। ମସ୍ତିଷ୍କରେ ରକ୍ତ ଜମାଟ ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର…

୧୦୦୦ ବିଶିଷ୍ଟ ହେଉ ଲୋକସଭା ଆସନ ସଂଖ୍ୟା:…

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ୫୪୩ରୁ ୧୦୦୦ କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ। ଏଥିସହିତ ରାଜ୍ୟସଭାରେ ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ାଯିବା ଦରକାର ଏବଂ ଦେଶର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହା ଜରୁରୀ ବୋଲି ସେ କହିଛନ୍ତି। ଦିଲ୍ଲୀଠାରେ ଇଣ୍ଡିଆ…