Odisha Link
Bridging the Missing Links in Odisha
Browsing Tag

Priyanka Gandhi

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ରାଜ୍ୟ…

ଓଏଲ୍‌ ବ୍ୟୁରୋ: ନିକଟରେ ଶେଷ ହୋଇଥିବା ଦୁଇ ଦୁଇଟି ଉପନିର୍ବାଚନରେ ଅମାନତ ହରାଇଛି କଂଗ୍ରେସ। କମ୍‌ ଭୋଟ ପାଇବା ସହ ଦିନକୁ ଦିନ ରାଜ୍ୟରେ ଦୁର୍ବଳ ହୋଇଯାଉଛି କଂଗ୍ରେସ। ନିର୍ବାଚନ ସରିଲା ପରେ ଉଭୟ ବିଜେଡି ଓ ବିଜେପି କଂଗ୍ରେସ ଭୋଟ ଆମ ପାଖକୁ ଆସିଛି ବୋଲି ଯେଉଁ ଦମ୍ଭୋକ୍ତି ଦେଖାଉଛନ୍ତି ତାହା ହିଁ…

ହାଥରସ ଅଭିମୁଖେ ରାହୁଲ ଗାନ୍ଧୀ

ହାଥରସ: ହାଥରସ ଅଭିମୁଖେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ। ହାଥରସ ଯିବା ସମୟରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ରାହୁଲଙ୍କୁ ଅଟକାଇଲା ପ୍ରଶାସନ। କେବଳ ୫ ଜଣଙ୍କୁ ହାଥରସ ଯିବାକୁ ପ୍ରଶାସନ ଅନୁମତି ଦେଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ…

ଜାମିଆ ବିବାଦ: ଇଣ୍ଡିଆ ଗେଟ୍‌ ନିକଟରେ…

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ଛାତ୍ରଛାତ୍ରୀ ଓ ପୋଲିସ୍‌ ମଧ୍ୟରେ ହୋଇଥିବା ବିବାଦ ଥମିବାର ନା ଧରୁନି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଛାତ୍ରଛାତ୍ରଙ୍କ ଉପରେ ମାଡ଼ପିଟ ଘଟଣାକୁ ପ୍ରତିବାଦ କରି ଇଣ୍ଡିଆ ଗେଟ୍‌ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସନ୍ଧ୍ୟା ୬ଟା…

ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା,…

ନୂଆଦିଲ୍ଲୀ: ଆଜି କଂଗ୍ରେସ ପକ୍ଷରୁୁ ଦିଲ୍ଲୀରେ ଭାରତ ବଞ୍ଚାଅ ସମାବେଶ ଆଯୋଜିତ କରାଯାଇଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାମଲୀଳା ମୈଦାନରେ ଏହି ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ…

ମୋଦି ସରକାରଙ୍କୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ଦିନକୁ ଦିନ ଖସୁଛି ଦେଶର ଆର୍ଥିକ ଅଭିବୃଦ୍ଧି ହାର। ଗତକାଲି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ…

ପ୍ରିୟଙ୍କା ହୋଇପାରନ୍ତି ୟୁପି କଂଗ୍ରେସର…

ନୂଆଦିଲ୍ଲୀ: କଂଗ୍ରେସର ଏକ ଗୁରୁଦାୟିତ୍ବରେ ରହିବେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ହୋଇପାରନ୍ତି ପ୍ରିୟଙ୍କା। ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ଏବେ ପୂରା ରାଜ୍ୟର କଂଗ୍ରେସ…