Odisha Link
Bridging the Missing Links in Odisha
Browsing Tag

Puri Rath Jatra

ରଥଯାତ୍ରା ୨୦୨୧: ଆଜିଠୁ ଆରମ୍ଭ ହେବ ଅଖ…

ପୁରୀ: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀଜିଉଙ୍କ ରଥଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା। କରୋନା କଟକଣାକୁ ଜଗି ଆଗଉଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଅନ୍ୟପଟେ ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି। ଅର୍ଥାତ୍ ପଇର ମଝି ଅଂଶରେ ଅଢ଼େଇ ଇଞ୍ଚର ଏକ ବିଟ ଭଳି…

ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ…

ପୁରୀ: ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ ଚନ୍ଦନ କାଠ। ୧ କ୍ୱିଣ୍ଟାଲ ଚନ୍ଦନ କାଠ ତାମିଲନାଡୁରୁ ଆସିବ। ତାମିଲନାଡ଼ୁ ଫରେଷ୍ଟ କଞ୍ଜରଭେସନ ଡିପାର୍ଟମେଣ୍ଟ ପୁରୀ ରଥଯାତ୍ରା ପାଇଁ ଏହି ଚନ୍ଦନ କାଠ ପ୍ରଦାନ କରିବ। ରଥଯାତ୍ରା ପାଇଁ ୧୦ କ୍ୱିଣ୍ଟାଲ ଚନ୍ଦନ କାଠ ମଗାଯାଇଥିଲେ ବି ୧ କ୍ୱିଣ୍ଟାଲ ମିଳିବ ବୋଲି…

ଏଥର ଭାଙ୍ଗିବନି ଶ୍ରୀଜିଉଙ୍କ ତିନି ରଥ,…

ଭୁବନେଶ୍ବର: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଇତିହାସରେ ପ୍ରଥମ ଥର ଭକ୍ତଙ୍କ ବିନା ବା ଭକ୍ତଶୂନ୍ୟ ଭାବେ ପାଳିତ ହୋଇଥିଲା। ଯାହା ୨୫ଶହ ବର୍ଷର ରଥଯାତ୍ରା ଇତିହାରେ ପ୍ରଥମ ଥର ପାଇଁ ହୋଇଥିଲା। ଏଥିପାଇଁ ଏହାକୁ…

ରଥଯାତ୍ରା: ଗଜପତି ମହାରାଜ କରୁଛନ୍ତି…

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଇତିହାସରେ ପ୍ରଥମ ଥର ଭକ୍ତଙ୍କ ବିନା ବା ଭକ୍ତଶୂନ୍ୟ ଭାବେ ପାଳିତ ହେଉଛି ରଥଯାତ୍ରା। ବିନା ଭକ୍ତରେ ବି ପୁରୀ ବଡ଼ଦାଣ୍ଡ ଚଳଚଞ୍ଚଳ। ଚାଲିଛି ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରା। ଭକ୍ତ ସିନା ବଡ଼ ଦାଣ୍ଡରେ ନାହିଁ ହେଲେ ସାରା ଓଡ଼ିଶାର ଆଖି ଟିଭିରେ ହିଁ ଲାଖିରହିଛି।…

ରଥଯାତ୍ରା: ଆଜ୍ଞାମାଳ ବିଜେ ନୀତି…

ପୁରୀ: ରଥଯାତ୍ରା ହେବ କି ନାହିଁ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ରଥରେ ଆଜି ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ରୀତିିନୀତି ଅନୁସାରେ ଆଜି ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜ୍ଞାମାଳ ଆସିବାପରେ ରଥ ନ ଗଡ଼ିଲେ ନୀତି ବନ୍ଦ ଆଶଙ୍କା ରହିଛି। ବିଧି ଅନୁସାରେ…

ରଥଯାତ୍ରା ପାଇଁ ଶେଷ ଆଶା, ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ସବୁ ନିରାଶା ମଧ୍ୟରେ ନୂଆ ଆଶା ଉଜ୍ଜୀବିତ। ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ହେବନାହିଁ, ଏକଥା କେହି କହି ପାରିବେ ନାହିଁ।  ପୁରୀରେ ରଥଯାତ୍ରା ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ଆଜି ପୂର୍ବାହ୍ଣ…

ରଥଯାତ୍ରା ବନ୍ଦ ପ୍ରସଙ୍ଗ: କାନ୍ଦି…

ଭୁବନେଶ୍ବର: ନିଜ କୋହକୁ ରୋକି ପାରିଲେନି କଂଗ୍ରେସ ବିଧାୟକ ସୁର ରାଉତରାୟ। ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ଶ୍ରୀ ରାଉତରାୟ। ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ ସେ କାନ୍ଦି ପକାଇଲେ। ଏହି ଅବସରରେ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରିଛ।…

ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାର…

କଟକ: ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ତାପୂର୍ବରୁ ରଥଯାତ୍ରା ହେବ କି ନାହିଁ ତାହାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି। ହେଲେ ଏସବୁ ମଧ୍ୟରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ।…

ବିନା ଭକ୍ତରେ ରଥଯାତ୍ରା ହୋଇପାରିବ:…

ଭୁବନେଶ୍ବର: ଆଜି ସ୍ନାନ ଯାତ୍ରା ଓ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜା କହିଛନ୍ତି ଯେ, ସୀମିତ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ…

୨ ଦିନ ର‌ଥ ନିର୍ମାଣ କାର୍ଯ୍ୟ ବନ୍ଦ

ପୁରୀ: ମାଡ଼ି ଆସୁଛି ମହାବାତ୍ୟା "ଅମ୍ପାନ୍"। ଏହାକୁ ନଜରରେ ରଖି ଦୁଇଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ବର୍ଷାପାଣି ରଥଖଳାରେ ପଶିବା ସହ ଅଧିକ ପବନ ହେଲେ ଛାମୁଣ୍ଡିଆ ଭାଙ୍ଗିବା ସମ୍ଭାବନା ରହିଛି। ତେଣୁ ୧୯ ଏବଂ ୨୦ତାରିଖ ଦୁଇଦିନ ଧରି ରଥ ନିର୍ମାଣ କାର୍ଯ୍ୟ ବନ୍ଦ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ…