Odisha Link
Bridging the Missing Links in Odisha
Browsing Tag

Puri

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଜବାବ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ପୁଣି ୨ଟି ଫାଇଲ ହଜିବା ପରେ ଚହଳ ସୃଷ୍ଟି ହୋଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଜବାବ ତଲବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ କଲେ…

ଦୋଳ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କର…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଯେଉଁଥିପାଇଁ ଗାଁଠୁ ସହର ଉତ୍ସବମୁଖର। ଏଥିସହିତ ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେଉଛି। ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି।…

ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଅଭିନେତା…

ପୁରୀ: ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ସାଇ ପିଣ୍ଟୁ ନନ୍ଦଙ୍କୁ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ବହୁ ସାଥି କଳାକାର ତାଙ୍କୁ ଶେଷ ଦର୍ଶନ କରିଥିଲେ। ଅପରାହ୍ନ…

ଅପରାହ୍ନରେ ସ୍ୱର୍ଗଦ୍ୱାରରେ ହେବ ଅଭିନେତା…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଆ ମନୋରଞ୍ଜନ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ତାଙ୍କ ମରଶରୀର ହାଇଦ୍ରାବାଦରୁ ଭୁବନେଶ୍ବର ଅଣାଯାଇଥିବା ବେଳେ କିମ୍ସ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଆଜି ପିଣ୍ଟୁ ନନ୍ଦଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ। ସୂଚନା ମୁତାବକ,ଆଜି ଭୁବନେଶ୍ୱର…

ଟ୍ରାଇଥଲନ୍‌ ପ୍ରତିଯୋଗିତା ବେଳେ ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପୁରୀରେ ହେଉଥିବା ଟ୍ରାଇଥଲନ୍‌ ପ୍ରତିଯୋଗିତା ବେଳେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ଘର ରାଜସ୍ଥାନ ଯୋଧପୁରର ହୋଇଥିବାବେଳେ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେଉଥିବା ଟ୍ରାଇଥଲନ୍‌…

ଯେମିତି ହେଲେ ବି ହିନ୍ଦୁ ରାଷ୍ଟ୍ର ହେବ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ ହିନ୍ଦୁ ରାଷ୍ଟ୍ରକୁ ନେଇ ଏଭଳି କିଛି ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛନ୍ତି, ଯେମିତି ହେଲେ ବି ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ…

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଅବହେଳା

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଅବହେଳା। ଏବେବି ଶ୍ରୀମନ୍ଦିର ଉପରୁ ଟଳିନି ବିପଦ ଟଳିନି। ମଝିରେ ମଝିରେ ବଡ଼ବଡ଼ ପଥର ଖଣ୍ଡ ଖସି ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ଦର୍ଶାଇ ଦେଉଛି। ରତ୍ନଭଣ୍ଡାର, ନାଟମଣ୍ଡପ ବି ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ବର୍ଷା ହେଲେ ପାଣି ଗଳୁଛି। ଅନ୍ୟପଟେ…

ବଡ଼ଦେଉଳରେ ଠେଲାପଲା, ୨ ଆହତ

ଓଏଲ୍‌ ବ୍ୟୁରୋ: ସିଂହନାଥ ପୀଠରେ ଦଳାଚକଟା ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁରୀ ଶ୍ରୀମନ୍ଦିରରେ ପୁନାରାବୃତ୍ତି। ରବିବାର ବଡ଼ଦେଉଳରେ ଠେଲାପେଲା ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ଛାଡ଼ି…

ଶ୍ରୀମନ୍ଦିର ରତ୍ନ ସିଂହାସନରେ ମୂଷା ଓ…

ଓଏଲ୍‌ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନସିଂହାସନ ଓ ଗର୍ଭଗୃହରେ ମୂଷା ଓ ଅସରପା ଆତଙ୍କ। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ସୃଷ୍ଟି କରିଛି ମୂଷା। ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି। ମହାପ୍ରଭୁଙ୍କ ପହୁଡ଼ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଂଚାଇବାକୁ ଉଦ୍ୟମ କରୁଥିବା…

ମୋନାଲି ହତ୍ୟା ମାମଲା : ନିର୍ଦ୍ଦୟ…

ଓଏଲ୍‌ ବ୍ୟୁରୋ : ନିର୍ଦ୍ଦୟ ସାଜିଲା ନିଜ ଜନ୍ମ କଲା ଝିଅର ହତ୍ୟାକାରୀ ବାପା। ଦ୍ୱିତୀୟ ସ୍ତ୍ରୀ କଥାରେ ପଡି ନିଜ ଝିଅକୁ ପୋଡି ମାରିଦେଲା ଜନ୍ମ କଲା ବାପା। କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଥିବା ଜଣା ପଡିଛି। ଏହି…