Odisha Link
Bridging the Missing Links in Odisha
Browsing Tag

Press meet

ୟେସ୍‌ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା…

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ସଂପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟେସ୍‌ ଜମାକାରୀଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଲେ ଶକ୍ତିକାନ୍ତ। ଏଥିସହିତ ସେ କହୁଛନ୍ତି ଯେ, ଷ୍ଟେଟବ୍ୟାଙ୍କ ସହାୟତାରେ ୟେସ୍‌…

ଅପରାହ୍ନ ୪ଟାରେ ଶକ୍ତିକାନ୍ତଙ୍କ…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ଟା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। କୋରୋନା ଭୂତାଣୁ ପ୍ରଭାବରେ ସଂଘର୍ଷ କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରେପୋ ରେଟ କମିବା ନେଇ…

ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି। ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରେସ୍‌ମିଟ୍‌ କରି କହିଛନ୍ତି ଯେ, ଦିଲ୍ଲୀ ହିଂସାକାଣ୍ଡ ଏକ ଯୋଜନା…

ସମବାୟ ନିର୍ବାଚନ ପାଇଁ ରାଜ୍ୟ ସରକାର…

ଭୁବନେଶ୍ବର: ଭାରତୀୟ ଜନତାପାର୍ଟିର ସମବାୟ ପ୍ରକୋଷ୍ଠ ତରଫରୁ ରାଜ୍ୟ ବିଜେପି କାର୍ଯ୍ୟାଳୟର କୁଷାଭାଇ ଠାକ୍‌ରେ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇସାରିଛି । ଏହି ବୈଠକରେ ରାଜ୍ୟ ସମବାୟର ବିକାଶ ଦିଗରେ ରାଜ୍ୟସରକାରଙ୍କ ଆଭିମୁଖ୍ୟ ଉପରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ସମବାୟ ନିର୍ବାଚନର ଅବଦ୍ଧି…

କେବେ ଗରିଫ ହେବେ ଧର୍ମଶାଳା ପୋଲିସ୍‌…

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା କଥା ସେହି ପୋଲିସ ଆଜି ଭକ୍ଷକ ସାଜିଛି। ରାଜ୍ୟର ପ୍ରାୟ ସମସ୍ତ ଦୁଷ୍କର୍ମ ଘଟଣାରେ ପୋଲିସର ସଂପୃକ୍ତି ଥିବାର…

୨୦ରୁ ‘କୃଷି ଓଡ଼ିଶା’,…

ଭୁବନେଶ୍ବର: ଚଳିତମାସ ୨୦ତାରିଖ ଅର୍ଥାତ୍‌ ସୋମବାର ଦିନରୁ କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱରର ଜନତା ମଇଦାନରେ ଏହି ୫ଦିନିଆ କୃଷି ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାକୁ ଥିବାବେଳେ ଏଥିରେ ମୋଟ ୧୧୨ଟି ଦେଶବିଦେଶର କମ୍ପାନୀ…

ବିଜେପି ଟାର୍ଗେଟରେ ସରକାର

ଭୁବନେଶ୍ୱର: ଆଜି ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଏସଇବିସି ସଂରକ୍ଷଣ ପ୍ରସଙ୍ଗରେ ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ଏନେଇ ବିଜେପି ଆଜି ରାଜ୍ୟ ବିିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜତି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ…

ଦିଲ୍ଲୀବାସୀ ଆମ କାମ ଦେଖି ଭୋଟ୍‌ ଦେବେ:…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଯାହାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଅଙ୍କକଷା ଆରମ୍ଭ କରିଲେଣି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରରିଓ୍ବାଲ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ବାଜିଲା…

ନୂଆଦିଲ୍ଲୀ: ଆଜି ନିର୍ବାଚନ ଆୟୋଗ ନିର୍ବାଚନ ଭବନରେ ଦିଲ୍ଲୀ ବିଧାନସଭା ନିମନ୍ତେ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀ ବିଧାନସଭା ପାଇଁ ତାରିଖ ଘୋଷଣା କରିଛନ୍ତି। ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃଆରୀ ୮ରେ ଅନୁଷ୍ଠିତ ହେବ। ମୋଟ ଗୋଟାଏ ପର୍ଯ୍ୟାୟରେ…

ଅର୍ଥବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ,…

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥା ସୁଧାର ପାଇଁ ଅନେକ ପଦକ୍ଷେପ ନେଇଛୁ। ନିବେଶ ବଢ଼ାଇବାକୁ କର୍ପୋରେଟ ଟାକ୍ସ ହ୍ରାସ କରାଯାଇଛି। ସରକାରୀ କମ୍ପାନୀର ବକେୟା…